Monthly Archives

March 2022

ମୃତ ଗାଙ୍ଗପୁର ଆଇଆଇସିଙ୍କୁ ଛୁଟି ନେବା ପାଇଁ ଚାପ ପକାଉଥିଲେ ଏସଡିପିଓ: ଭାଇରାଲ ହେଲା କଥାବାର୍ତାର ଅଡିଓ କ୍ଲିପ୍

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣାରେ ଏହିଭଳି ତିନି ଚାରୋଟି ଅଡିଓ କ୍ଲିପ୍ ଭାଇରାଲ ହେଉଛି । ଏହି କ୍ଲିପରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ ଚିନ୍ତାରେ ଥିବାଭଳି ଜଣାପଡୁଛନ୍ତି । ସେ ବାରମ୍ବାର…

ପୁରୀ ଐତିହ୍ୟ କରିଡରକୁ ନେଇ ମୁହାଁମୁହିଁ ଅପରାଜିତା-ପିନାକୀ: ଶ୍ରୀମନ୍ଦିର ଚାରିପଟେ ଖନନକୁ ବେଆଇନ କହିଲେ ଭୁବନେଶ୍ୱର…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉନ୍ନତି କରଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସଂସଦରେ ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ବିକାଶ କାମକୁ ବିରୋଧ କରୁନଥିବା ବେଳେ,…

ନିଜ ପରିବାରକୁ ନେଇ କେ ଏଲ ରାହୁଲ କହିଲେ ଏଭଳି କଥା, ଜାଣନ୍ତୁ ତାଙ୍କ ପରିବାର ପାଇଁ କିଏ ବଡ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ନିଜ ଜୀବନର କିଛି ବଡ ଖୁଲାସା କରିଛନ୍ତି । ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର କ୍ୟାପଟେନ ଭାବେ ମନୋନିତ ହୋଇଥିବା ରାହୁଲ କହିଛନ୍ତି କି ସେ କେବଳ ଜଣେ କ୍ରିକେଟ ଖେଳାଳୀ ନୁହଁନ୍ତି ସେ ଜଣେ ଭାରତୀୟ ରିଜର୍ଭ…

କର୍କଟ ଏବଂ କିଡନୀ ରୋଗୀଙ୍କୁ ଜେଡିଏସ୍ ଦ୍ୱାରା ମାଗଣା ଚିକିତ୍ସା

କନକ ବ୍ୟୁରୋ: ଜଣାଶୁଣା ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଦେବଶ୍ଲୋକ୍ ଶର୍ମା ଏବଂ ଡାକ୍ତର ଜିତେଶ ଶର୍ମାଙ୍କ ତତ୍ବଧାନରେ ନେମିନାଥ ହୋମିଓପାଥିକ ମେଡିକାଲ କଲେଜ ହସପିଟାଲ ତଥା ଅନୁସନ୍ଧାନ କେନ୍ଦ୍ରର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍, ଆଗ୍ରାର…

ସିଏଜିଙ୍କ ସାମ୍ବାଦିକ ସମ୍ମିଳନୀ: ପଢନ୍ତୁ, କଣ କହୁଛି ସର୍ଭେ ରିପୋର୍ଟ?

କନକ ବ୍ୟୁରୋ: ଅର୍ଥ ଥିଲେ ବି ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇପାରିନି । ବିଭିନ୍ନ ଅନିୟମିତତା ଆମେ ରିପୋର୍ଟରେ ଦେଖାଇଛୁ ବୋଲି କହିଲେ ସିଏଜି । କଣ୍ଟ୍ରାକ୍ଟରଙ୍କୁ ୫୫୫ କୋଟି ଟଙ୍କାର ସହାୟତା ଦିଆଯାଇଥିଲା । ଗୋଟିଏ କାମକୁ ଦୁଇଥର ଲେଖାଏଁ ହେଉଛି । ୨୧୨ କୋଟିର ୟୁଟିଲାଇଜେସନ ସାର୍ଟିଫିକେଟ…

ଭାରତରୁ ଶ୍ରୀଲଙ୍କା, ଶ୍ରୀଲଙ୍କାରୁ ଭାରତ । ସମୁଦ୍ରରେ ୫୭ କିଲୋମିଟର ପହଁରି ନୂଆ ରେକର୍ଡ କଲେ ୧୪ ବର୍ଷୀୟ ସ୍ନେହନ ।

କନକ ବ୍ୟୁରୋ : ଭାରତରୁ ଶ୍ରୀଲଙ୍କା, ପୁଣି ଶ୍ରୀଲଙ୍କାରୁ ଭାରତ । ପହଁରି ପହଁରି ଯାତ୍ରା ପୂରା କଲେ ଭାରତର ଜଣେ ୧୪ ବର୍ଷୀୟ ଯୁବକ ଏନ.ଏ ସ୍ନେହନ । ଆଉ ଏହି ଯାତ୍ରା ପୂରା କରିବାକୁ ସ୍ନେହନଙ୍କୁ ଲାଗିଥିଲା ୧୯ ଘଣ୍ଟା ୪୫ ମିନିଟ । ଏହି ସମୟ ମଧ୍ୟରେ ସମୁଦ୍ରପଥରେ ୫୭ କିଲୋମିଟର ଅତିକ୍ରମ କରି…