Daily Archives

May 31, 2022

ତୈଳ କମ୍ପାନୀଙ୍କୁ ବିରୋଧ କରି ଆଜି ୭୦ ହଜାର ପେଟ୍ରୋଲ ପମ୍ପ ବନ୍ଦ । ଜାଣନ୍ତୁ କ’ଣ ରହିବ ପ୍ରଭାବ ।

କନକ ବ୍ୟୁରୋ: ଦେଶରେ ୨୪ଟି ରାଜ୍ୟରେ ପ୍ରାୟ ୭୦ ହଜାର ପେଟ୍ରୋଲ ପମ୍ପ ଆଜି ତୈଳ କମ୍ପାନୀଙ୍କ ଠାରୁ ତୈଳ ନକିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଦରରେ ବୃଦ୍ଧି ସତ୍ତେ୍ୱ ସେମାନଙ୍କ କମିସନରେ ସଂଶୋଧନ କରାଯାଉନଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟମାନଙ୍କର ପେଟ୍ରୋଲ ଡିଲର…

ବ୍ରଜରାଜନଗର ଉପନିର୍ବାଚନ : ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ । ପଢନ୍ତୁ… ମତଦାନ ପରେ କଣ କହିଲେ…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮ ଶହ ୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ…

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଚଳିତ ବର୍ଷର ଥିମ୍ ‘ତମାଖୁ ବ୍ୟବହାର ଛାଡନ୍ତୁ’ ଓ ‘ପୃଥିବୀର ପରିବେଶକୁ ରକ୍ଷା…

କନକ ବ୍ୟୁରୋ : ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ୧୯୮୭ ମସିହାଠାରୁ ପ୍ରତିବର୍ଷ ମେ’ ମାସ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି, ‘ତମାଖୁ ବ୍ୟବହାର ଛାଡନ୍ତୁ’ ଓ ‘ପୃଥିବୀର ପରିବେଶକୁ ରକ୍ଷା କରନ୍ତୁ’ । ଏହି ଦିବସ ପାଳନର ଆଭିମୁଖ୍ୟ…

ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ

କନକ ବ୍ୟୁରୋ: ଆସିଲା ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ରିପୋର୍ଟ ମୁତାବକ, ତାଙ୍କର ଶରୀରକୁ ୨୪ ବୁଲେଟ୍ ଗୁଳି ଭେଦି ଯାଇଥିଲା । ଏହାସହ ଖପୁରୀରୁ ମଧ୍ୟ ବାହାରିଲା ଗୋଟିଏ ଗୁଳି । ତାଙ୍କ ଉପରେ ମୋଟ ୩୦ ରାଉଣ୍ଡ ଗୁଳି ଫୁଟିଥିଲା । ସୋମବାର ରାତିରେ ପାଞ୍ଚଜଣିଆ ଡାକ୍ତରୀ…

ବିଧାୟକ କଲୋନୀ ପାଇଁ ଗଛକଟାକୁ ବିରୋଧ : ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଦିଆଯିବ ଗଣଧାରଣା

କନକ ବ୍ୟୁରୋ : ବିଧାୟକଙ୍କ କଲୋନୀ ପାଇଁ ଗଛକଟାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗଣଧାରଣା । ମୂଲ୍ୟବାନ ଗଛ କାହା ଅନୁମତିରେ ଓ କିପରି କଟାଯାଉଛି ତାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗତକାଲି ଥାନାରେ ଏତଲା ଦିଆଯାଇଥିଲା । ଗଛକଟା ବନ୍ଦ କରିବା ସହ ଏଥିରେ…

ଆମ୍ବୁଲାନ୍ସ ଡ୍ରାଇଭରର ବେପରୁଆ ଡ୍ରାଇଭିଙ୍ଗ ହେଲା କାଳ । ଅକାଳରେ ଚାଲିଗଲା ୭ ଜୀବନ

କନକ ବ୍ୟୁରୋ: ଆଜି ଭୋର ସମୟରେ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ଚାଲିଗଲା ୭ ଜୀବନ । ମିଳିଥିବା ସୂଚନା ମୁତାବକ, ଅମ୍ବୁଲାନ୍ସଟି ରୋଗୀ ନେଇ ଦିଲ୍ଲୀରୁ ବରେଲିର ଅଭିମୁଖେ ଯାଉଥିଲା ।…