Daily Archives

July 26, 2022

ବିମାନବନ୍ଦରରେ ଥିଲେ, ବିମାନରେ ନଥିଲେ ବାବୁସାନ । ଚେନ୍ନାଇରୁ ଆସିଲା ବିମାନ ହେଲେ ଆସିଲେନି ବାବୁସାନ୍ ।

କନକ ବ୍ୟୁରୋ: ଆଜି ବି ଆସିଲେନି ବାବୁସାନ । ଚେନ୍ନାଇରୁ ଫେରିଲେନି ଅଭିନେତା ବାବୁସାନ ମହାନ୍ତି । ଚେନ୍ନାଇରୁ ବିମାନ ଆସିଲା କିନ୍ତୁ ସେଥିରେ ଆସିନାହାନ୍ତି ବାବୁସାନ । ଭୁବନେଶ୍ୱର ବିମାନବନ୍ଦରରେ ଠିକ୍ ୯ଟା ୫୦ରେ ପହଞ୍ଚିଥିଲା ଚେନ୍ନାଇରୁ ଆସିଥିବା ବିମାନ । ସମସ୍ତେ ଆକଳନ କରିଥିଲେ ହୁଏତ…

ଚେନ୍ନାଇ ବିମାନବନ୍ଦରରେ ଦେଖାଗଲେ ବାବୁଶାନ: ଓଡିଶା ଫେରିବେ କି  ନାହିଁ ଏବେ ବି ଅସ୍ପଷ୍ଟ 

କନକ ବ୍ୟୁରୋ: ବିବାଦ ଭିତରେ ସାମନାକୁ ଆସିିଛି ଚେନ୍ନାଇର ଏକ ହୋଟେଲ ରୁମରୁ ବାବୁସାନ ଓ ପ୍ରକୃତି ମିଶ୍ର ବାହାରୁଥିବାର ଭିଡିଓ । କିନ୍ତୁ ଏହା ଭିତରେ ପ୍ରକୃତି ମିଶ୍ର ଓଡିଶା ଫେରି ଆସିଥିଲେ ବି ବାବୁସାନ ଫେରିନାହାଁନ୍ତି । ଆଉ ପ୍ରକୃତି ଫେରିବା ପରେ ତାଙ୍କ ଘରେ ପହଁଚି ପୋଲିସ ତାଙ୍କୁ…

ଫିଟୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଗୁମର: ଅଭିଯୁକ୍ତ ଅର୍ପିତା ମୁଖାର୍ଜୀଙ୍କ ଠିକଣାରୁ ମିଳିଲା…

କନକ ବ୍ୟୁରୋ: ଦିନ ଯେତିକି ଗଡୁଛି ଗୁମର ସେତିକି ଫିଟୁଛି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ଛାନଭିନ ଜାରି ରଖିଛନ୍ତି । ସେପଟେ ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତ ତଥା ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ନାୟିକା…

ମଙ୍କିପକ୍ସ ପାଇଁ ଏହି ସବୁ ରାଜ୍ୟ ସରକାର ଜାରି କଲେ ଆଡଭାଇଜରୀ: ବିଦେଶ ଫେରନ୍ତାଙ୍କ ଉପରେ ରହିଛି କଡ଼ା ନଜର

କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଛି ମଙ୍କିପସ୍ ମାମଲା । ମଙ୍କିପସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜରୁରୀ ପରିସ୍ଥିତି ଘୋଷଣା କରିଛି । କେରଳ ପରେ ଏବେ ରାଜଧାନୀ ଦିଲ୍ଲୀ ଓ ଢେଲେଙ୍ଗାନା ମଙ୍କି ପସ୍ ଭୂତାଣୁ ଚିହ୍ନଟ ପରେ ପଡୋଶୀ ରାଜ୍ୟ ଗୁଡିକ ପାଇଁ ଏହା ଚିନ୍ତା ବଢାଇଛି । ଉତରପ୍ରଦେଶ…

ବାରମ୍ବାର ହଟଗୋଳ କରି ନିଲମ୍ବିତ ହେଲେ ବିରୋଧୀ ସାଂସଦ: କାଲି ୪ଜଣ ଓ ଆଜି ୧୯ଜଣ ସାଂସଦଙ୍କ ଉପରେ ଲାଗିଲା କଟକଣା

କନକ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗ ନେଇ ସଂସଦରେ ଜୋରଦାର ହଟଗୋଳ କରୁଛନ୍ତି ବିରୋଧୀ ଦଳର ସାଂସଦ । ସୋମବାର ଲୋକସଭାର ୪ଜଣ କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ ଆଉ ମଙ୍ଗଳବାର ୧୯ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ସଭାପତି । ନିଲମ୍ବିତ ହୋଇଥିବା ସାଂସଦ…

ଭାସୁଛି ରାଜସ୍ଥାନ, ବୁଡିଛି ଗୁଜରାଟ: ଦୁଇ ରାଜ୍ୟରେ ପ୍ରଳୟ କରୁଛି ଲଗାଣ ବର୍ଷା

କନକ ବ୍ୟୁରୋ: ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ରାଜ୍ୟ ମାନଙ୍କରେ ସଙ୍ଗୀନ ହୋଇଛି ବନ୍ୟା ସ୍ଥିତି । ଘର ଦ୍ୱାରା ରାସ୍ତାଘାଟ ସବୁଠି ବନ୍ୟା ପାଣି ବୁଡି ରହିଥିବାବେଳେ ଲୋକଙ୍କ ଜୀବନଯାତ୍ରାକୁ ଏହା ବିଶେଷ ମାତ୍ରାରେ ପ୍ରଭାବିତ କରିଛି । ଲୋକେ ଘରୁ ବାହାରକୁ ବାହାରିପାରୁନଥିବାରୁ ଜଳବନ୍ଦୀ…