Daily Archives

July 6, 2024

ବିହାରରେ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ୯ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ: ବିହାରରେ ବର୍ଷାର ତାଣ୍ଡବ । ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ହେବାରୁ ବିହାରର ୬ଟି ଜିଲ୍ଲାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ବଜ୍ରପାତରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ…

କିଏ ମସୁଦ ପେଜେସଖିଆନ? ଯିଏ ହେଲେ ଇରାନର ନୂଆ ରାଷ୍ଟ୍ରପତି

କନକ ବ୍ୟୁରୋ: ପ୍ରତି ପକ୍ଷ ସଇଦ ଜଲିଲିଙ୍କୁ ହରାଇ ମସୁଦ ଇରାନର ର୍ାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଜଲିଲି ପ୍ରାୟ ୧୩ ମିଲିୟନ ଭୋଟ୍ ପାଇଥିବା ବେଳେ ମସୁଦ ୧୬ ମିଲିୟନରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ୬୯ ବର୍ଷିୟ ମସୁଦ ନେତା ସହ ଏକ ରାଜନୈତିକ ସଂସ୍କାରକ ଓ ହାର୍ଟ ସର୍ଜନ । ଉପ…

ମହିଳା ସଶକ୍ତିକରଣକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ସ୍ତ୍ରୀ’: ଗ୍ରାମୀଣ ମହିଳାଙ୍କୁ ଏବେ ମିଳିବ ଇଲେକ୍ଟ୍ରିକ…

କନକ ବ୍ୟୁରୋ: କେନ୍ଦ୍ର ସରକାର ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଇଲେକ୍ଟିକ୍ ସାଇକେଲ ଯୋଗାଇ ଦେବେ । ଏ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଗତ ଶୁକ୍ରବାର କନର୍ଭଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ କମ୍ପାନୀ ସହ ବୁଝାମଣା କରିଛନ୍ତି । ‘ସ୍ତ୍ରୀ’ (ସସ୍ଟେନେବୁଲ…

ଏଆଇସିସି ଦେଇଥିଲା ପାଣ୍ଠି, ପାଇଲେନି ପ୍ରାର୍ଥୀ: କୁଆଡେ ଗଲା ଦଳୀୟ ଟଙ୍କା?

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ନିର୍ବାଚନୀ ବଜେଟ ଥିଲା ପ୍ରାୟ ୫୪ କୋଟି ଟଂକା। ଏଆଇସିସି ପକ୍ଷରୁ ଦିଆଯାଇଥିବା ଏହି ଟଂକାରେ ଓଡିଶାରେ ଦଳୀୟ ନେତା ମାନଙ୍କୁ ନିର୍ବାଚନ ଲଢିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ହାଇକମାଣ୍ଡ। ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୦ ଆସନରେ ଦଳୀୟ…

ବର୍ଷା ଆରମ୍ଭରୁ ଡେଙ୍ଗୁ ଚିନ୍ତା: ଗତବର୍ଷ ତୁଳନାରେ ଏଥର ଅଧିକ ଆକ୍ରାନ୍ତ

କନକ ବ୍ୟୁରୋ: ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ଗତବର୍ଷ ତୁଳନାରେ ଏଯାବତ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶେଷ ରିପୋର୍ଟ ସୁଦ୍ଧା ଏଯାବତ ୩୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ବଲାଙ୍ଗୀରର ସଇଁତଳା ହଟସ୍ପଟ ପାଲଟିଛି। ପୂର୍ବବର୍ଷ ତୁଳନାରେ ଅଧିକ ଆକ୍ରାନ୍ତ ଚିହ୍ନଟ…

ଆଗାମୀ ୫ ଦିନ ରାଜ୍ୟରେ ବର୍ଷା! ପୁରୀରେ କଣ ରହିବ ପାଗ?

କନକ ବ୍ୟୁରୋ: ରଥଯାତ୍ରା ବେଳେ ସାରା ରାଜ୍ୟରେ ବର୍ଷା ସ୍ଥିତି । ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ ହୋଇଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ବିଳମ୍ବରେ…