Daily Archives

April 15, 2022

ଚେନ୍ନାଇ ପାଇଁ ବଢିଲା ଟେନସନ: ଆଇପିଏଲରୁ ବାହାରିଲେ ଷ୍ଟାର ବୋଲର ଦୀପକ ଚହର

କନକ ବ୍ୟୁରୋ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଖରାପ ପ୍ରଦର୍ଶନ କରିଆସୁଥିଲା ବେଳେ ପୁଣି ଏକ ଝଟକା ଲାଗିଛି ଚେନ୍ନାଇକୁ । ଦଳର ଷ୍ଟାର ବୋଲର ଦୀପକ ଚହର ଚଳିତ ଆଇପିଏଲରୁ ବାହାର ହୋଇଛନ୍ତି । ଏନେଇ ଆଇପିଏଲ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛି । ପିଠିରେ ଆଘାତ ଲାଗିବା…

ଦୁର୍ଘଟଣାରେ ଚାଲିଯାଇଥିଲେ ବାପା, କ୍ୟାନସରରେ ଆଖିବୁଜିଲା ମାଆ । ଅନାଥ, ଅସହାୟ ହେବା ପରେ ଏକାଏକା ବଞ୍ଚୁଛନ୍ତି ଜୀବନ ?…

କନକ ବ୍ୟୁରୋ: ମୁଣ୍ଡ ଉପରେ ଅସହାୟତାର ଆଜବେଷ୍ଟ ଛପର, ବାହାରେ ବାପଛେଉଣ୍ଡ ହେବା ପରି ବତୁରା ବାରଣ୍ଡା । ପିଠି ପଛପଟେ ଭିତରେ ଭିତରେ ଭାଙ୍ଗିଯାଉଥିବା ଗୋଟେ ଶକ୍ତିହୀନ ସିମେଣ୍ଟ କାନ୍ଥ । ଆଉ ଘର ଭିତରେ କିଟମିଟ ଅମା ଅନ୍ଧାର । ଏରୁଣ୍ଡି ସେପଟର ଅନ୍ଧାର ପରି ତ ସେମାନଙ୍କ ଜୀବନ । ପ୍ରଥମେ…

ଜଗନ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦ ପାଇବା ପରେ… ଦଳ ବଳ ଧରି ଆସିଥିଲେ କୋଟିଆ, ଅଧା ବାଟରୁ ଫେରାଇଦେଲେ…

କନକ ବ୍ୟୁରୋ: ସାଲୁର ବିଧାୟକ ପି.ରାଜନ ଦୋରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିବା ପରେ ଓଡ଼ିଶାର କୋଟିଆ ଅଂଚଳରେ ବିଜୟ ଉତ୍ସବ ପାଇଁ ଯୋଜନା ଚାଲିଥିଲା । ଆନ୍ଧ୍ରର ଅଧିକାରୀ ଓ ନିଜେ ସାଲୁର ବିଧାୟକ ମଧ୍ୟ ପହଂଚିଥିଲେ କୋଟିଆରେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ମଧ୍ୟ ଲଗାଇଥିଲେ । ସୂଚନା…

ମନରେଗା ନାଁରେ ହରିଲୁଟ୍: ସୌନ୍ଦର୍ଯ୍ୟକରଣ ଓ ପୁନଃଉଦ୍ଧାର ନାଁରେ ହୋଇଛି ନିମ୍ନମାନର କାମ

କନକ ବ୍ୟୁରୋ: କାମ ନକରି ମନରେଗାରେ ଖାଇଦେଲେ ୨୨ଲକ୍ଷରୁ ଉର୍ଦ୍ଧ ଟଙ୍କା । ଗରିବ ଲୋକଙ୍କୁ ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବା ପାଇଁ ମନରେଗା ଏକ ମାଧ୍ୟମ ପାଲଟିଥିବା ବେଳେ କୋଭିଡ ସମୟରେ ଖଲ୍ଲିକୋଟ ବ୍ଲକରେ ଲୋକଙ୍କୁ କାମ ଯୋଗାଇବା ପରିବର୍ତେ ମନରେଗା ଯୋଜନା ସମ୍ପୁର୍ଣ୍ଣ ବାଟବଣା ହୋଇଛି ।…

ଏପ୍ରିଲରୁ ଜଳୁଛି ସାରା ଓଡ଼ିଶା: ଉପକୂଳରୁ ଉପାନ୍ତ ତତଲା କଡ଼େଇରେ ଭାଜି ହେଉଛନ୍ତି ରାଜ୍ୟବାସୀ

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ସକାଳ ୧୧ଟା ପରେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । ଚଳିତ ମାସ ଆରମ୍ଭରୁ ଏଭଳି ଖରା ଜାରି ରହିଥିବା ବେଳେ ସୋନପୁର ଜିଲ୍ଲାରେ ପ୍ରବଳ ଖରା ଅନୁଭୁତ ହେଉଛି । ଗତକାଲି ୪୪ଦଶମିକ ୨ଡିଗ୍ରୀ…

ରେଳ ଧାରଣା ପାର ହେଲେ ମିଳୁଛି ପିଇବା ପାଣି: ବାଲେଶ୍ୱର ବସ୍ତା ଅଂଚଳରୁ ଆସିଲା ଜଳକଷ୍ଟର କରୁଣ ଦୃଶ୍ୟ

କନକ ବ୍ୟୁରୋ: ରେଳ ଧାରଣା ପାର ହେଲେ ମିଳୁଛି ପିଇବା ପାଣି । ପାଣି ପାଇଁ ଲୋକଙ୍କୁ ବିପଦପୁର୍ଣ୍ଣ ଭାବେ ରେଳ ଧାରଣା ପାର ହେବାକୁ ପଡ଼ୁଛି । ଏ ଦୃଶ୍ୟ ହେଉଛି ବାଲେଶ୍ୱର ବସ୍ତା ଅଂଚଳର । ଗାଁରେ ଥିବା ନଳକୂପ ଅଚଳ ହୋଇପଡ଼ିବା ପରେ ଲୋକଙ୍କୁ ଘାଣିଛି ପାଣି ଚିନ୍ତା । ପିଇବା ପାଣି ପାଇଁ ଲୋକଙ୍କୁ…