Daily Archives

March 27, 2021

ମାଆ ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା । ଚୈତ୍ର ମାସର ୫ଟି ମଙ୍ଗଳବାରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା…

କନକ ବ୍ୟୁରୋ : କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା । କୋଭିଡ କଟକଣା ଭିତରେ ଚାଲିବ ମାଆଙ୍କ ନୀତି କାନ୍ତି । ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁର ମା’ ମଙ୍ଗଳା ମନ୍ଦିର । ଏଠାରେ ମାଆଙ୍କ…

ଶୁଖି ଗଲାଣି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ବଢିଲା ଜଳ ଚିନ୍ତା, ନଦୀ ଶୁଖିଗଲେ କେମିତି ହେବ ଜଳ ଯୋଗାଣ ।

କନକ ବ୍ୟୁରୋ : ଶୁଖିଲା ପଡିଛି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ପାରଳାଖେମୁଣ୍ଡି ସମେତ ଆଖପାଖ ଅଂଚଳରେ ଦେଖା ଦେଲାଣି ଜଳାଭାବ । ମହେନ୍ଦ୍ରତନୟା ନଦୀ ଜଳ ଉପରେ ନିର୍ଭର କରୁଥିବା ଗୋଷାଣୀ ଓ ରାୟଗଡ଼ ବ୍ଳକର ହଜାର ହଜାର ହେକ୍ଟର ଜମିରେ ଚାଷ କରିଥିବା ଚାଷି ଏବେ ଚିନ୍ତାରେ । ଶୁଖିଲା ପଡିଛି…

ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀ ଏବଂ ସଡ଼କ ପରିବହନ କର୍ମଚାରୀଙ୍କୁ ଦିଆଯିବ…

କନକ ବ୍ୟୁରୋ : ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ଦିଆଯିବ ଟିକା । ସଡ଼କ ପରିବହନ କର୍ମଚାରୀଙ୍କୁ ମଧ୍ୟ ଦିଆଯିବ କରୋନା ଟିକା । ତେବେ ଏମାନଙ୍କୁ ସ୍ପଟ୍ ଭ୍ୟାକ୍ସିନେସନ୍ କରାଯିବ । ଏନେଇ ରାଜ୍ୟ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।…

ଦୋଳ-ହୋଲି ପାଇଁ ବିଏମସିର ଗାଇଡଲାଇନ୍ । ଜାଣନ୍ତୁ କ’ଣ ରହିଲା କୋଭିଡ୍ ନିୟମ ।

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା-ହୋଲି ପାଇଁ ବିଏମସିର ଗାଇଡଲାଇନ୍ । ଦୋଳଯାତ୍ରାରେ ସାମିଲ ହୋଇପାରିବେ ମାତ୍ର ୬ ଜଣ । ଶୋଭାଯାତ୍ରାକୁ ନା, ଦୋଳକୁ କାନେ୍ଧଇବା ବ୍ୟକ୍ତି ମାସ୍କ ପିନ୍ଧିବେ । ଦୋଳ ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି । ସମସ୍ତେ ସାମାଜିକ ଦୂରତାକୁ ପାଳନ କରିବା…

କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀଙ୍କ ବୟାନ । ଘରୋଇ କରଣ ନହୋଇ ପାରିଲେ ବନ୍ଦ ହେବ ଏୟାର ଇଣ୍ଡିଆ 

କନକ ବ୍ୟୁରୋ : ସରକାରୀ ଏୟାରଲାଇନ ଏୟାର ଇଣ୍ଡିଆର ଭବିଷ୍ୟତକୁ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀ ।  ଶନିବାର ଦିନ ଶ୍ରୀ ପୁରୀ କହିଛନ୍ତି କି ଏବେ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶ ବିକ୍ରି କରିଦିଆଯିବ, ଯଦି ବିକ୍ରି ହୋଇନପାରିବ ତେବେ ତାହାକୁ ସବୁଦିନ ପାଇଁ ବନ୍ଦ…

ବ୍ରହ୍ମପୁରରେ ଅଚଳ ୱାଟର ଏଟିଏମ୍ । ନିର୍ମାଣର ମାସ କେଇଟା ପରେ ବ୍ରହ୍ମପୁରରେ ଭାଙ୍ଗିଗଲାଣି ୱାଟର ଏଟିଏମ୍, ସହରରେ ପାଣି…

କନକ ବ୍ୟୁରୋ : ଜଳ ହିଁ ଜୀବନ । ଖରା ଦିନେ ତ ଲୋକଙ୍କ ପାଇଁ ପାଦେ ପାଦେ ପାଣିର ଆବଶ୍ୟକତା ରହିଛି । ଗାଁ ତ ଗାଁ ଏବେ ସହରରେ ମଧ୍ୟ ଲୋକଙ୍କୁ ମିଳୁନି ପାଣି ବୁନ୍ଦେ । ଏପଟେ ସହରରେ ଥିବା ୱାଟର ଏଟିଏମ ଅଚଳ । କିଛି ବର୍ଷ ପୂର୍ବରୁ ବ୍ରହ୍ମପୁର ସହରରେ ନିର୍ମାଣ ହୋଇଥିବା ୱାଟର ଏଟିଏମ୍ ଏବେ ଖତ…