Daily Archives

February 21, 2022

ପୁଅର ଶ୍ରାଦ୍ଧ ବାର୍ଷିକୀରେ ସବୁ ସମ୍ପତ୍ତି ଦାନ କରିଦେଲେ ମାଆ । ସ୍ୱାମୀଙ୍କ ପରେ ପୁଅକୁ ହରାଇ ଏକା ହୋଇପଡିଛନ୍ତି ସୋରର…

କନକ ବ୍ୟୁରୋ : ସ୍ୱାମୀର ମୃତ୍ୟୁ ପରେ ପୁଅକୁ ମଣିଷ କରିବାକୁ ଦୁନିଆ ସହ ଲଢୁଥିଲେ । ହେଲେ ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ନିଜର ସମସ୍ତ ସଂପତିକୁ ଦାନ କରି ଦେଇଛନ୍ତି ଜଣେ ମାଆ । ପୁଅ ଦେଖିଥିବା ସମାଜ ସେବା ସ୍ୱପ୍ନ ପୂରଣ କରିବାକୁ ଯାଇ ମାଆ ସମସ୍ତ ସଂପତି ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଦାନ…

ଆସନ୍ତାକାଲି ଚତୁର୍ଥ ପର୍ଯାୟ ପାଇଁ ପଡିବ ଭୋଟ୍ । ପଢନ୍ତୁ, କେତୋଟି ସ୍ଥାନରେ ପଡିବ ଭୋଟ୍?

କନକ ବ୍ୟୁରୋ: ଆସନ୍ତାକାଲି ଚତୁର୍ଥ ପର୍ଯାୟ ପାଇଁ ପଡିବ ଭୋଟ୍ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ପଡିବ ଭୋଟ୍ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରିବେ । ମୋଟ୍ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ରହିଛି । ଏହି ବୁଥ ଉପରେ…

ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସର କଡା ଆଭିମୁଖ୍ୟ । ୬ ମହିଳାଙ୍କ ସମେତ ୧୧ ଜଣ ଗିରଫ 

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିଞ୍ଝାରପୁର ବାଛୋଳ ସାମ୍ବାଦିକ ଆକ୍ରମଣ ଘଟଣାରେ କଡ଼ା ଅଭାମୁଖ୍ୟ ଦେଖାଇଛି ପୋଲିସ । ୬ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ଆଉ ସେମାନଙ୍କ ବିରୋଧରେ ଲାଗିଛି, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ଆଇପିସିର ୧୦ଟି ସଂଗୀନ ଦଫା ।…

IPL ମହାମୁକାବିଲା : ଏହି ତାରିଖରେ ଆରମ୍ଭ ହୋଇପାରେ ଆଇପିଏଲ ?

କନକ ବ୍ୟୁରୋ : ଆଇପିଏଲ ମହାମୁକାବିଲା ପାଇଁ ଖୁବଶୀଘ୍ର ଘୋଷଣା ହେବ ତାରିଖ । କେଉଁ ଷ୍ଟାଡିୟମରେ ଖେଳାଯିବ, କେଉଁ ଦିନ କେତୋଟି ମ୍ୟାଚ୍ ଖେଳାଯିବ, ଟାଇମ ଟେବୁଲ କଣ ରହିବ ତାହା ଏକପ୍ରକାର ସ୍ଥିର ହୋଇ ସାରିଛି । କେବଳ ମୋହର ବାଜିବା ବାକି ଅଛି । ଆଉ ଆସନ୍ତା ସପ୍ତାହରେ ଏନେଇ ଘୋଷଣା ହୋଇପାରେ…

ହାର୍ଦ୍ଦିକ ଫେରିଲେ କଣ କରିବେ ଭେଙ୍କଟେଶ? ବିଶ୍ୱକପ ପାଇଁ କିଏ ହେବ ଦଳର ପ୍ରମୁଖ ଅଲରାଉଣ୍ଡର?

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରୁ ନିରାଶ ହୋଇ ଫେରିବା ପରେ ଘରୋଇ ସିରିଜରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଦିନିକିଆ ପରେ ଟି-୨୦ରେ ବି ଭାରତ କ୍ଲିନ ସୁଇପ କରିଛି । ଆଉ ଏହି ସିରିଜରେ ଭାରତ ପାଇଁ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି ଭେଙ୍କଟେଶ ଆୟର । କାରଣ ଭାରତକୁ…

କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଷ୍ଟାଡିୟମ ନବୀକରଣ କାର୍ଯ୍ୟର କଲେ ସମୀକ୍ଷା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନଡୋର…