Daily Archives

February 20, 2022

ପୁରୀରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶ୍ୱକୁ କରୋନା ମୁକ୍ତ କରିବାକୁ…

କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗସ୍ତର ଦ୍ୱିତୀୟ ଦିନରେ ଗୌଡିୟ ମଠ ପରିଦର୍ଶନ କରି ପ୍ରଭୁପାଦଙ୍କୁ ଆରତି କରିବା ସବ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭକ୍ତି ମାର୍ଗର ଅଗ୍ରୀଣ ପଥ ପ୍ରଦର୍ଶକ…

ବିଜେପି ବିରୋଧରେ ତୃତୀୟ ସାମୁଖ୍ୟ ଗଠନ ନେଇ ପ୍ରସ୍ତୁତି ଆରମ୍ଭ ,ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ତେଲେଙ୍ଗାନା…

କନକ ବ୍ୟୁରୋ : ଦେଶ ରାଜନୀତିରେ ପୁଣିଥରେ ତୃତୀୟ ସାମୁଖ୍ୟ ଗଠନ ନେଇ ଜୋର ଧରିଛି ପ୍ରସ୍ତୁତି । ଅଣ ବିଜେପି ଓ ଅଣ କଂଗ୍ରେସ ଦଳମାନେ ତୃତୀୟ ସାମୁଖ୍ୟ ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର…

ତୃତୀୟ ଟି-୨୦; ଟସ୍ ଜିତିଲା ୱେଷ୍ଟଇଣ୍ଡିଜ୍ , ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଇର୍ଡେନ୍ ଗାର୍ଡେନରେ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି…

ନୂଆ ଲୋଗୋ ଜାରି କଲା ଆଇପିଏଲ୍ ଟିମ୍ ଗୁଜୁରାଟ ଟାଇଟନ୍ସ । ଦେଖନ୍ତୁ, ଫଟୋ…

କନକ ବ୍ୟୁରୋ: ଏଥର ୧୦ ଟିମ୍ ସହ ଖେଳାଯିବ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିପାଇଁ ଖେଳାଳିମାନଙ୍କର ମେଗା ନିଲାମୀ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଆଉ ଏବେ ଅହମ୍ମଦାବାଦ ବେସଡ୍ ଫ୍ରାଞ୍ଚାଇଜ୍ ଗୁଜୁରାଟ ଟାଇଟନ୍ସ ନିଜର ନୂଆ ଲୋଗୋ ଜାରି କରିଛି । ରବିବାର ସନ୍ଧ୍ୟାରେ…

ଏହି ଚିଡିଆଖାନାରେ ରହିଛି ଏମିତି ଏକ ଜୀବ, ଅଧା ମଣିଷ ତ ଅଧା ଶୃଗାଳ

କନକ ବ୍ୟୁରୋ : ସାରା ବିଶ୍ୱରେ ଆମେ ଅନେକ ସମୟରେ କିଛି ଅଜବ ଜୀବଜନ୍ତୁଙ୍କୁ ଦେଖିବାକୁ ପାଇଥାଉ । ହେଲେ ଏବେ ଆମେ ଯେଉଁ ଜୀବ କଥା କହବାକୁ ଯାଉଛୁ ବୋଧହୁଏ ତାହା ଆପଣ ପ୍ରଥମଥର ଓ କେବଳ ଗୋଟିଏ ସ୍ଥାନରେ ଦେଖିବାକୁ ପାଇବେ ।ଏଭଳି କିଛି ଜୀବ ବାସ୍ତବରେ ଦୁନିଆରେ ଅଛନ୍ତି କି ନାହାଁନ୍ତି ତାହା…

ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ…ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କଲେ । ପୂଜାରା ଓ ରାହାଣେଙ୍କ ଇଂନିସକୁ ନେଇ…

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଏଥର ବହୁ ବରିଷ୍ଠ ଖେଳାଳିଙ୍କୁ କିନ୍ତୁ ଦଳରୁ ବାଦ୍ ଦିଆଯାଇଛି । ଯାହା ଭିତରେ ଚିତେଶ୍ୱର ପୂଜାରା ଆଉ ଆଜିଙ୍କ୍ୟ ରାହାଣେଙ୍କ ନାଁ ମଧ୍ୟ ରହିଛି । ହେଲେ ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ପରେ ରଣଜୀ…