Daily Archives

January 15, 2022

ଢିଙ୍କିଆରେ ପୋଲିସର ଲାଠି ଚାର୍ଜକୁ ବିରୋଧୀଙ୍କ ନିନ୍ଦା । ଆଲୋଚନା ଦ୍ୱାରା ସମାଧାନ ପାଇଁ ପରାମର୍ଶ ।

କନକ ବ୍ୟୁରୋ : ଢିଙ୍କିଆରେ ପୁଲିସର ଲାଠିମାଡ ପରେ ରାଜନୈତିକ ମହଲରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ନେତା କହିଛନ୍ତି, ଏଭଳି ମାଡ ମାରି ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ ନାହିଁ । କେବଳ ଆଲୋଚନା ହିଁ ଏକ ମାତ୍ର ରାସ୍ତା ବୋଲି ମତ ଦେଇଛନ୍ତି । ଢିଙ୍କିଆରେ ପାଚେରୀ ଓ ରାସ୍ତା ନିର୍ମାଣ…

ଗୋରଖପୁରରୁ ନିର୍ବାଚନ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପି ପାଇଁ ଘୋଷଣା ହେଲା ବିଜେପିର…

କନକ ବ୍ୟୁରୋ: ଗୋରଖପୁର ବିଧାନସଭା ଆସନରୁ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଅଯୋଧ୍ୟା କିମ୍ବା ମଥୁରାରୁ ଲଢିପାରନ୍ତି ବୋଲିକଳ୍ପନା ଜଳ୍ପନା କରାଯାଉଥିଲା । ହେଲେ ପ୍ରଥମଥର ଲାଗି ଗୋରଖପୁର ବିଧାନସଭା କ୍ଷେତ୍ରରୁ ଲଢିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ଯଦିଓ…

କରୋନା ଭିତରେ ଭଲ ଖବର , ଦେଶର ଏହି ପ୍ରମୁଖ ଦୁଇ ସହରରେ କମୁଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦିଲ୍ଲୀ ଓ ମୁ୍ମ୍ବାଇ । ପ୍ରଥମ ଲହର, ଦ୍ୱିତୀୟ ଲହରରେ ଏହି ଦୁଇ ପ୍ରମୁଖ ସହରରୁ ସର୍ବଦା ଦୈନିକ ସଂକ୍ରମଣ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଥିଲା । ହେଲେ ତୃତୀୟ ଲହର ବେଳେ ସମାନ ସ୍ଥିତି ଦେଖିବାକୁ ମଳିବାର…

ପ୍ରବାସୀଙ୍କ ଉପରେ ଆଶାୟୀ ପ୍ରାର୍ଥୀଙ୍କ ନଜର । ଗାଁକୁ ଫେରିବାକୁ ଫୋନରେ କରୁଛନ୍ତି ଅନୁରୋଧ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ନିର୍ବାଚନ ଉଷ୍ମତା ଦେଖିବାକୁ ମିଳିଛି । ଭୋଟ୍ ହାତେଇବା ପାଇଁ ଗୋଟି ଚାଳଣା ଆରମ୍ଭ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଘର ଘର ବୁଲି ପ୍ରବାସୀ କିଭଳି ଆସିବେ ଚେଷ୍ଟା କରୁଛନ୍ତି ସ୍ଥାନୀୟ ନେତା । ଘରେ ରହୁଥିବା ଲୋକଙ୍କ…