Daily Archives

February 19, 2022

ୟୁରୋପରେ ସାମୁଦ୍ରିକ ଝଡ଼ ୟୁନିସର ତାଣ୍ଡବ । ୧୫ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ୟୁରୋପରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ ୟୁନିସ । ବିଟ୍ରେନ ସମେତ ୟୁରୋପରେ ଅନେକ ଦେଶରେ ଝଡ ପ୍ରଭାବରେ ମୁସଳଧାରାରେ ବର୍ଷା ସହ ଘଣ୍ଟା ପ୍ରତି ୧୨୨ କିଲୋମିଟର ବେଗରେ ପବନ ବୋହୁଛି । ମଧ୍ୟ ଆଣ୍ଟଲାଟିକରେ ଆରମ୍ଭ ହୋଇଥିବା ଏହି ଝଡ ଆଗକୁ ବଡ କ୍ଷତି କରିବା ନେଇ ବ୍ରିଟେନ ପାଣିପାଗ…

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ କିଏ କରୁଛି ଗୁଜବ? ବିଜେଡି ମୁଖପାତ୍ର କହିଲେ ଜଣେ ପୂର୍ବତନ ସାଂସଦ, ଜଣେ…

କନକ ବ୍ୟୁରୋ: ଗୁଜବକୁ ହସରେ ଉଡାଇ ସୁସ୍ଥ ଥିବା ନେଇ ସାରା ଓଡିଶାକୁ ମୁଖ୍ୟମନ୍ତ୍ରୀ ବାର୍ତା ଦେବା ପରେ ଅତୀତର ବିତର୍କିତ ପୃଷ୍ଠା ପୁଣି ଚର୍ଚ୍ଚାକୁ ଆସିଛି । ଯେତେବେଳେ ୨୦୧୯ର ଠିକ୍ ନିର୍ବାଚନ ଆଗରୁ ନବୀନ ଏକ ସାକ୍ଷାତକାରରେ ସ୍ୱାସ୍ଥ୍ୟକୁ ନେଇ ଉଠିଥିବା ଗୁଜବ ପାଇଁ ବୈଜୟନ୍ତ ପଣ୍ଡାଙ୍କ…

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ପାଇଁ ପଡିବ ଭୋଟ୍: ୨୯ ଜିଲ୍ଲାର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ

କନକ ବ୍ୟୁରୋ: ରବିବାରଦିନ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ପଡିବ । ଏଥିପାଇଁ ୬୭୯ ପ୍ରାର୍ଥୀ ଅଛନ୍ତି । ୧୮ ହଜାର ୪୯୫ ୱାର୍ଡ ରହିଛି, ଯେଉଁଠାରେ ନିର୍ବାଚନ ହେବ । ଏଥିମଧ୍ୟରୁ ୨୭୭୩ ସମ୍ବେଦନଶୀଳ ବୁଥ ରହିଛି । ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ସେମାନଙ୍କ ମତାଧିକାର…

ଅଭିଯୋଗ ଘେରରେ କେଜ୍ରିୱାଲ । କୁମାର ବିଶ୍ୱାସଙ୍କ ଅଭିଯୋଗକୁ ଗମ୍ଭୀରତା ସହ ଗ୍ରହଣ କଲା ଗୃହମନ୍ତ୍ରାଳୟ ।

କନକ ବ୍ୟୁରୋ : ପଞ୍ଜାବରେ ଭୋଟ ପଡିବା ପୂର୍ବରୁ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆମ ଆଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ତାଙ୍କର ପୁରୁଣା ସାଥୀ ତଥା ଆପର ପୂର୍ବତନ ନେତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଘଟଣା ଏବେ ପହଞ୍ଚିଛି ଗୃହମନ୍ତ୍ରାଳୟ ନିକଟରେ । ଆପ ନେତା…

ଋଷର ସେନା ପ୍ରତ୍ୟାହାର ଦାବିକୁ ମାନିବାକୁ ନାରାଜ ଆମେରିକା । ରାଷ୍ଟ୍ରପତି ବାଇଡେନ୍ କହିଲେ, ନୂଆ ଯୁକ୍ତି ଦର୍ଶାଇ…

କନକ ବ୍ୟୁରୋ : ୟୁକ୍ରେନକୁ ନେଇ ଏବେ ବି ସାରା ବିଶ୍ୱ ଆଶାଆଶଙ୍କା ଘେରରେ । ଋଷିଆ କହୁଛି ବାର୍ଷିକ ଯୁଦ୍ଧାଭ୍ୟାସ ପରେ ୟୁକ୍ରେନ ସୀମାନ୍ତରୁ ସେ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରୁଛି । ଋଷିଆର ଏହି କଥାକୁ ନମାନି ବାରମ୍ବାର ଆମେରିକା ଗୋଟେ ଦାବି କରି ଆସୁଛି । ଆଉ ଏହି ଦାବି ହେଉଛି ୟୁକ୍ରେନ…