Daily Archives

November 3, 2021

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ : ଜିଲ୍ଲାପାଳ କାର୍ଯ୍ୟାଳୟରେ ଲିପ୍ଟରେ ଫସିଲେ ୮ ଜଣ ଆଇନଜୀବୀ

କନକ ବ୍ୟୁରୋ : ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଜିଲ୍ଲାପାଳ କାର୍ଯ୍ୟାଳୟରେ ଲିପ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଛି । ଲିପ୍ଟ ଅଚଳ ହେବା ଯୋଗୁଁ ଘଟିଥିଲା ଏହି ଅଘଟଣ । ଲିପ୍ଟରେ ଫସିଥିବା ବେଳେ ଆଇନଜୀବୀମାନଙ୍କୁ ଉଦ୍ଧାର କରିବା…

ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା : ଜିଲ୍ଲାର ୧,୬୫,୧୩୧ ଚାଷୀ ପାଇବେ ୩୩କୋଟି…

କନକ ବ୍ୟୁରୋ : ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି । ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩୩.୦୩କୋଟି ଟଙ୍କା ପାଇବେ । ଏହି…

ଶ୍ରୀନଗରରୁ ଶାରଜାହ ଯାଉଥିବା ଫ୍ଲାଇଟକୁ ନେଇ ପାକିସ୍ତାନର କଟକଣା, ନିଜ ଏୟାରବେସ ଉପରେ ଲଗାଇଲା ରୋକ

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନର ବାଚଳାମୀ ଥମିବାରେ ନାଁ ନେଉନି । ଏବେ ପୁଣି ଏୟାରବେସକୁ ନେଇ ଭାରତ ଉପରେ କଟକଣା ଲଗାଇଛି ପାକିସ୍ତାନ । ଜମ୍ମୁ-କାଶ୍ମୀରର ଶ୍ରୀନଗରରୁ ଶାରଜାହ ମଧ୍ୟରେ ଆରମ୍ଭ ହୋଇଥିବା ଓଡାଣକୁ ନେଇ ପାକିସ୍ତାନ ନୂଆ କଟକଣା ଲଗାଇଛି । ଏହି କ୍ରମରେ ପାକ୍ ପକ୍ଷରୁ ନିଜର…

ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଲା ପକାଇବା ଘଟଣା : ଘଟଣାସ୍ଥଳରେ ୩ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି; ପୋଲିସର ଲାଠି…

କନକ ବ୍ୟୁରୋ : କୁଚିଣ୍ଡା ବନ୍ଦ ବେଳେ ମନ୍ତ୍ରୀ ଟିକୁନି ସାହୁଙ୍କୁ ତାଲା ପକାଇବା ନେଇ ବିଜେଡି, ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ପୁଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡିଛି । ଆଜି କୁଚିଣ୍ଡା ପିଡବ୍ଲୁଡି ଡାକବଙ୍ଗଳାରେ ମନ୍ତ୍ରୀଙ୍କୁ ତାଲା ପକାଇଦେଇଥିଲେ ବିରୋଧୀ…

ସେୟାର ମାର୍କେଟରେ ନିବେଶ କେତେ ସୁରକ୍ଷିତ : କଳିଙ୍ଗ ନଗରରେ ସ୍ତ୍ରୀ ଓ ପୁଅକୁ ହତ୍ୟା ପରେ ଉଠିଲା ପ୍ରଶ୍ନ; ପଇସା…

କନକ ବ୍ୟୁରୋ : ସେୟାର ମାର୍କେଟରେ ନିବେଶ କେତେ ସୁରକ୍ଷିତ ? ପଇସା ବଢ଼ାଇବାର ମୋହ ବଢ଼ାଉଛି କି ଚାପ ? କଳିଙ୍ଗ ନଗରରେ ସ୍ତ୍ରୀ ଓ ପୁଅକୁ ହତ୍ୟା ପରେ ଉଠିଲା ପ୍ରଶ୍ନ । ସେୟାର୍ ମାର୍କେଟ୍‌ରେ ଟଙ୍କା ଲଗାଇ କ୍ଷତିଗ୍ରସ୍ତ ହେବା ସହ ଋଣଭାର ବଢ଼ିବା ଯୋଗୁଁ ଜଣେ ଯୁବକ ନିଜ ସ୍ତ୍ରୀ ଓ ୧୦ ବର୍ଷର…

କୋହଲିଙ୍କ ଠାରୁ ବଡ ଛକା ମାରି ପାରିବି, ଯାହା ଭଲ ଲାଗିବ ଖାଇବି, ଡାଏଟ କାହିଁକି କରିବି? ଆଫଗାନିସ୍ତାନ କ୍ରିକେଟରଙ୍କ…

କନକ ବ୍ୟୁରୋ : ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଆଉ ଏତେଟା ସହଜ ନୁହେଁ । ଆଗାମୀ ୩ଟି ମ୍ୟାଚରେ ବଡ ବ୍ୟବଧାନରେ ବିଜୟୀ ହେବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ ଭାରତର ସେମିଫାଇନାଲ ଟିକେଟ । ଖାସକରି ନ୍ୟୁଜିଲାଣ୍ଡ ଓ…