Daily Archives

January 11, 2022

ଆମେରିକାରେ ଦିନକରେ ଚିହ୍ନଟ ହେଲେ ୧୧ଲକ୍ଷ ଆକ୍ରାନ୍ତ, ହୁ କହିଲା ୨ ମାସରେ ପୂରା ୟୁରୋପରେ ବ୍ୟାପିଯିବ ଓମିକ୍ରନ

କନକ ବ୍ୟୁରୋ: ସାରା ବିଶ୍ୱରୁ ପୁଣି ଆତଙ୍କ ଖେଳାଇଛି କରୋନା ମହାମାରୀ । ଅଧିକାଂଶ ଦେଶରେ କରୋନା ନିଜର ବିସ୍ତାର ବୃଦ୍ଧି କରିବାରେ ଲାଗିଛି । ସଂକ୍ରମଣ ସହ ମୃତ୍ୟୁ ଦରରେ ଲାଗୁନି ବ୍ରେକ୍ । ଗତ ୨୪ ଘଂଟାରେ ସାରା ବିଶ୍ୱରୁ ୨୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସହ ୯ଲକ୍ଷ ୫୦ହଜା ସଂକ୍ରମିତ…

ଦିଲ୍ଲୀରେ କରୋନା ବଢିବା ପରେ ଲାଗିଲା କଟକଣା: ପ୍ରାଇଭେଟ ଅଫିସରେ ପଡିଲା ତାଲା, କର୍ମଚାରୀ କରିବେ ୱାର୍କ ଫ୍ରମ ହୋମ

କନକ ବ୍ୟୁରୋ: ଦେଶରେ କରୋନା ଏବଂ ଓମିକ୍ରନ ସଂକ୍ରମଣ ଏବେ ଉପରମୁହାଁ । ଦିଲ୍ଲୀ ଓ ମହାରାଷ୍ଟ୍ର ପରି ରାଜ୍ୟ ସଂକ୍ରମଣରେ ଆଗରେ ଅଛନ୍ତି । ଏପରି ସମୟରେ ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବାକୁ ଲାଗୁ କରାଯିବନାହିଁ ଲକଡାଉନ । କିନ୍ତୁ କରୋନା ରୋକିବାକୁ ଆହୁରି…

ବିରଳ ଅସ୍ତ୍ରୋପଚାର କରି ସଫଳତା ପାଇଲେ ଆମେରିକୀୟ ଡାକ୍ତର: ମଣିଷ ଶରୀରରେ ଘୁଷୁରୀର ହୃଦୟ ପ୍ରତିରୋପଣ

କନକ ବ୍ୟୁରୋ: ଚିକିତ୍ସା ଜଗତରେ ଇତିହାସ ରଚିଛନ୍ତି ଆମେରକୀୟ ଡାକ୍ତର । ଆମେରିକୀୟ ଡାକ୍ତରଦଳ ଏକ ଘୁଷୁରୀର ହୃଦୟକୁମ ମଣିଷ ଶରୀର ପ୍ରତିରୋପଣ କରି ବିରଳ ରେର୍କଡ ସୃଷ୍ଟି କରିଛନ୍ତି । ଏହି ପ୍ରତିରୋପଣ ସଫଳ ହେବା ପରେ ଆଗକୁ ସମାନ ପ୍ରକିୟାରେ ଅନେକ ଜୀବନ ବଂଚାଇ ହେବା ନେଇ ଏକ ନୂଆ ସମ୍ଭାବନା…

କରୋନା ପାଇଁ ନାହିଁ ନିର୍ଦ୍ଦିଷ୍ଟ ଔଷଧ । ଏମ୍ସର ବରିଷ୍ଠ ଡାକ୍ତର ନୀରଜ ନିଶ୍ଚଲ କହିଲେ, ଲକ୍ଷଣ ଅନୁସାରେ କରାଯାଉଛି…

କନକ ବ୍ୟୁରୋ: କରୋନା ପାଇଁ ଔଷଧ ନାହିଁ ଅର୍ଥାତ କରୋନା ଆକ୍ରାନ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଔଷଧ ତିଆରି ହୋଇନାହିଁ । ଏପରି କହିଛନ୍ତି ଏମସର ବରିଷ୍ଠ ଡାକ୍ତର ନୀରଜ ନିଶ୍ଚଲ୍ । ଯେଉଁ ଲକ୍ଷଣ ଦେଖାଦେଉଛି, ସେହି ଅନୁସାରେ ଔଷଧ ଦିଆଯାଉଛି । ସେ କହିଛନ୍ତି, ତୃତୀୟ ଲହରରେ ଅଧିକାଂଶ ରୋଗୀଙ୍କ ଠାରେ…

ବାସଭବନରେ ମିହିର ଦାସଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି: ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ବୁଧବାର କଟକ ସତୀଚଉରା ଶ୍ମଶାନରେ କରାଯିବ। ରାଜ୍ୟ ସରକାରଙ୍କ ତରଫରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯିବ। ଏ ନେଇ ଓଏଫଡିସିର ଅଧ୍ୟକ୍ଷ ଅଭିନେତା କୁନା ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ଅପରାହ୍ଣରେ ଓଡ଼ିଶାର…

ଓଡିଶାରେ ଲମ୍ବ ଡିଆଁ ମାରିଲା କରୋନା ସଂକ୍ରମଣ । ଦେଶରେ ଓ ମହାରାଷ୍ଟ୍ରରେ କମୁଛି ଦୈନିକ ସଂକ୍ରମଣ, ଦିଲ୍ଳୀ ସ୍ଥିତି…

କନକ ବ୍ୟୁରୋ: ଆମେରିକାରେ କରୋନା ସଂକ୍ରମଣର ବିସ୍ଫୋରଣ । ଦିନକରେ କରୋନାର ଦୈନିକ ସଂକ୍ରମଣ ସର୍ବକାଳୀନ ଅଲୋଡା ରେକର୍ଡ କରିଛି । ଗତ ୨୪ଘଣ୍ଟାରେ ୧୩ ଲକ୍ଷ ୫୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଯେକୌଣସି ଦେଶର ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସର୍ବାଧିକ ସଂଖ୍ୟା…