Daily Archives

June 11, 2024

କାହିଁକି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବାଛିଲା ବିଜେପି? ସତ୍ତା ପଛରେ କଣ ରହିଛି ସମୀକରଣ? ପଢନ୍ତୁ, ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: କୁହାଯାଏ ରାଜନୀତିରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ‘ସମୀକରଣ’ । ସତ୍ତାର ସମୀକରଣରେ ଯେଉଁ ନେତାଙ୍କ ଲେଖା ଛିଡିଲା, ସେ ନେତାଙ୍କ ଉପରେ ହାତୀ ସୁନାକଳସ ଢାଳିଲା ବୋଲି ବହୁ ଦିନରୁ କଥା ରହିଆସିଛି । ଆଉ ଏଥର ଓଡିଶା ରାଜନୀତିରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବାଛିବା…

ଶିକ୍ଷକତାରୁ ସରପଞ୍ଚ , ସରପଞ୍ଚରୁ ବିଧାୟକ, ବିଧାୟକରୁ ମୁଖ୍ୟମନ୍ତ୍ରୀ । ପଢନ୍ତୁ, ମୋହନ ମାଝୀଙ୍କ ଗୁରୁଜୀରୁ ନେତାଜୀ…

କନକ ବ୍ୟୁରୋ: ଦିନେ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାକୁ ପାଠ ପଢାଉଥିଲେ । ହେଲେ ଏବେ ସେ ହେବାକୁ ଯାଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ଅନେକଙ୍କୁ ଆଜି ବି ବୋଧହୁଏ ଅଜଣା ଥିବ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ମୋହନ ମାଝୀ ନିଜ…

ସରକାର ଗଠନ କରିବାକୁ ବିଜେପିର ଦାବି । ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୋହନ ମାଝୀ ।

କନକ ବ୍ୟୁରୋ: ସରକାର ଗଠନ କରିବାକୁ ବିଜେପିର ଦାବି । ରାଜଭବନ ଯାଇ ବିଜେପିର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି । ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ…

ଜିତୁ ଜିତୁ ସିଧା ଉପମୁଖ୍ୟମନ୍ତ୍ରୀ: ପ୍ରଭାତୀ ପରିଡାଙ୍କୁ ‘ଉପମୁଖ୍ୟମନ୍ତ୍ରୀ’ ଉପହାର ଦେଲା ବିଜେପି

କନକ ବ୍ୟୁରୋ: ଘୋଷଣା ହୋଇଛି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ୨୫ ବର୍ଷ ପରେ ଓଡିଶା ପୁଣି ପାଇଛି ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାଁ ଘୋଷଣା କରିଛି…

୬ ଥରର ବିଧାୟକ, ଅନେକ ଥର ସରକାରରେ ମନ୍ତ୍ରୀ । ଜାଣନ୍ତୁ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପୂରା…

କନକ ବ୍ୟୁରୋ: କେଭି ସିଂହଦେଓ.... ୬ ଥରର ବିଧାୟକ, ପଶ୍ଚିମ ଓଡିଶାରେ ବିଜେପିର ଟାଣୁଆ ନେତା । ରାଜ୍ୟ ବିଜେପି ବିଧାୟକ ଦଳ ବୈଠକରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାଛିବା ସହିତ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ବାଛିଛି । ମୋହନ ମାଝୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବାବେଳେ, ପାଟଣାଗଡ…

୨୫ ବର୍ଷ ପରେ ଓଡିଶା ପାଇଲା ଉପ ମୁଖ୍ୟମନ୍ତ୍ରୀ: ଶେଷ ଉପମୁଖ୍ୟମନ୍ତ୍ରୀ ଥିଲେ ବସନ୍ତ ବିଶ୍ୱାଳ

କନକ ବ୍ୟୁରୋ: ଘୋଷଣା ହୋଇଛି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ୨୫ ବର୍ଷ ପରେ ଓଡିଶା ପୁଣି ପାଇଛି ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାଁ ଘୋଷଣା କରିଛି…