Daily Archives

April 21, 2022

ଚେନ୍ନାଇରେ ସାମିଲ ହେଲେ ଜୁନିୟର ମାଲିଙ୍ଗା: ଆଜି ମୁମ୍ବାଇ ବିପକ୍ଷରେ ଖେଳିପାରନ୍ତି ମ୍ୟାଚ

କନକ ବ୍ୟୁରୋ: ମୁମ୍ବାଇ ଚେନ୍ନାଇ ମ୍ୟାଚ ପୂର୍ବରୁ ଚେନ୍ନାଇର ବଡ ନିଷ୍ପତ୍ତି । ଚେନ୍ନାଇରେ ସାମିଲ ହୋଇଛନ୍ତି ଜୁନିୟର ମାଲିଙ୍ଗା । ଚେନ୍ନାଇର ବୋଲର ଆଡମ ମିଲନେ ଆହତ ହେବା ଯୋଗୁଁ ପୂରା ଆଇପିଏଲରୁ ବାଦ ପଡିଛନ୍ତି । ତେଣୁ ତାଙ୍କ ସ୍ଥାନରେ ଚେନ୍ନାଇ ଶ୍ରୀଲଙ୍କା ବୋଲର ମଥିଶା ପଥିରାନାଙ୍କୁ…

ଭୁସ୍ଖଳନରୁ ବଞ୍ଚିବା ପାଇଁ ଫ୍ରିଜ ଭିତରେ ପଶିଗଲେ, ୨୦ ଘଣ୍ଟା ଧରି ଜୀବନ ସହ କଲେ ସଂଘର୍ଷ । ଶେଷରେ… ।

କନକ ବ୍ୟୁରୋ : କୁହାଯାଏ ଯାହାକୁ ଭଗବାନ ରକ୍ଷା କରିବେ ତାହାର କିଏ ବା କଣ କରିପାରିବ । ଫିଲିଫିନ୍ସରେ ଜଣେ କୁନି ବାଳକ ସହ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫିଲିଫିନ୍ସର ବେବେ ସହରରେ ଆସିଥିବା ଭୁସ୍ଖଳନ ସମୟରେ ଜଣେ ୧୧ ବର୍ଷର କୁନି ବାଳକ…

‘ଗ୍ଲାମ ଗାଇଡ଼େନ୍ସ ମିସ ଇଣ୍ଡିଆ’ରେ ଚମକିଲେ ଓଡ଼ିଆ ଝିଅ: ୫୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀଙ୍କ ଭିତରେ ୨ୟ ରନର୍ସ ହେଲେ ମୋନିକା…

କନକ ବ୍ୟୁରୋ: ‘ଗ୍ଲାମ ଗାଇଡ଼େନ୍ସ ମିସ ଇଣ୍ଡିଆ’ ୨ୟ ରନର୍ସ ହୋଇଛନ୍ତି ପାରଳାଖେମୁଣ୍ଡିର ମୋନିକା ପଣ୍ଡା । ଦେଶର ବିଭିନ୍ନ ସ୍ଥାନରୁ ୫୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ନିଜର ନୃତ୍ୟ , ସୁନ୍ଦରବେଶ ପୋଷାକ ଓ କୁଇଜର ସୁନ୍ଦର ଉତର ଦେଇ ବିଚାରପତିଙ୍କ ମନ କିଣି ନେଇଥିଲେ । ତେବେ…

ନଦୀର ଉନ୍ନତିକରଣ କାମରେ ଦୁର୍ନୀତି ଅଭିଯୋଗ: ନଦୀ ଖୋଳା ଓ ପୁନରୁଦ୍ଧାର ନାଁରେ ହୋଇଛି କୋଟି କୋଟି ଟଙ୍କା ଲୁଟ୍

କନକ ବ୍ୟୁରୋ: ନଦୀ ଖୋଳାରେ ୫ କୋଟି ଟଙ୍କାର ଦୁର୍ନିତୀ ଅଭିଯୋଗ । ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଭିତରେ ନଦୀର ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ନଦୀର ପୁନରୁଦ୍ଧାର ପାଇଁ ୫କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ…

ବସ୍ତି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ୪ ଜଣ ଶିକ୍ଷିତ ଯୁବକ ଯୁବତୀ: ‘ଆମ ବସ୍ତିର ଚାଟଶାଳୀ’ ନାଁରେ ପିଲାଙ୍କୁ…

କନକ ବ୍ୟୁରୋ: ବସ୍ତି ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି ୪ ଶିକ୍ଷିତ ଯୁବକ ଯୁବତୀ । ନିଜ ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି ମାଗଣାରେ ବସ୍ତି ପିଲାଙ୍କୁ ପାଠ ପଢ଼ାଉଛନ୍ତି ରାଉଲକେଲା  ସେକ୍ଟର-୨୦ର ନେହେରୁପାଲୀ ବସ୍ତିର କରମ ସିଂ, ମହେଶ ନାଗ, କଲ୍ୟାଣୀ ବାଗ ଓ ରୂପାଲି ସିଂ । ‘ଆମ ବସ୍ତିର…

୬ବର୍ଷ ହେଲା ବୃତ୍ତି ବାବଦ ଟଙ୍କା ପାଇବାରୁ ବଞ୍ଚିତ: ଭଲ ପାଠ ପଢ଼ି ବି ମିଳିଲାନି ମେଧାବୃତ୍ତି ଟଙ୍କା

କନକ ବ୍ୟୁରୋ: ମେଧାବି ଛାତ୍ରଙ୍କୁ ମିଳୁନି ମେଧାବୃତି । ମେଧାବୀ ପ୍ରମାଣ ପତ୍ର ପାଇବା ପରେ ମଧ୍ୟ ମେଧାବୃତି ରାଶି ପାଇବାରୁ ବଂଚିତ ହୋଇଛନ୍ତି ଜଣେ ମେଧାବି ଛାତ୍ର । ଜଗତସିଂହପୁରର ରଘୁନାଥପୁର ଶିକ୍ଷା ଜିଲା ଅଧିନରେ ଥିବା ନାଲିବର ଉଚ୍ଚ ବିଦ୍ୟାଳୟରେ ରୁଦ୍ରମାଧବ ଆଚାର୍ଯ୍ୟ ଜଣେ ମେଧାବୀ…