Daily Archives

May 2, 2022

ଭାରତୀୟ ପାଣିପାଗ ବିଭାଗ ଜାରି କଲା ଦକ୍ଷିଣ ଆଣ୍ଡାମାନ ସାଗରର ଉପଗ୍ରହ ଚିତ୍ର । ସମୁଦ୍ରରେ ହଲଚଲ…୪ରେ…

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ଦକ୍ଷିଣ ଆଣ୍ଡାମାନ ସାଗରର ଉପଗ୍ରହ ଚିତ୍ର ଏବେ ସାମ୍ନାକୁ ଆସିଛି । ଏହି ସାଟେଲାଇଟ୍ ଚିତ୍ରରୁୁ ଜଣାପଡୁଛି, ସମୁଦ୍ର ଭିତର କିଭଳି ହଲଚଲ ସୃଷ୍ଟି ହୋଇଛି । ଆଣ୍ଡାମାନ ସାଗର ଭିତର କିଭଳି ଅଶାନ୍ତ ହୋଇଛି । ଭାରତୀୟ ପାଣିପାଗ…

ଯବାନଙ୍କ ବ୍ୟାଗରୁ ବାହାରିଲା ଗ୍ରେନେଡ: ପଚାରଉଚରା କରୁଛି ପୋଲିସ

କନକ ବ୍ୟୁରୋ: ଜମ୍ମୁକାଶ୍ମୀରର ଶ୍ରୀନଗର ବିମାନବନ୍ଦରରୁ ଗ୍ରେନେଡ ଉଦ୍ଧାର ହୋଇଛି । ଜଣେ ଯବାନଙ୍କ ପାଖରୁ ଏହି ଗ୍ରେନେଡ ଉଦ୍ଧାର ହୋଇଛି । ବ୍ୟାଗେଜ ସ୍କ୍ରିନିଂ ବେଳେ ଏହି ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର ହୋଇଛି । ଏହା ପରେ ତାଙ୍କୁ ହେପାଜତରେ ରଖାଯାଇଛି । ସମ୍ପୃକ୍ତ ଯବାନଙ୍କ ପରିଚୟ ମିଳିଛି ।…

ଅଟୋଚାଳକଙ୍କ ଝିଅ ଆଇଟିଆଇ ଟପ୍ପର । ଦେଶରେ ଏକ ନମ୍ବର ସ୍ଥାନରେ ରହିଲେ ସାଗରିକା, କହିଲେ ଆଗକୁ ହେବ ଇଞ୍ଜିନିୟର ।

କନକ ବ୍ୟୁରୋ : ସର୍ବଭାରତୀୟ ସ୍ତରରେ ଆଇଟିଆଇ ପରୀକ୍ଷାରେ ବାଜି ମାରିଲେ ହୀରାକୁଦର ଝିଅ । ବାପା ଜଣେ ଅଟୋଚାଳକ ହୋଇଥିବାବେଳେ ଝିଅ ସାରା ଭାରତରେ ଏକ ନମ୍ବରରେ ହୋଇଛନ୍ତି । ପରିଶ୍ରମ ଆଗରେ ହାର ମାନିଛି ଅଭାବ ଅସୁବିଧା । ଆଉ ପୂରା ଦେଶରେ ଏକ ନମ୍ବର ସ୍ଥାନରେ ରହି ରାଜ୍ୟ ପାଇଁ ଆଣିଛନ୍ତି…

ଲାଉଡସ୍ପିକର ବିବାଦ: ରାଜ ଠାକରେଙ୍କ ଘୋଷଣା ପରେ ରାଗିଗଲେ ୱବେସୀ । କହିଲେ ଜେଲରେ ଭର୍ତ୍ତି କରିଦିଅ, ମୁଣ୍ଡ ଥଣ୍ଡା…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଲାଉଡସ୍ପିକର ଆଉ ହନୁମାନ ଚାଳିଶା ବିବାଦ ଏବେ ଜୋରସୋରରେ ଚାଲିଛି । ଆଉ ଏହାରି ଭିତରେ ରବିବାର ମହାରାଷ୍ଟ୍ର ନବନିର୍ମାଣ ସେନାର ନେତା ରାଜ ଠାକରେ ଯାହା କହିଛନ୍ତି ତାହା ମହାରାଷ୍ଟ୍ର ରାଜନୀତିକୁ ଆହୁରି ସରଗରମ କରିଛି । ଉଦ୍ଧବ ସରକାରକୁ ଚ୍ୟାଲେଞ୍ଜ ଦେଇ ରାଜ୍…

ଟାଣ ଖରାରେ ସ୍ୱେଚ୍ଛାସେବୀଙ୍କୁ ଘାରିଛି ପଶୁପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଜଙ୍ଗଲ ଭିତରେ ପକ୍ଷୀଙ୍କ ପାଇଁ କରୁଛନ୍ତି…

କନକ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଖରା ବଢ଼ିବା ସାଙ୍ଗକୁ ପାଣି ସମସ୍ୟା ମଧ୍ୟ ବଢ଼ିଚାଲିଛି । ଏହାରି ଭିତରେ ଜଙ୍ଗଲୀ ପଶୁପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ‘ହେଲ୍ପ ଫର ୟୁ ଫାଉଣ୍ଡେସନ’ । ଜଙ୍ଗଲ କାଟି ମଣିଷ  କଂକ୍ରିଟ ସହର ତିଆରି କରୁଥିବା…

କୁମାର ବିଶ୍ୱାସଙ୍କୁ ଆଶ୍ୱସ୍ତି: ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ

କନକ ବ୍ୟୁରୋ: କବି ତଥା ଆପର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ ଆଶ୍ୱସ୍ତି ମିଳିଛି । ପଞ୍ଜାବ ଓ ହରିଆଣା ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଖଲିସ୍ତାନୀ ସମ୍ପର୍କ ଥିବା ବୟାନ ଦେଇଥିଲେ । ଏହି ମାମଲାରେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି କୋର୍ଟ । …