Daily Archives

December 26, 2021

ଭୟ ବଢ଼ାଉଛି ଓମିକ୍ରନ । କାଲିଠୁ ଦିଲ୍ଲୀରେ ଲାଗୁ ହେବ ନାଇଟ କର୍ଫ୍ୟୁ କଟକଣା ।

କନକ ବ୍ୟୁରୋ : ଓମିକ୍ରନ ଆକ୍ରାନ୍ତଙ୍କ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ନେଲେ ବଡ଼ ନିଷ୍ପତ୍ତି । ସଂକ୍ରମଣ କମ ହେବା ପରେ କଟକଣା କୋହଳ କରାଯାଇଥିବା ବେଳେ ଏବେ ପୁଣି ଥରେ କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ବଢ଼ୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀ‌ରେ ରାତି…

ବାହାଘରର ୬ ମାସ ପରେ ମଥାରୁ ଲିଭିଗଲା ସିନ୍ଦୂର । ଗୁଡି ସୂତା କାଟିଦେଲା ସ୍ୱାମୀଙ୍କ ବେକ । ସ୍ତ୍ରୀ ଆଗରେ ଚାଲିଗଲେ…

କନକ ବ୍ୟୁରୋ: ଦିନେ ସମ୍ପର୍କର ସୂତାରେ ଛନ୍ଦାଛନ୍ଦି ହୋଇ ଆରମ୍ଭ ହୋଇଥିଲା ନୂଆ ସଂସାର । ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରୁ ଲିଭିନି ବାହାଘର ତାରିଖ କି ଲିଭିନି ଦୁହିଁଙ୍କ ନାଁ । ସସ୍ମିତାଙ୍କ ପାଖରେ ଲେଖାଅଛି ଜୟନ୍ତଙ୍କ ନାଁ । ହେଲେ ସତ ସତିକା ଜୀବନରେ…

ସରକାରୀ ନିର୍ଦ୍ଧାରିତ ଏମଏସପି ଠାରୁ ଅଧିକ ଦାମରେ କପା ବିକିଲେ ଚାଷୀ । ଅଧିକ ଦାମରେ କିଣିନେଲେ ଆନ୍ଧ୍ର ବ୍ୟବସାୟୀ ।

କନକ ବ୍ୟୁରୋ : କପା ଏକ ଅର୍ଥକାରୀ ଫସଲ ରୂପେ ଖ୍ୟାତି ଲାଭ କରିଥିବା ବେଳେ କପା ଚାଷ କରି ଚାଷୀ ଏବେ ହରଡଘଣାରେ । ଅମଳ କପାକୁ ଚାଷୀ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ନେଇ ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ । ମଣ୍ଡିରେ କପାର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଖୋଲା…

ମାସ୍କ ପିନ୍ଧିବାକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ । କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ ।

କନକ ବ୍ୟୁରୋ : ଓମିକ୍ରନ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଉଥିବାବେଳେ କିଭଳି ମାସ୍କ ପିନ୍ଧିବେ ତାକୁ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କହିଛନ୍ତି, କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ । ତେଣୁ ଡବଲ ମାସ୍କ ବ୍ୟବହାର ଓ ଉପଯୁକ୍ତ ଭାବେ…

ଓବିସି ସଂରକ୍ଷଣକୁ ନେଇ ରାଜନୀତି ଜୋର । ଶାସକ ଓ ବିରୋଧୀ ବୟାନବାଜି ଜାରି, ମଧ୍ୟପ୍ରଦେଶରେ ବାତିଲ ହୋଇପାରେ ପଞ୍ଚାୟତ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ନରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ତେଜିଛି ରାଜନୀତି । ଏହି ବର୍ଗ ପାଇଁ କାହାର କେତେ ଦରଦ ରହିଛି ତାକୁ ନେଇ ଜାରି ରହିଛି ବୟାନବାଜି । ଶାସକ ଦଳ ଓବିସି ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାକୁ ଘୋଷଣା…

ପ୍ରତିଷ୍ଠା ଦିବସରେ ଟାର୍ଗେଟ୍ ସ୍ଥିର କଲେ ବିଜେଡି ସୁପ୍ରିମୋ । କହିଲେ ୫ବର୍ଷରେ ୧୦ ପ୍ରତିଶତ ଗରିବୀ ହ୍ରାସ ରହିବ…

କନକ ବ୍ୟୁରୋ : ଆଜି ବିଜେଡି ପାଳନ କରିଛି ୨୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ସମେତ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟରୁ କିଭଳି ଗରିବି ହଟିବ ସେହି ଲକ୍ଷ୍ୟରେ କାମ କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ…