Daily Archives

February 19, 2022

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: କଡା ସୁରକ୍ଷା ବଳୟରେ ହେଲା ଦର୍ଶନ ବ୍ୟବସ୍ଥା

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କଡା ସୁରକ୍ଷାବଳୟରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦରେଶନ କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ମନ୍ଦିର ବାହାରକୁ ଆସିଛନ୍ତି ରାଷ୍ଟ୍ରପତି । ଆଜି ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି…

ବାଲେଶ୍ୱରରେ ରାଜନୈତିକ ହିଂସା: ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସିଂଲା ପାଉଁଶକୁଲି ବଜାରରେ ରାଜନୈତିକ ହିଂସାକାଣ୍ଡ । ଦୁଇ ସରପଂଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । କିଛି ସମୟ ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀର ସମର୍ଥକମାନେ ଲାଠି ଧରି ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରୁଥିବାର…

ସିଂହଦ୍ୱାର ସାମ୍ନାରେ ଅଟକିଲେ…ଅରୁଣ ସ୍ତମ୍ଭକୁ ପ୍ରଣାମ କଲେ ରାଷ୍ଟ୍ରପତି ।

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ରାଷ୍ଟ୍ରପତି । ବଡ଼ଠାକୁରଙ୍କର ଦର୍ଶନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କଡା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର ଆଗରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି । ତେବେ ସିଂହଦ୍ୱାର ସାମ୍ନାରେ ଅଟକି ଅରୁଣ ସ୍ତମ୍ଭକୁ ପ୍ରଣାମ…

ଋଷ-ୟୁକ୍ରେନ ବିବାଦ ମଧ୍ୟରେ ୟୁରୋପୀୟ ସଂଘମୁଖ୍ୟଙ୍କ ଚେତାବନୀ, ଋଷକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଋଷ-ୟୁକ୍ରେନ ବିବାଦ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ଗୋଟିଏ ପଟେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଋଷ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ୟୁକ୍ରେନ ସମର୍ଥନରେ ଆମେରିକା ଠିଆ ହୋଇଛି । ଏହାରି ମଧ୍ୟରେ ୟୁରୋପୀୟ ସଂଘ ଏହି ବିବାଦରେ ହସ୍ତକ୍ଷେପ କରିଛି । ୟୁରୋପୀୟ…

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଆଉ କିଛି ସମୟ ଭିତରେ ଶ୍ରୀମନ୍ଦିରରେ କରିବେ ମହାପ୍ରଭୁଙ୍କ ଦର୍ଶନ 

କନକ ବ୍ୟୁରୋ: ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅପରାହ୍ଣ ୨ଟା ୩୦ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ବାହାରି ଯାଇଥିଲେ । ୩ଟା ୦୫ରେ ପୁରୀ ହେଲିପ୍ୟାଡ୍ରେ ପହଁଚିବା ପରେ ହେଲିପ୍ୟାଡରୁ ବାହାରି ରାଜଭବନକୁ ଯାଇଥିଲେ । ସଂଧ୍ୟା…

ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛି କି ପ୍ଲାନ? ଟେଷ୍ଟ ଦଳରୁ ଏହି ୪ ସିନିୟର ଖେଳାଳିଙ୍କୁ ବାଦ୍

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଓ ଟେଷ୍ଟ ପାଇଁ ଦଳ ଘୋଷଣା ହୋଇଛି । ହେଲେ ଏହି ଟେଷ୍ଟ ଟିମରେ ୪ ଜଣ ସିନିୟର ଖେଳାଳିଙ୍କୁ ସ୍ଥାନ ନମିଳିବା ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ଦଳରେ ସ୍ଥାନ…