Daily Archives

January 16, 2022

ପାରାସିଟାମଲରେ ହୋଇପାରୁଛି କରୋନା ପ୍ରତିକାର ! ସ୍ୱଳ୍ପ ଲକ୍ଷଣ ପାଇଁ ଆବଶ୍ୟକ ନାହିଁ ଆଣ୍ଟିବାୟୋଟିକ ।

କନକ ବ୍ୟୁରୋ : କରୋନାର ସ୍ୱଳ୍ପ ଲକ୍ଷଣ ଥିଲେ ଅଯଥାରେ ଅଧିକ ଔଷଧ ଖାଆନ୍ତୁ ନାହିଁ । ରୋଗୀଙ୍କ ପାଇଁ କେବଳ ପାରାସିଟାମଲ୍ ହିଁ ଯଥେଷ୍ଟ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଏହାସହ ଆଂଟି-ବାୟୋଟିକର ବହୁଳ ବ୍ୟବହାର ନେଇ ଚିନ୍ତା ପ୍ରକଟ କରାଯାଇଛି । ରାଷ୍ଟ୍ରୀୟ କୋଭିଡ୍ ଟାକ୍ସ ଫୋର୍ସର ସଦସ୍ୟ ସଂଜୟ…

ଆଜି କରୋନାରୁ ସୁସ୍ଥ ହେଲେ ୪,୪୫୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ ସୁସ୍ଥ

କନକ ବ୍ୟୁରୋ: ଆଜି ରାଜ୍ୟରେ ୪,୪୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ ପୁଣି ରାଜ୍ୟରେ ପିଜିଟିଭ ସଂଖ୍ୟା ବଢିବାରେ ଲାଗିଛି ।…

ରାକେଶ ଟିକାୟତଙ୍କ ବଡ ଘୋଷଣା, ଜାଣନ୍ତୁ ଉତ୍ତର ପ୍ରଦେଶ ନିର୍ବାଚନରେ କାହାକୁ ସମର୍ଥନ କରିବେ ରାକେଶ ଟିକାୟତ ?

କନକ ବ୍ୟୁରୋ : ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ସଫଳତା ପାଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି,ଭାରତୀୟ କିଷାନ ୟୁନିୟନ ଉତ୍ତର ପ୍ରଦେଶ ବିଧାନସଭା…

ଗୋଆରେ ସାଙ୍ଗ ହୋଇ ଲଢିବେ ଆପ୍-ଏନସିପି: କଂଗ୍ରେସକୁ ନେଇ ଏମିତି କହିଲେ ସଞ୍ଜୟ ରାୱତ 

କନକ ବ୍ୟୁରୋ: ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ମେଣ୍ଟ କରି ମିଳିତ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ ରବିବାର ଦିନ କହିଛନ୍ତି। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଶିବସେନା…

କେନ୍ଦ୍ରାପଡ଼ାରେ କାହା ଖାତାକୁ ଆସିବ ଜିଲ୍ଲା ପରିଷଦ ଆସନ ? ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିଛି, ବିରୋଧୀ ଶିବିର…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ତୃଣମୂଳସ୍ତରରେ ଉଷ୍ମ ହୋଇଛି ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଏବେ ପ୍ରତି ଦଳ ପାଇଁ ସେମିଫାଇନାଲ ସଦୃଶ ହୋଇଛି । ତେଣୁ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରି ସାଧାରଣ ନିର୍ବାଚନକୁ…

ସାପ ଉପରେ ଚଢିଗଲା ଗାଡି । ମଲା ସାପକୁ ଜଗି ରହିଲା ସାଥୀ ସାପ । ସ୍ୱାର୍ଥପର ସମାଜକୁ ସାପ ଶିଖେଇଲା ସମ୍ପର୍କ କଣ ?

କନକ ବ୍ୟୁରୋ: କିଟମିଟ ଅନ୍ଧାର, ଖାଁ ଖାଁ ରାସ୍ତା । ଦୂରଦୂର ଯାଏଁ ମଣିଷମାନଙ୍କ ଦେଖାଦର୍ଶନ ନାହିଁ, ଯାଆସ ନାହିଁ, ଗାଡି ମଟରର କେଁ କାଁ ନାହିଁ । ରାତି ସାଢେ ୧୦ ପରେ ଶୀତୁଆ ରାତିର ରାଜୁତି ପରେ ସବୁଠି ଶୂନ୍ୟତା । ହେଲେ ଏହି ଶୀତ ଜଡସଡ ରାତିରେ ରାସ୍ତା ଉପରେ ଜାଡକୁ ଖାତିର ନକରି ସାଥିକୁ…