Daily Archives

December 20, 2021

ନିଜ ନିର୍ବାଚନ ମଣ୍ଡଳୀର ରାସ୍ତାକୁ ହେମାମାଳିନୀଙ୍କ ଗାଲ ସହ ତୁଳନା କରି ଅଡୁଆରେ ମହାରାଷ୍ଟ୍ରର ମନ୍ତ୍ରୀ । ବିବାଦ…

କନକ ବ୍ୟୁରୋ : ଉଦ୍ଧବ ସରକାରର ମନ୍ତ୍ରୀ ଗୁଲାବ ରାଓ କହିଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା ଡ୍ରିମ ଗର୍ଲ ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ । ଗୁଲାବ ଏପରି କହି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା କିପରି ବିକାଶ ହୋଇଛି କହିବାକୁ ଚାହୁଁଥିଲେ । ହେଲେ ଏପରି ଅରୁଚିକର ମନ୍ତବ୍ୟ ଦେଇ…

ଇଡି ଜାଲରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ୫ ଘଂଟାର ଜେରା ପରେ ବାହାରିଲେ ଇଡି ଅଫିସରୁ

କନକ ବ୍ୟୁରୋ: ଆଇନ ଜାଲରେ ଛନ୍ଦିହେଲେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଲିଉଡ୍ର ଏହି ନାମି ଦାମି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି କରିଛି ସମନ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ବିଶ୍ୱ ସୁନ୍ଦରୀଙ୍କୁ ପଚରାଉଚରା ପାଇଁ…

ବୁଷ୍ଟର ଡୋଜ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ: କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ଦିଆଯାଇପାରିବ

କନକ ବ୍ୟୁରୋ: ବୁଷ୍ଟର ଡୋଜ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ଦିଆଯାଇପାରିବ ବୁଷ୍ଟର ଡୋଜ । ତୃତୀୟ ଡୋଜର କ୍ଲିନିକାଲ ଟ୍ରାଏଲ ପାଇଁ ଡିସେମ୍ବର ୧୫ ତାରିଖରେ ଆବେଦନ କରିଥିଲା ଭାରତ ବାୟୋଟେକ । ଦେଶରେ ଓମିକ୍ରନ ଆକ୍ରାନ୍ତ ବଢୁଥିବା…

ବୋଲିଂ କରୁଥିବା ବେଳେ ଟଳି ପଡିଲେ ଯୁବ ଖେଳାଳୀ । କ୍ରିକେଟ୍ ମଇଦାନରେ ଚାଲିଗଲା ଜୀବନ ।

କନକ ବ୍ୟୁରୋ : ମୃତ୍ୟୁ ଯେ କାହା ପାଇଁ କେମିତି ଆସେ ତାହା କହିବା ମୁସ୍କିଲ । ମୃତ୍ୟୁ କେତେ ଅଚାନକ ଆସେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ବୋଲିଂ କରୁ କରୁ ଜଣେ ଯୁବ ଖେଳାଳି ପଡିଆରେ ଟଳି ପଡିଛନ୍ତି । ସୁପର ଓଭରର ଶେଷ ବଲ ପକାଇବାବେଳେ ଶେଷ…

ସୁମିତ-ତପସ୍ୱିନୀ ବିବାଦରେ ନୂଆ ମୋଡ: ସୁମିତଙ୍କ ଘର ଗ୍ରିଲ ଭାଙ୍ଗି ଧସେଇ ପଶିଲେ ସ୍ଥାନୀୟ ଲୋକ 

କନକ ବ୍ୟୁରୋ: ସୁମିତ-ତପସ୍ୱିନୀ ବିବାଦରେ ନୂଆ ମୋଡ । ଉତ୍ୟକ୍ତ ଲୋକ ସୁମିତଙ୍କ ଘର ଭାଙ୍ଗି ଧସେଇ ପଶିଲେ । ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏହି କାଣ୍ଡ ଘଟାଇଛନ୍ତି । ସୁମିତଙ୍କ ଘର ଗ୍ରିଲ ଭାଙ୍ଗି ଘର ଭିତରେ ଧସେଇ ପଶିଲେ । ସୁମିତଙ୍କ ଘର ବାହାରେ ମଧ୍ୟ ପାଟିତୁଣ୍ଡ ଓ ହୋହଲ୍ଲା କରୁଛନ୍ତି ଲୋକେ…