ଚେନ୍ନାଇ ବିମାନବନ୍ଦରରେ ଦେଖାଗଲେ ବାବୁଶାନ: ଓଡିଶା ଫେରିବେ କି  ନାହିଁ ଏବେ ବି ଅସ୍ପଷ୍ଟ 

265

କନକ ବ୍ୟୁରୋ: ବିବାଦ ଭିତରେ ସାମନାକୁ ଆସିିଛି ଚେନ୍ନାଇର ଏକ ହୋଟେଲ ରୁମରୁ ବାବୁସାନ ଓ ପ୍ରକୃତି ମିଶ୍ର ବାହାରୁଥିବାର ଭିଡିଓ । କିନ୍ତୁ ଏହା ଭିତରେ ପ୍ରକୃତି ମିଶ୍ର ଓଡିଶା ଫେରି ଆସିଥିଲେ ବି ବାବୁସାନ ଫେରିନାହାଁନ୍ତି । ଆଉ ପ୍ରକୃତି ଫେରିବା ପରେ ତାଙ୍କ ଘରେ ପହଁଚି ପୋଲିସ ତାଙ୍କୁ ପଚରାଉଚୁରା କରିଛି । ହେଲେ ବାବୁସାନ ଫେରିନଥିବାରୁ, ସେ କୁଆଡେ ଗଲେ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।