Daily Archives

February 1, 2022

ପରିବାରକୁ ଭାଗ ଭାଗ କଲା ପଞ୍ଚାୟତ ନିର୍ବାଚନ । ସରପଞ୍ଚ ପାଇଁ ତିନି ଯାଆଙ୍କ ଲଢେଇ । ପ୍ରାର୍ଥୀଙ୍କ ପାଇଁ ପ୍ରଚାର…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ପ୍ରଚାର ଜମୁଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ରୋଚକ ଦୃଶ୍ୟ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା ତରିକା ଆପଣାଉଛନ୍ତି ପ୍ରାର୍ଥୀ । ନିର୍ବାଚନରେ ମିଳିଥିବା ଚିହ୍ନର ସାମଗ୍ରୀକୁ ଧରି ପ୍ରଚାର କରୁଛନ୍ତି । ଅନ୍ୟପଟେ ସମର୍ଥିତ…

ଚାଷୀଙ୍କ ଆୟ ହେବ କି ଦୁଇ ଗୁଣା ? କେବେ ସୁଧୁରିବ ଚାଷୀଙ୍କ ସମସ୍ୟା ?

କନକ ବ୍ୟୁରୋ : ଚାଷୀ ଆୟକୁ ଦୁଇଗୁଣ କରିବା ପାଇଁ କେବେ ଠାରୁ କହି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଆଶ୍ଚର୍ଯ୍ୟର ବିଷୟ, ଚାଷୀ ଆୟରେ ସେଭଳି କୌଣସି ଆଖି ଦୃଶିଆ ଅଭିବୃଦ୍ଧି ହୋଇନାହିଁ । ଏହି ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଆସୁଥିଲେ ବିରୋଧୀ, ଏବେ ପ୍ରଶ୍ନ…

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟ: କହିଲେ, ବନ୍ଦେ ଭାରତ ଟ୍ରେନ ବଡ ଉପଲବ୍ଧି ହେବ

କନକ ବ୍ୟୁରୋ: ରେଲୱେ ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ସେ କହିଛନ୍ତି, ରେଲୱେ ଏକ ସାଗର, ଏଠାରେ ସମସ୍ତଙ୍କର ସ୍ଥାନ ରହିଛି । ବାର୍ଷିକ ୮୫୦ କୋଟି ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । ଦେଶର ଅର୍ଥନୀତିରେ ବଡ…

ଖୁବଶୀଘ୍ର ୫ଜି ସ୍ପେକ୍ଟ୍ରମ ନିଲାମୀ ନେଇ ନିର୍ମଳା ସୀତାରମଣଙ୍କ ସୂଚନା, ଲଚିଂ ପାଇଁ ୨୦୨୩ ପର୍ଯ୍ୟନ୍ତ କରିବାକୁ…

କନକ ବ୍ୟୁରୋ : ମଙ୍ଗଳବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ୨୦୨୨-୨୩ ଆଥିର୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି କି ଘରୋଇ ଦୂର ସଂଚାର ସେବା ଯୋଗାଉଥିବା କମ୍ପାନୀମାନଙ୍କ ପାଇଁ ୨୦୨୨-୨୩ ମଧ୍ୟରେ ୫ଜି ମୋବାଇଲ ସେବା ଆରମ୍ଭ କରିବାକୁ ଆବଶ୍ୟକ ସ୍ପେକ୍ଟ୍ରମ ନିଲାମ ହେବ…

ନିର୍ମଳାଙ୍କ ବଜେଟରୁ ମଧ୍ୟବିତ ନିରାଶ, କର୍ପୋରେଟ୍ ଖୁସ୍ । ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ୍ ।

କନକ ବ୍ୟୁରୋ : କରୋନା କାଳରେ ବିଗିଡି ଯାଇଥିବା ଅର୍ଥନୀତି ଟ୍ରାକକୁ ଫେରିବାର ସମସ୍ତ ସଂକେତ ଦେଉଥିବାବେଳେ, ଆଜି ସରକାର ଭିତିଭୂମି, ଫାଇଭ୍ ଜି, ଡିଜିଟାଲ କରେନ୍ସି ଭଳି କ୍ଷେତ୍ରରେ ଜୋର ଦେଇ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୩୯ଲକ୍ଷ ୪୫ ହଜାର କୋଟି ଟଙ୍କାର…

ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ କ’ଣ କହିଲେ ନବୀନ ।

କନକ ବ୍ୟୁରୋ : ସାଧାରଣ ବଜେଟ ଅଳ୍ପ ଖୁସି ଦେଇଛି, ଅଧିକ ନିରାଶ କରିଛି । ବଜେଟକୁ ନେଇ ଏପରି କିଛି ଇସାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଟେକ୍ନୋଲୋଜି ଓ ଭିତ୍ତିଭୂମି ବିକାଶ ନେଇ ବଜେଟରେ ଗୁରୁତ୍ୱ ଦିଆଯାଇଥିବାରୁ ଏହାର ସକରାତ୍ମକ ପ୍ରଭାବ ପଡିବ । ତେବେ…