Daily Archives

December 20, 2021

ସ୍ୱାମୀ ବିଜେପିରେ, ସ୍ତ୍ରୀ ବିଜେଡିରେ । ଶଙ୍ଖ ଫୁଙ୍କିଲେ ଗାୟିକା କ୍ରିଷ୍ଣା ମିଶ୍ର ।

କନକ ବ୍ୟୁରୋ : ସ୍ୱାମୀ ବିଜେପିରେ ଆଉ ପତ୍ନୀ ବିଜେଡିରେ । ଆଜି ଓଲିଉଡ଼ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ପତ୍ନୀ ତଥା ଗାୟିକା, ସମ୍ବାଦ ପାଠିକା କୃଷ୍ନାପ୍ରିୟା ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ସାଙ୍ଗଠନିକ…

ମହିଳା ହିଁ ପରିବର୍ତ୍ତନର ସୂତ୍ରଧର : ସ୍ମୃତିର ଓଡ଼ିଶା ପକ୍ଷରୁ ଫ୍ୟାସନ ସୋ’ ଜରିଆରେ ସାମାଜିକ ସମୃଦ୍ଧିର ବାର୍ତ୍ତା ।

କନକ ବ୍ୟୁରୋ :  ଚଳିତ ୨୦୨୧କୁ ଏକ ସ୍ମୃତିପୂର୍ଣ୍ଣ ଅଧ୍ୟାୟ ହିସାବରେ ଏକ ହୃଦୟସ୍ପର୍ଶୀ ବିଦାୟ ଦେଉଛନ୍ତି ଭୁବନେଶ୍ୱରବାସୀ । ଡ଼ିସେମ୍ବର ୧୯ ତାରିଖ, ରବିବାରରେ ହୋଟେଲ ତାଜ୍ ଭିଭାନ୍ତାରେ ଏକ ଆକର୍ଷକ କାର୍ଯ୍ୟକ୍ରମରେ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଳୋବାଲ ୨୦୨୧ ଘୋଷଣା କରାଯାଇଛି । ଉକ୍ତ…

ଲଗାତାର ୨ଟି ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲରେ ମିଳିଲା ବଡ ଫାଇଦା । ଜାଣନ୍ତୁ…

କନକ ବ୍ୟୁରୋ : ଆସେସ ସିରିଜର ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୨୭୫ ରନର ବଡ ବ୍ୟବଧାନରେ ମାତ୍ ଦେଇଛି ଅଷ୍ଟ୍ରେଲିଆ । ଆଉ ଏହି ବିଜୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆର ସ୍ଥିତିକୁ ଆହୁରି ମଜବୁତ କରିଛି । ଏହି ଦୁଇ ମ୍ୟାଚ୍ ଜିତିବା ସହ ଆସେସ ସିରିଜରେ ୨-୦ରେ ଆଗୁଆ ଅଛି…

ପ୍ରବଳ ଥଣ୍ଡାରେ ଥରୁଛି ଭାରତ ! ରାଜସ୍ଥାନ ଠୁ ରାଜଧାନୀ, ସବୁଠି ଜାରି ରହିଛି ଶୀତର ଲହର ।

କନକ ବ୍ୟୁରୋ : ସାରା ଦେଶରେ ଶୀତର ଲହର ଜାରି ରହିଛି । ରାଜସ୍ଥାନଠୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିଛି ପ୍ରବଳ ଶୀତ ଲହର । ରାଜସ୍ଥାନରେ ତାପମାତ୍ରା ମାଇନସ ହୋଇଥିବା ବେଳେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେପଟେ ବଢୁଥିବା ଥଣ୍ଡାର ଭରପୁର…

ୟୁଟ୍ୟୁବ୍ ଭିଡ଼ିଓ ଦେଖି ସ୍ୱାମୀ କରୁଥିଲେ ଅପରେସନ୍, ଶିଶୁର ଜୀବନ ଚାଲିଗଲା, ସ୍ତ୍ରୀ ଗୁରୁତର । 

କନକ ବ୍ୟୁରୋ : ତାମିଲନାଡୁର ରାନୀପେଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ବେପରୁଆ ମନୋଭାବ ଯୋଗୁଁ ନବଜାତ ଶିଶୁର ପ୍ରାଣ ଚାଲି ଯାଇଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ମିଳିଥିବା ସୂଚନା ମୁତାବକ, ରାନୀପେଟର ଏକ ହସ୍ପିଟାଲରେ ଗମ୍ଭୀର ଅବସ୍ଥାରେ…