Daily Archives

April 15, 2022

‘ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା । କରୋନାରେ ପାଠପଢ଼ାର କ୍ଷତି ଭରଣା ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ…

କନକ ବ୍ୟୁରୋ : ବ୍ରିଜ କୋର୍ସ ଦ୍ୱାରା ପାଠପଢା ଭରଣା କରିବାକୁ ଅଣ୍ଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ୭୦ କୋଟି ଟଙ୍କା ଖର୍ଚ୍ଚରେ ତୃତୀୟରୁ-ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି କୋର୍ସର ଆୟୋଜନ କରାଯାଉଛି । କରୋନା ସମୟରେ ହୋଇଥିବା ପାଠପଢାର ଭରଣା ପାଇଁ ଏହି ଉଦ୍ୟମ…

ରାଜ୍ୟରେ ବଢୁଛି ତାପମାତ୍ରା: ବିଶେଷଜ୍ଞ କହିଲେ, ଶୁଖିଲା ମହାନଦୀ ପାଇଁ ବଢ଼ୁଛି ତାତି

କନକ ବ୍ୟୁରୋ: ସୂର୍ଯ୍ୟଙ୍କର ଉତରାୟଣ ଗତି ଯୋଗୁଁ ରାଜ୍ୟରେ ବଢିଛି ତାପମାତ୍ରା । ସାଧାରଣତଃ ମେ ମାସରେ ରାଜ୍ୟର ତାପମାତ୍ରା ବଢୁଥିବାବେଳେ ଏଥର ଅପ୍ରେଲ ମଧ୍ୟଭାଗରେ ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟର ପ୍ରାୟ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଉ ସୋନପୁର ସବୁ…

ବାରିପଦା ରାଜ୍ୟର ଉତ୍ତପ୍ତ ସହର, ୧୬ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

କନକ ବ୍ୟୁରୋ: ତାପମାତ୍ରା ବଢ଼ିବାରେ ଲାଗିଛି, ଜଳୁଛି ଓଡିଶା । ବାରିପଦା ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବାରିପଦା ରାଜ୍ୟର ଆଜି ସବୁଠାରୁ ଉତପ୍ତ ସହର ହୋଇଛି । ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୩, ସୋନପୁର…

ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକତାର ସ୍ପର୍ଶ: ମାଆଙ୍କର କରୁଣାଲାଭ ପାଇଁ ଏମିତି କରୁଛନ୍ତି ମାନସିକଧାରୀ

କନକ ବ୍ୟୁରୋ: କଥାରେ ଅଛି, ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର୍ । ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକତାର ସ୍ପର୍ଶ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଭୀମପୁର ଗାଁର ବେଶ ଧୁମ୍ ଧାମରେ ପାଳିତ ହୋଇିଛି ଖାଇଫୋଡ ଯାତ୍ର଼ା । ପିଠିରେ କଂଟା ଫୋଡ଼ି ଖାଇରେ ଝୁଲୁଛନ୍ତି ମାନସିକଧାରୀ । ମାଆଙ୍କର…

କେଉଁଠି ଅଲୋଡା, କାହା ପାଇଁ ଆର୍ଶୀବାଦ । ଯାଜପୁରରୁ ଆସିଲା ମା ଓ ମମତାର ଦୁଇଟି ଖବର । ଗୋଟିଏରେ ଅଲୋଡା ହୋଇଛି ଜନ୍ମିତ…

କନକ ବ୍ୟୁରୋ:  ଶିଶୁ...ଅନ୍ଧାରରେ ଅନ୍ଧର ଲଉଡି, ଆଲୁଅରେ ଶେଷ ଆଶାର ବାଡି । ଗୋଟେ ଶିଶୁ ନାରୀକୁ ପୂର୍ଣ୍ଣତା ଦିଏ..ପୁରୁଷର ବାପା ପଣିଆକୁ ଆହୁରି ଅଧିକ ମଝଭୁତ୍ କରେ ସେ...।  ସେ ବାପା ମା’ଙ୍କ ଜୀବର ଧନ...ଆଉ ବୁଢା ବାପା, ଜେଜେ ମାଙ୍କ କୁଳର ନନ୍ଦନ । ଶିଶୁ ଆଉ ସନ୍ତାନ ପାଇଁ ଏମିତି ଅନେକ…

ଆଇପିଏଲରେ ପଶିଲା କରୋନା: ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପଜିଟିଭ ଚିହ୍ନଟ

କନକ ବ୍ୟୁରୋ: ଆଇପିଏଲକୁ ଡରାଇଲାଣି କରୋନା । ବାୟୋବବଲର ସୁରକ୍ଷା ଭେଦ କରି ଆଇପିଏଲରେ ପଶିଲା କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ ଫରହାଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ ଫରହାଟଙ୍କ ଉପରେ…