Daily Archives

February 20, 2022

ସୂର୍ଯ୍ୟକୁମାରଙ୍କ ଜବରଦସ୍ତ ଅର୍ଦ୍ଧଶତକ । ୱେଷ୍ଟଇଣ୍ଡିଜକୁ ୧୮୫ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : କୋଲକାତାର ଇଡେନ୍ ଗାର୍ଡେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଖେଳାଯାଉଥିବା ତୃତୀୟ ଟି-୨୦ ମୁକାବିଲାରେ ଜବରଦସ୍ତ ବ୍ୟାଚିଂ କରି ୱେଷ୍ଟଇଣ୍ଡିଜ ଆଗରେ ୧୮୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା…

ବେହାଲ କଲା ଅଦିନିଆ ବର୍ଷା । ଭୁବନେଶ୍ୱରରେ ଭାସିଲା କାର୍, ଭିଜିଲା ପଶ୍ଚିମ ଓ ଉପକୂଳ ଓଡ଼ିଶା ।

କନକ ବ୍ୟୁରୋ : ବର୍ଷାରେ ଭିଜିଲା ଓଡ଼ିଶା । ଅଦିନିଆ ବର୍ଷାରେ ବେହାଲ ହୋଇଛି ରାଜଧାନୀ ସମେତ ପଶ୍ଚିମ ଓ ଉପକୂଳ ଓଡିଶା । ବର୍ଷାର ପ୍ରଭାବରେ ରାଜଧାନୀ ଇସ୍କନ ମନ୍ଦିର ଆଗରେ କାର ଭାସିଥିବା ବେଳେ କମିଶନରେଟ ପୁଲିସ ଅଫିସ ଆଗରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାଡୁଥିଲା । ଚାନ୍ଦବାଲିରେ ସର୍ବାଧିକ…

ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ । ରଙ୍ଗେଇଲୁଣ୍ଡାରୁ ଆସିଲା ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ : ବଲାଙ୍ଗିରରେ ସରପଞ୍ଚ ନିଲାମୀ ଖବର ପରେ ଏବେ ବ୍ରହ୍ମପୁରରୁ ଆସିଛି ସମାନ ଅଭିଯୋଗ । ସମିତି ସଭ୍ୟ ପ୍ରାର୍ଥୀ ଜଣକ ଗାଁ ବାଲାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ଦେଇ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସର୍ତ ଥିଲା ତାଙ୍କ ବିରୋଧରେ କେହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ…

ପୋଲିସକୁ ପିଟିଲେ…ବିଡିଓ, ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିଲେ । ହିଂସା ଭିତରେ ଏମିତି ସରିଲା ତୃତୀୟ ପର୍ଯ୍ୟାୟ…

କନକ ବ୍ୟୁରୋ : କେବଳ ସାମ୍ବାଦିକଙ୍କୁ ଆକ୍ରମଣ ନୁହେଁ, ଆହୁରି ଅନେକ ସ୍ଥାନରେ ହିଂସାକାଣ୍ଡର ଦୃଶ୍ୟ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ରାଜନଗରରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ । ପରିସ୍ଥିତି ଏପରି ହୋଇଥିଲା, ଯେ ଲୋକଙ୍କ କବଳରୁ ରକ୍ଷା ପାଇବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା…

କ୍ୟାମେରାରେ କଏଦ ହେଲା ଦୁର୍ବୃତ୍ତଙ୍କ ଚିତ୍ର । ମାଡ଼ ମାରିଲେ, ମୋବାଇଲ ଲୁଟ୍ କଲେ । ବିଂଝାରପୁର ସାମ୍ବାଦିକ ଆକ୍ରମଣ…

କନକ ବ୍ୟୁରୋ : ସତେ ଯେମିତି ଲାଗୁଥିଲା, ଆଜି ହିଂସା ଓ ଗୁଣ୍ଡାରାଜ ଭିତରେ ସରିଛି ପଞ୍ଚାୟତର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃଣମୂଳସ୍ତରକୁ ଶାସନରେ ଭାଗିଦାର କରିବା ପାଇଁ ମହାତ୍ମାଗାନ୍ଧୀଙ୍କ ପ୍ରୟାସରୁ ଆରମ୍ଭ ହୋଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା, ଏକ ଏଭଳି ପର୍ଯ୍ୟାୟକୁ ଆସିଯିବ, ଯାହା…