Daily Archives

January 26, 2022

ଦେଶ ପାଳିଲା ୭୩ ତମ ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପାଳିତ ହୋଇଯାଇଛି ୭୩ତମ ଗଣତନ୍ତ୍ର ଦିବସ । ପରମ୍ପରା ଅନୁସାରେ ରାଷ୍ଟ୍ରୀୟ ସଂଗୀତ ପରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି । ଏହାପରେ ୨୧ ତୋପ ସଲାମୀ ଦିଆଯାଇଛି । ଏହି ଅବସରରେ ଜମ୍ମୁକଶ୍ମୀର ପୋଲିସ ଏସଆଇ ବାବୁ ରାମଙ୍କୁ ମରଣୋତ୍ତର ଅଶୋକ ଚକ୍ର…

ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ । ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ।

କନକ ବ୍ୟୁରୋ : ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ । ୧୪ ନମ୍ବର ଜୋନ ବେଲଦଳ ନିକଟରେ ଏହି ନିଆଁ ଲାଗିଛି । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଛି । ଗାଁ ଲୋକେ ବି ଏଥିରେ ସହଯୋଗ କରିଛନ୍ତି । ପୁରୀ-କୋଣାର୍କ ରାସ୍ତାରେ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ ।…

ସରପଞ୍ଚ ପଦ ପାଇଁ ସଉତୁଣୀ ବନାମ ସଉତୁଣୀ । ପ୍ରଥମ ସ୍ତ୍ରୀ ମୈଦାନକୁ ଓହ୍ଲାଇବା ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ପ୍ରାର୍ଥୀ…

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଅନେକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଧୁମାତ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଦୁଇ ସଉତୁଣୀ । ସେପଟେ ୪୦ଦିନର ଛୁଆକୁ ଧରି ମା କରୁଛି ପ୍ରଚାର ତ ଆଉ କେଉଁଠି ଦୀର୍ଘ ୧୫ ବର୍ଷ ପରେ ଭୋଟ୍ ଦେବେ…

ବିହାର ରେଲୱେ ରିକ୍ୟୁଟମେଣ୍ଟରେ ଅନିୟମିତତାକୁ ନେଇ ଗଣ୍ଡଗୋଳ । ତିନି ଦିନ ଆନ୍ଦୋଳନ ପରେ ଟ୍ରେନ୍ ବଗିରେ ନିଆଁ ଲଗାଇଲେ…

କନକ ବ୍ୟୁରୋ: ଟ୍ରେନରେ ନିଆଁ ଲଗାଇଲେ ଆନ୍ଦୋଳନରତ ଆଶାୟୀ ପ୍ରାର୍ଥୀ । ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ କରି ବିହାରର ପରିକ୍ଷାର୍ଥୀ ମାନେ ଗତ ଦୁଇ ଦିନ ଧରି ଧାରଣାରେ ବସିଥିଲେ । ଶେଷରେ ଆନ୍ଦୋଳନ ହିଂସାର ରୂପ ନେଇଛି । ପରୀକ୍ଷାର୍ଥୀ ମାନେ ଗୟାରେ…

ନିର୍ବାଚନ ପୂର୍ବରୁ ବିକ୍ରି ହୋଇଗଲା ଭୋଟ୍ । ନୟାଗଡ ଦଶପଲାରେ ଗାଁ କମିଟି ନେଲା ନିଷ୍ପତି, କାହାକୁ ଦିଆଯିବ ଭୋଟ୍ ।

କନକ ବ୍ୟୁରୋ : ବଲାଙ୍ଗିର ପରେ ନୟାଗଡ । ବଲାଙ୍ଗିରରେ ସରପଞ୍ଚ ପଦବୀ ନିଲାମ ନେଇ ଚର୍ଚ୍ଚା ଥମିନଥିବା ବେଳେ ୱାର୍ଡ ସଭ୍ୟ ନିଲାମ ନେଇ ଖବର ଆସିଛି ନୟାଗଡ ଜିଲ୍ଲାରୁ । ଦଶପଲ୍ଲା ବ୍ଳକ ଡିହଗାଁ ପଞ୍ଚାୟତର ୨ଟି ୱାର୍ଡ ସଭ୍ୟ ନିଲାମ ହୋଇଥିବା ନେଇ ସୂଚନା ମିଳିଛି । କିନ୍ତୁ ଏକଥାକୁ କିଛି…