Daily Archives

April 15, 2022

ଇଂଲଣ୍ଡ ଟେଷ୍ଟ ଦଳର କ୍ୟାପଟେନ୍ ପଦ ଛାଡିଲେ ଜୋ ରୁଟ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଜ୍ୟାଜନକ ପରାଜୟ ପରେ ନେଲେ ବଡ…

କନକ ବ୍ୟୁରୋ: ଇଂଲଣ୍ଡ ଦଳର ଟେଷ୍ଟ କ୍ୟାପଟେନ୍ ପଦ ଛାଡିଲେ ଜୋ ରୁଟ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଜ୍ୟାଜନକ ପରାଜୟ ପରେ ସେ ଅଧିନାୟକ ପଦ ଛାଡି ଦେଇଛନ୍ତି । ତେବେ ୩୧ ବର୍ଷୀୟ ରୁଟ୍ ୨୦୧୭ ମସିହାରେ ଆଲିଷ୍ଟର କୁକଙ୍କ ପରେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ହେଲେ…

ଚୀନ ସାଙ୍ଘାଇ ସ୍ଥିତି ସାଙ୍ଘାତିକ । କରୋନା ଭିତରେ ମାନସିକ ହତାଶା ଭୋଗୁଛନ୍ତି ଲୋକେ, ବଢୁଛି ଆତ୍ମହତ୍ୟା ।

କନକ ବ୍ୟୁରୋ: ଚୀନର ମୁଖ୍ୟ ବାଣିଜ୍ୟିକ ସହର ସାଙ୍ଘାଇରେ କରୋନା ସଂକ୍ରମଣ ବଢିବାରୁ ସମଗ୍ର ସହରକୁ ସିଲ କରାଯାଇଛି । ଏହାସହ ଅନ୍ୟ ଏକାଧିକ ସହରରେ ମଧ୍ୟ ଲକ୍ ଡାଉନ୍ ହୋଇଛି । ଫଳରେ ଲୋକଙ୍କ ପାଖରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ । ଏଭଳି ସ୍ଥିତିରେ ଖାଦ୍ୟ ସାମଗ୍ରୀ ପାଇବାକୁ ଲୋକେ…

ତାଇୱାନ୍ ଉପରେ ଚୀନର ଆଖି । ରାଜଧାନୀ ତାଇପେୟୀ ଉପରେ ଚୀନ ଯୁଦ୍ଧ ବିମାନର ଆକ୍ରମଣ

କନକ ବ୍ୟୁରୋ: ଏବେ ବିଶ୍ୱରେ ଋଷ –ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଚୀନ ମଧ୍ୟ ନିଜର ପରାକ୍ରମ ଦେଖାଇବାକୁ ଆରମ୍ଭ କଲାଣି । ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କଲା ସେତେବେଳେ ଚୀନ ତାଇୱାନ ଉପରେ ବି ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ ବିଶ୍ୱର…

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା । ‘ଦ କାଶ୍ମୀର ଫାଇଲ୍ସ’ ପରେ ନିର୍ମାଣ କରିବେ ‘ଦ ଦିଲ୍ଲୀ ଫାଇଲ୍ସ’…

କନକ ବ୍ୟୁରୋ: ଗତ କିଛି ଦିନ ତଳେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହିଛି । କାଶ୍ମୀର ହୋଇଥିବା କାଶ୍ମୀର ପଣ୍ଡିତଙ୍କ ପ୍ରତି ହିଂସାକୁ ଏହି ଫିଲ୍ମରେ ଦେଖାଯାଇଥିଲା । ଆଉ ଏହି ଫିଲ୍ମକୁ ସାରା ଦେଶବାସୀ ପସନ୍ଦ କରିଥିଲେ । ତେବେ ଏହି…

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା : ୫ଜଣଙ୍କୁ ଏକା ହତ୍ୟା କରିଥିଲା ଶିବପ୍ରସାଦ ସାହୁ

କନକ ବ୍ୟୁରୋ : ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଏକ ବଡ ଖୁଲାସା ହୋଇଛି । ବଡ଼ ଭାଇର ପୁରା ପରିବାରକୁ ସାନ ଭାଇ ଶିବ ପ୍ରସାଦ ଏକା ମାରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଘଟଣା ଉପରୁ ପରଦା ହଟାଇଛନ୍ତି କଟକ ଗ୍ରାମାଂଚଳ ଅତିରିକ୍ତ ଏସପି । ଶିବ ପ୍ରସାଦ ଏକ ତାଙ୍କ ଭାଇ,…

ଲାଲଗଡ଼ରେ ମୁଖ୍ୟ ଶାସନ ସଚିବ : ସ୍ୱାଭିମାନ ଅଂଚଳବାସୀଙ୍କ ଅଭିଯୋଗ ଶୁଣିଲେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

କନକ ବ୍ୟୁରୋ : ଲାଲଗଡ଼ରେ ମୁଖ୍ୟ ଶାସନ ସଚିବ । ସ୍ୱାଭିମାନ ଅଂଚଳ ବୁଲିବା ସହ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମାଲକାନାଗିରିରେ ସରକାରଙ୍କ ତରଫରୁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ…