Daily Archives

February 1, 2022

୨୦୨୨-୨୩ ପାଇଁ ସାଧାରଣ ବଜେଟ୍: ସେୟାର ମାର୍କେଟ ଉପରେ ପଡିନାହିଁ ବିଶେଷ ପ୍ରଭାବ

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ହେଲେ ସେୟାର ବଜାର ଉପରେ ବଜେଟ୍ କୌଣସି ଖାସ୍ ପ୍ରଭାବ ପଡିନାହିଁ । ସେୟାର ବଜାରରେ ଗତି ସାମାନ୍ୟ ଥିବା ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ଶେଷ…

୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ । ଜାଣନ୍ତୁ କ’ଣ ହେଲା ଶସ୍ତା, କ’ଣ ହେଲା ମହଙ୍ଗା ।

କନକ ବ୍ୟୁରୋ : ଆସନ୍ତା ଆର୍ଥିକ ବର୍ଷରୁ ଶସ୍ତା ହେବା ମୋବାଇଲ, କୃଷି ଉପକରଣ, ହୀରା ଗହଣା, କପଡ଼ା ଓ ଚମଡ଼ା ସାମଗ୍ରୀ । ମୋବାଇଲ୍ ଚାର୍ଜର, ଇମିଟେସନ୍ ଗହଣା ଓ ରତ୍ନ ପଥର ବି ଶସ୍ତା ହେବ । କିନ୍ତୁ ମହଙ୍ଗା ହେବ ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ଓ ବିଦେଶି ଛତା । ଏପ୍ରିଲ ୧ରୁ ଆରମ୍ଭ ହେବ…

ପୁଣି ସାମ୍ନାକୁ ଆସିଲା ଚୀନର ଦୋମୁହାଁ ନୀତି: ଗନ୍ ପଏଣ୍ଟରେ ଟାରୋନକୁ ଅପହରଣ କରିଥିଲା ପିଏଲଏ

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଚୀନର ଦୋମୁହାଁ ନୀତି । ପ୍ରଥମେ ବନ୍ଧୁତା ଦେଖାଇବା ଆଚରଣ କରିବା ପରେ ଏବେ ସାମ୍ନାକୁ ଆସିଛି ଚୀନର ଅସଲ ଚେହେରା । ଅରୁଣାଚଲ ପ୍ରଦେଶ ସୀମାରୁ ନିଖୋଜ ହୋଇଥିବା ମିରାମ ଟାରୋନଙ୍କୁ ସରକାତ୍ମକ ଭାବେ ଫେରାଇବା ପରେ ଚୀନର ପିପୁଲ ଲିବରେସନ୍ ଆର୍ମିର…

ଭାରତ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି: ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ହେବ ପ୍ରଚଳନ

କନକ ବ୍ୟୁରୋ: କ୍ରିପ୍ଟୋ କରେନ୍ସି ବା ଡିଜିଟାଲ କରେନ୍ସିକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା, ତାକୁ ଏକପ୍ରକାର ଦୂର କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କାରଣ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ୍ ଘୋଷଣା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି- - ଅସନ୍ତା ଆର୍ଥିକ ବର୍ଷରେ ଡିଜିଟାଲ…

କରୋନାରୁ ସୁସ୍ଥ ହେବା ପରେ ବି ଲମ୍ବା ସମୟ ଧରି ରହୁଛି ପ୍ରଭାବ । ଚୁଟି ଝଡିବା, ଦୁର୍ବଳ ଲାଗିବା ଓ ସ୍ମରଣଶକ୍ତି ହ୍ରାସ…

କନକ ବ୍ୟୁରୋ : କୋଭିଡ୍ ସଂକ୍ରମଣ ଯୋଗୁଁ ଅଧିକାଂଶ ଗୁରୁତ୍ୱର ହେଉନଥିଲେ ବି ପରବର୍ତି ସମୟରେ ଆକ୍ରାନ୍ତଙ୍କ ନିକଟରେ ଯେଉଁ ସବୁ ଲକ୍ଷଣ ଦେଖାଯାଉଛି ତାହା ଚିନ୍ତାର କାରଣ ହୋଇଛି । କୋଭିଡରୁ ସୁସ୍ଥ ହେବା ପରେ କାହାକୁ ଲମ୍ବା ସମୟ ଧରି ଦୁର୍ବଳ ଲାଗୁଛି ତ ଆଉ କାହାର ଚୁଡି ଝଡିବା, ସ୍ମରଣ ଶକ୍ତି…