Daily Archives

February 21, 2022

ସୋସିଆଲ ମିଡିଆରେ ପୁଣି ସକ୍ରିୟ ହେବେ ଡୋନାଲ୍ଡ ଟ୍ରମ୍ପ: ଆସିଲା ଟ୍ରମ୍ପଙ୍କ ନିଜସ୍ୱ ସୋସିଆଲ ମିଡିଆ ଆପ୍

କନକ ବ୍ୟୁରୋ: ସୋସିଆଲ ମିଡିଆରୁ ପ୍ରାୟ ଗୋଟେ ବର୍ଷ ହେବ ଦୂରରେ ରହିବା ପରେ ଏବେ ନିଜର ଏକ ସୋସିଆଲ ମିଡିଆ ଆପ୍ ଲଂଚ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାର ନାଁ ରହିଛି ଟ୍ରୁଥ ସୋସିଆଲ । ଆପଲ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ କରି ହେବ । ଫେସବୁକ ଓ ଟୁଇଟର ପରି…

ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଜେଲ୍ ଦଣ୍ଡାଦେଶ । ୫ ବର୍ଷ ଜେଲ୍ ସହିତ ୬୦…

କନକ ବ୍ୟୁରୋ : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ବଡ ଝଟକା ଲାଗିଛି । ବିହାରର ବହୁ ଚର୍ଚ୍ଚିତ ଚାରା ଦୁର୍ନିତୀ ମାମଲାରେ ପୁଣି ଥରେ ଜେଲ ଯିବେ ଲାଲୁ । ଡୋରଣ୍ଡା ଟ୍ରେଜେରୀ ମାମଲାରେ ଲାଲୁଙ୍କୁ ୫ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାଞ୍ଚି…

ୟୁକ୍ରେନରେ ଘନଉଛି ଯୁଦ୍ଧ ଆଶଙ୍କା । ସାଟେଲାଇଟ ଫଟୋରେ ଆକ୍ରମଣର ପୂର୍ବାଭାସ, ୟୁକ୍ରେନ ସୀମାନ୍ତରେ ସେନା ଠୁଳ କରୁଛି…

କନକ ବ୍ୟୁରୋ : ୟୁକ୍ରେନକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଆଶା ଆଶଙ୍କା ଘେରରେ ରହିଛି ପରିସ୍ଥିତି । ୟୁରୋପ ଛାତିରେ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଋଷ ଓ ଆମେରିକା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ସଙ୍କଟର ସମୟରେ ପ୍ରତ୍ୟେକ ଦିନ ୟୁକ୍ରେନ ଓ ଋଷରୁ ଆସୁଛି ବିଚଳିତ କରିବା ଭଳି ଖବର ।…

ଉତରପ୍ରଦେଶ ନିର୍ବାଚନରେ ସରଗରମ ରାଜନୀତି: ଭର୍ଚୁଆଲ ରାଲିରେ ବିଜେପି ଉପରେ ବର୍ଷିଲେ ସୋନିଆ ଗାନ୍ଧୀ

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଭର୍ଚୁଆଲରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତିବ୍ର ସମାଲୋଚନା କରିଛନ୍ତି । କରୋନା ସମୟରେ ଅର୍ଥବ୍ୟବସ୍ଥା…

କରୋନା ଟିକା ‘କୋର୍ବେଭାକ୍ସ’କୁ ମିଳିଲା ଚୂଡାନ୍ତ ଅନୁମତି: ୧୨ରୁ ୧୮ ବର୍ଷ ପିଲାଙ୍କଠାରେ ବ୍ୟବହାର ହେବ ଏହି ଟିକା

କନକ ବ୍ୟୁରୋ: ସ୍ୱଦେଶୀ କରୋନା ଟିକା କୋର୍ବେଭାକ୍ସକୁ ମିଳିଲା ଜରୁରୀ କାଳିନ ଅନୁମତି । ହାଇଦ୍ରାବାଦର ଫାର୍ମା କମ୍ପ।।ନୀ ‘ବାୟୋଲୋଜିକାଲ-ଇ’ ର କରୋନା ଟିକା କୋର୍ବେଭ୍ୟାକ୍ସର ଜରୁରୀ କାଳିନ ଅନୁମତି ମିଳିଛି । ଭାରତୀୟ ଡ୍ରଗ କନ୍ଟ୍ରୋଲର ଜେନେରାଲ ଟିକାର ଜରୁରୀ କାଳିନ ବ୍ୟବାହାର ପାଇଁ…

ମୁହାଁମୁହିଁ ହେଲେ ସନା ମହାକୁଡ ଓ ମିନାକ୍ଷୀ ମହାନ୍ତ ସମର୍ଥକ । ଆକ୍ରମଣ ନେଇ ଅଭିଯୋଗ ଭିତରେ କାଲି ବଡ ନେତାଙ୍କ ଭାଗ୍ୟ…

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ପୂର୍ବରୁ କେନ୍ଦୁଝର ଚମ୍ପୁଆରେ ହିଂସା । କୁହାଯାଉଛି ଚମ୍ପୁଆ ରାଜନୀତିର ଦୁଇ ପ୍ରଭାବଶାଳୀ ଗୋଷ୍ଠୀ ଏବେ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । ପୂର୍ବତନ ବିଧାୟକ ସନା ମହାକୁଡ଼ ଓ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ…