Daily Archives

January 16, 2022

ସୁନାଚୋରକୁ ଧରାଇଦେଲା ସିସିଟିଭି । ଦିନରୁ ବ୍ୟାଙ୍କ ଭିତରେ ଲୁଚି ରହି ରାତିରେ ବୁଲାଇଥିଲା କଳାକନା ।

କନକ ବ୍ୟୁରୋ : ଦିନରେ ଲୁଚି ରହିଲା, ରାତିରେ ଚୋରି କଲା । ଶେଷରେ ସିସିଟିଭି ଫୁଟେଜରୁ ପୂରା କାରନାମାର ପର୍ଦ୍ଦାଫାଶ ହେଲା । ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କରୁ ସୁନା ଚୋରି ମାମଲାର କିଛି ଏଭଳି ନାଟକୀୟ ଦିଗ ସାମ୍ନାକୁ ଆସୁଛି । ଦେଢ ମାସ ତଳୁ ଚୋରି ହୋଇଥିବା ସୁନା ବାବଦରେ ମାତ୍ର ୨ ଦିନ ତଳେ…

ପଞ୍ଚାୟତ ରାଜନୀତିରେ କାହା କବଜାକୁ ଯିବ ନୟାଗଡ଼ ? ଅରୁଣ ସାହୁଙ୍କ ଦରବାରରେ ଚାଲିଛି ଟିକେଟ ଲବି ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ନୟାଗଡ ରାଜନୀତି । କିଏ କାହାକୁ ଦେବ ମାତ୍, କାହାର ରଣନୀତି କଣ, ସେନେଇ ସବୁ କ୍ୟାମ୍ପ ଉପରେ ନଜର ରହିଛି । କାଲିଠାରୁ ନାମାଙ୍କନ ଆରମ୍ଭ ହେଉଥିଲେ ବି ସବୁ ଦଳ ପାଇଁ ପ୍ରାର୍ଥୀ ଚୟନ ଏକ ବଡ ଚିନ୍ତା ପାଲଟିଲାଣି । କେଉଁଠି ମନ୍ତ୍ରୀଙ୍କ…

ଗୋଟିଏ ପର୍ଯ୍ୟାୟ ମତଦାନ ତାରିଖ ବଦଳାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି , ଚନ୍ନିଙ୍କ ପରେ ବିଜେପି ବି ଉଠାଇଲେ ସମାନ…

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କ ପରେ ବିଜେପି ବି ନିର୍ବାଚନ ଆୟୋଗଙ୍କ ପାଖରେ ସମାନ ଦାବି ଉଠାଇଛି । ଉଭୟ ବିଜେପି ଓ କଂଗ୍ରେସ ଗୁରୁ ରବିଦାସ ଜୟନ୍ତିକୁ ନଜରରେ ରଖି ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ…

ଦିବ୍ୟାଙ୍ଗ ହୋଇ ମଧ୍ୟ ଦୁନିଆ ସାମ୍ନାରେ ଦେଖାଇଲେ ଦମ୍ । ହ୍ୱିଲ ଚେୟାର ଚଳାଇ ୨୧୫ କିମି ଅତିକ୍ରମ କଲେ କମଳାକାନ୍ତ ।

କନକ ବ୍ୟୁରୋ : ଦୁର୍ଘଟଣା ଶରୀରକୁ ଦୁର୍ବଳ କରି ଦେଇଥିଲା, ମେରୁଦଣ୍ଡକୁ ପ୍ରଭାବିତ କରି ଚାଲିବାକୁ ଅସମର୍ଥ କରିଦେଇଛି । ହେଲେ ଦୃଢଆତ୍ମବଳ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଛି । ଆଉ ହୁଇଲ୍ ଚେୟାରରୁ ରେକର୍ଡ ପରେ ରେକର୍ଡ ହାସଲ କରିବାରେ ସାହସ ଯୋଗାଇଛି । ଭୁବନେଶ୍ୱରରୁ ବିଶ୍ୱ ରେକର୍ଡ କରିବା…

ସଙ୍ଗରୋଧ ଅବଧି ସରିଯାଉଛି ହେଲେ ମିଳୁନି ଆରଟିପିସିଆର ରିପୋର୍ଟ । କେମିତି କରିବେ ଚିକିତ୍ସା, ଚିନ୍ତାରେ ଲୋକେ ।

କନକ ବ୍ୟୁରୋ : ସଙ୍ଗରୋଧର ଅବଧି ସରିଯାଉଛି ହେଲେ ନମୂନା ପଜିଟିଭ କି ନେଗେଟିଭ୍ ରୋଗୀ ଜାଣି ପାରୁନାହାନ୍ତି । କ୍ୟାପିଟାଲ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟ ପାଇଁ ଯାଉଥିବା ରୋଗୀ କିଛି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏନେଇ ଯେତେବେଳେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, ସେତେବେଳେ…

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି: ନିର୍ବାଚନ ପରିଚାଳନା ପାଇଁ ୭ ଜଣିଆ କମିଟି ଘୋଷଣା

କନକ ବ୍ୟୁରୋ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଏଥିପାଇଁ ବିଜେପି ପଂଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ପୂର୍ବତନ…