Daily Archives

January 27, 2022

ପକ୍କାଘର ମିଳିନି କିନ୍ତୁ ମରାମତି ପାଇଁ ସହାୟତା ଟଙ୍କା ମିଳିଛି: ସାମ୍ନାକୁ ଆସିଲା ଆବାସ ଟଙ୍କା ହଡପ ଘଟଣା

କନକ ବ୍ୟୁରୋ: ପକ୍କା ଘର ମିଳିନି କିନ୍ତୁ ଘର ମରାମତି କରିବା ପାଇଁ ଟଙ୍କା ଆସିଛି । ପକ୍କା ଘର କରିନଥିବା ଲୋକଙ୍କୁ ଆସିଛି ଘର ମରାମତି ଟଙ୍କା । ଏଥିରୁ ଅନୁମାନ କରାଯାଉଛି, ଲୋକଙ୍କୁ ପକ୍କା ଘର ମିଳି ନଥିବା ବେଳେ ସରକାରୀ କାଗଜ ପତ୍ରରେ ଘର ଯୋଗାଇ ଦିଆଯାଇଥିବା ଦର୍ଶା ଯାଇଛି । ଘର ମରାମତି…

ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ପ୍ରୟାସ: ଥାନା ପରିସରରେ ହୋଇଛି ସୁନ୍ଦର ପାର୍କ, ଲାଗିଛି ଭଳିକ ଭଳି ଫୁଲ ଗଛ

କନକ ବ୍ୟୁରୋ: ଧିରେ ଧିରେ ବଦଳୁଛି ଥାନାର ଚେହେରା । ଲୋକଙ୍କୁ ଅକୃଷ୍ଟ କରିବା ସହ ସେମାନଙ୍କ ମନରୁ ଭୟ ଦୂର କରିବା ପାଇଁ ଥାନାଗୁଡିକର ଏପରି ପ୍ରୟାସ ନିଶ୍ଚିତ ଭାବେ ଏକ ଭଲ ସୂଚନା ଦେଉଛି । ଯାଜପୁର ଜିଲ୍ଳା ଧର୍ମଶାଳା ଥାନାରେ ଦେଖିବାକୁ ମିଳିଛି ଏଭଳି ସୁନ୍ଦର ଦୃଶ୍ୟ । ସୁଦୃଶ୍ୟ ପାର୍କ…

‘ପାଣି ନାହିଁ ତ ଭୋଟ ନାହିଁ’ । ନିର୍ବାଚନ ଆଗରୁ ଭୋଟ୍ ବର୍ଜନ ଚେତାବନୀ ଦେଲେ ଗାଁଲୋକେ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ ଚେତାବନୀ ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଗ୍ରାମାଞ୍ଚ ଳରେ ଥିବା ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିଛି । ଏବଂ ପ୍ରଶାସନର ପାରିବା ପଣିଆକୁ ପ୍ରଶ୍ନ କରିଛି । ପିଇବା ପାଣି ସମସ୍ୟାରେ ଘାଣ୍ଟି ହେଉଥିବା ମୟୂରଭଞ୍ଜ…

ଭିନ୍ନ ମୋଡରେ ମାଲକାନଗିରି ରାଜନୀତି: ରିନା କଓାସୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଘଟଣାରେ ଗୃହରକ୍ଷୀଙ୍କ ବିରୋଧରେ…

କନକ ବ୍ୟୁରୋ: ବେଳକୁ ବେଳେ ରୋଚର ହେଉଛି ମାଲକାନଗିରି କାଲିମେଳା ପଂଚାୟତ ନିର୍ବାଚନ । ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ରିନା କଓାସୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଘଟଣା ନୂଆ ନୂଆ ମୋଡ ନେଉଛି । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ଘଟଣାରେ ଗୃହରକ୍ଷୀଙ୍କ ଭୁମିକା ସାମ୍ନାକୁ…

ବଲାଙ୍ଗୀରରେ ସରପଞ୍ଚ ପ୍ରାର୍ଥୀ ନିଲାମ ଘଟଣା: ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେଲେ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ…

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ସରପଂଚ ପଦବୀ ନିଲାମ ଘଟଣାରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର ହୋଇଛନ୍ତି ୧୨ ଜଣ ବ୍ୟକ୍ତି । ସରପଂଚ ପ୍ରାର୍ଥୀ ସୁଶାନ୍ତ ଛତ୍ର୍ରିଆଙ୍କ ସହ ୧୨ ଜଣ ଆଜି ପୁଇଁନ୍ତଲା ତହସିଲ କୋର୍ଟରେ ହାଜର ହୋଇଛନ୍ତିି । ଗାଁରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା…

ବଜାରରେ ଉପଲବ୍ଧ ହେବ କୋଭିସିଲ୍ଡ ଓ କୋଭାକ୍ସିନ, କିଛି ସର୍ତ୍ତ ସହ ଅନୁମତି ଦେଲା ଡିସିଜିଆଇ

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣ ପିକରେ ରହିଛି । ହେଲେ ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ…