Daily Archives

December 26, 2021

ବୁଷ୍ଟର ଡୋଜ୍ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୭ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ମିଳିବ ତୃତୀୟ ଡୋଜ୍ ।

କନକ ବ୍ୟୁରୋ : ୧୮ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ଲୋକ ଟିକାର ଅତିକମରେ ଗୋଟିଏ ଡୋଜ୍ ନେଇସାରିଥିବାରୁ, ପିଲାମାନଙ୍କ ପାଇଁ ଚିନ୍ତା ବଢ଼ୁଥିଲା । ଏତିକିବେଳେ ୧୫ ବର୍ଷରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ କିଛିଟା ଆଶ୍ୱସ୍ତି…

ଓଡିଶାରେ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ । ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ନାଇଜେରିଆ ଫେରନ୍ତା ।

କନକ ବ୍ୟୁରୋ : ରାଜ୍ୟରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବଢ଼ିଛି । ବିଶେଷ କରି ଏପର୍ଯ୍ୟନ୍ତ ୫ ଜଣ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ମୁଣ୍ଡବିନ୍ଧାର କାରଣ ପାଲଟିଛି । ହେଲେ, ଆଶ୍ୱସ୍ତିର କଥା ହେଉଛି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର…

ବେକ କାଟିଦେଲା ଗୁଡି ସୂତା । ସ୍ତ୍ରୀ ଆଗରେ ଆଖି ବୁଜିଲା ସ୍ୱାମୀ । କଟକ ପୀରବଜାର ଅଞ୍ଚଳରେ ଅଘଟଣ ।

କନକ ବ୍ୟୁରୋ: ଗୁଡି ସୂତାରେ ବେକକଟି ଯୁବକ ମୃତ । କଟକ ଜଗତପୁର ପୀରବଜାର ଅଞ୍ଚଳରେ ଅଘଟଣ । ବାଇକରେ ସ୍ୱାମୀ-ସ୍ତ୍ରୀ ଯାଉଥିବା ବେଳେ ବେକରେ ଲାଗିଗଲା ସୂତା । ଗୁଡି ସୂତା ଲାଗି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜଗତପୁର ଥାନାରେ ଏତଲା । ତେବେ କଟକ ପୀରବଜାର ଅଞ୍ଚଳରେ ଗୁଡ଼ି ସୂତାରେ…

ସରକାରୀ ନିର୍ଦ୍ଧାରିତ MSP ଠାରୁ ଅଧିକ ଦାମରେ କପା ବିକିଲେ ଚାଷୀ । ମଣ୍ଡିରେ କମ୍ ଦାମ ଯୋଗୁଁ ବାହାରେ ବିକିବାକୁ…

କନକ ବ୍ୟୁରୋ : କପା ଚାଷ କରି ଚାଷୀ ଏବେ ହରଡଘଣରେ । ଅମଳ କପାକୁ ଚାଷୀ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ । ମଣ୍ଡିରେ କପାର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଖୋଲା ବଜାର ଠାରୁ କମ ରହିଥିବା ବେଳେ ଚାଷୀମାନେ ଆନ୍ଧ୍ର ବ୍ୟବସାୟୀଙ୍କୁ ବିକି…

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ଉଦବୋଧନ: କହିଲେ, ୫ ବର୍ଷ ମଧ୍ୟରେ ଗରିବୀ ୧୦ ପ୍ରତିଶତ ହ୍ରାସ କରିବୁ

କନକ ବ୍ୟୁରୋ: ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନ ଦେଇ ସେ ଓଡିଶାବାସୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଓଡିଶାବାସୀଙ୍କ ଆଶୀର୍ବାଦରେ ଏହା ସମ୍ଭବ ହୋଇପାରିଛି ।…

ଓମିକ୍ରନ ରୋକିବାରେ କପଡ଼ା ମାସ୍କ ହୋଇପାରେ ବିଫଳ । ଡବଲ ମାସ୍କ ପିନ୍ଧିବାକୁ କହିଲେ ଡାକ୍ତର ।

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢ଼ୁଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ହେଲେ କେଉଁ ମାସ୍କ ପିନ୍ଧିବେ ଓ କିପରି ପିନ୍ଧିବେ, ସେନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ସେମାନଙ୍କ କହିବା କଥା…