Daily Archives

February 19, 2022

ପୁଣି ଅଶାନ୍ତ ହେଲା ଢିଙ୍କିଆ, ପ୍ରକଳ୍ପ ବିରୋଧୀ ନେତାଙ୍କୁ ନିସ୍ତୁକ ମାଡ: ବଡ ବଡ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା…

କନକ ବ୍ୟୁରୋ: କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇଛି ଢିଙ୍କିଆ । ହାଇକୋର୍ଟଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ହୋଇଥିଲା ଗଣ୍ଡଗୋଳ ଓ ମାରପିଟ୍ । ପ୍ରକଳ୍ପ ବିରୋଧୀ ନେତା ପ୍ରଦୀପ୍ତ ଶତପଥୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ପ୍ରକଳ୍ପ ସପକ୍ଷରେ ଥିବା ଗୋଷ୍ଠୀ । ଘଟଣା ସ୍ଥଳରେ ପୁଲିସ…

ଗାଁ ଗାଁରେ ନିର୍ବାଚନକୁ ନେଇ ବଢୁଛି ତିକ୍ତତା: ସାରା ରାଜ୍ୟରୁ ଆସୁଛି ମାରପିଟର ଚିତ୍ର

କନକ ବ୍ୟୁରୋ: ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରୁଛନ୍ତି ଉଭୟ ଗୋଷ୍ଠୀ । ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗାବାଡି । ପଂଚାୟତ ନିର୍ବାଚନକୁ ନେଇ ବାଲେଶ୍ୱର ଜିଲ୍ଲା ସିଂଲା ପାଉଁଶକୁଲି ବଜାରରେ ମାରପିଟ ହୋଇଛନ୍ତି ଦୁଇ ସରପଂଚ ପ୍ରାର୍ଥୀଙ୍କ ସମର୍ଥକ । କେହି କାହାକୁ ଛାଡିବା ମୁଡରେ ନାହାନ୍ତି । ଦୁଇ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁବ୍ରତ ବାଗଚୀ: ରାଜ୍ୟରେ ନିର୍ମାଣ ହେବାକୁ ଥିବା କ୍ୟାନ୍ସର ହସ୍ପିଟାଲ ସମ୍ପର୍କରେ କଲେ…

କନକ ବ୍ୟୁରୋ: ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା କ୍ୟାନସର ହସ୍ପିଟାଲର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷ ସୁବ୍ରତ ବାଗଚୀ । ରାଜଧାନୀରେ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ଓ…

ରୋହିତ ହେଲେ କି ଟେଷ୍ଟର ପୂର୍ଣ୍ଣକାଳୀନ କ୍ୟାପଟେନ? ଏମିତି ଉତ୍ତର ଦେଲେ ମୁଖ୍ୟ ଚୟନକର୍ତ୍ତା…

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଓ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଏଥିରେ ଖାସ କଥା ହେଉଛି ଯେ ଏବେ ଟେଷ୍ଟ ଟିମର କମାଣ ରୋହିତ ଶର୍ମାଙ୍କୁ ଦିଆଯାଇଛି । ଅର୍ଥାତ ଏବେ ରୋହିତ ଶର୍ମା ଟି-୨୦, ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ରହିବେ । ଏଠାରେ ଏବେ ପ୍ରଶ୍ନ…

କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ଯୋଗାଇଦେଲେ ୱାଇ କାଟାଗୋରୀ ସୁରକ୍ଷା, ଜାଣନ୍ତୁ କାରଣ

କନକ ବ୍ୟୁରୋ : ପୂର୍ବତନ ଆମ୍ ଆଦମୀ ପାର୍ଟିର ନେତା ତଥା ଦେଶର ଜଣାଶୁଣା କବି କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଗୋଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ…

୨୩ ତାରିଖରେ ୪୫ଟି ବୁଥରେ ହେବ ସାନି ମତଦାନ । ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ୪୫ଟି ବୁଥରେ ହେବ ସାନି ମତଦାନ । ସକାଳ ୯ଟାରୁ ଏହି ୪୫ଟି ବୁଥରେ ମତଦାନ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଯେଉଁ ବୁଥରେ ମତଦାନ ହୋଇପାରିନଥିଲା, ସେହି ବୁଥରେ ପୁଣିଥରେ ମତଦାନ…