Daily Archives

March 11, 2021

ଝିଅ ଲୁଚାଉଥିଲା ବାପାର ପାପ! ଘଟଣା ଉପରୁ ପରଦା ହଟାଇଲା ଡିଏନଏ ରିପୋର୍ଟ, ଜଣାପଡିଲା ଅସଲ ଅପରାଧୀ କିଏ?

କନକ ବ୍ୟୁରୋ : ଗୁରୁବାର ବମ୍ବେ ହାଇକୋର୍ଟ ଡିଏନଏ ରିପୋର୍ଟ ଆଧାରରେ ନାବାଳିକା କନ୍ୟାକୁ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ସାବତ ବାପାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ୩୬ ବର୍ଷିୟ ଅଭିଯୁକ୍ତ ଥାନେରେ ମେକାନିକ୍ ଭାବେ କାମ କରୁଥିଲା। ସେ ନିଜର ସାବତ କନ୍ୟାକୁ…

କାଲି ଅପେକ୍ଷା ଆଜି ବଢିଛି ଜଙ୍ଗଲ ନିଆଁ । ରାଜ୍ୟର ୧୦୪୮ ପଏଣ୍ଟରେ ବନାଗ୍ନି ଠାବ । 

କନକ ବ୍ୟୁରୋ: ରାଜ୍ୟରେ ପୁଣି ବଢିଲା ଜଙ୍ଗଲ ନିଆଁ । ଗତକାଲି ରାଜ୍ୟର ୪୯୭ ପଏଣ୍ଟରେ ନିଆଁ ଥିବାବେଳେ ଆଜି ଏହି ସଂଖ୍ୟା ୧୦୪୮କୁ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଶିମିଳିପାଳରେ ଜଙ୍ଗଲ ନିଆଁର ପରିମାଣ କମ୍ ହୋଇଛି । ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା…

ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି…

କନକ ବ୍ୟୁରୋ: ରାଜ୍ୟର ୭ଟି ଜିଲ୍ଲାରେ ଆସନ୍ତାକାଲି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି । ଏହାକୁ ଆଖି ଆଗରେ ରଖି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ୭ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କୀତ ଏକ ଚିଠିକୁ ମଧ୍ୟ ଏସଆରସି ଜିଲ୍ଲାପାଳଙ୍କୁ ପଠାଇ ଦେଇଛନ୍ତି ।…

ନିଲାମ ହେଉନି ଫେରିଘାଟ । ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ଦ୍ୱିପାଂଚଳର ଲୋକ ।

କନକ ବ୍ୟୁରୋ: ଫେରିଘାଟ ନିଲାମ ନହେବାରୁ ନଦୀ ପଠାରେ ଖତ ଖାଉଛି ଡଙ୍ଗା । ଘାଟ ବନ୍ଦ ହୋଇଯିବାରୁ ଯାତାୟତରେ ସମସ୍ୟା ଭୋଗୁଛନ୍ତି ହଜାର ହଜାର ଲୋକ । ସ୍କୁଲ କଲେଜ ହାଟବଜାର ସହିତ ଜରୁରୀ କାର୍ଯ୍ୟରେ ବାହାରିଲେ ନଦୀ ବନ୍ଧ ରାସ୍ତାରେ ଯିବାକୁ ପଡୁଛି ମାଇଲ ମାଇଲ ବାଟ । ଘାଟ ନିଲାମ କରିବା ସହ…

ରାଉରକେଲାରେ ବିକଟାଳ ଶବ୍ଦ କରି ବୁଲେଟ୍ ଚଳାଉଥିଲେ ସାବଧାନ । ଛକ ଛକରେ ଜଗିଛନ୍ତି ଟ୍ରାଫିକ ପୁଲିସ, କଟିବ ମୋଟା ଅଙ୍କର…

କନକ ବ୍ୟୁରୋ: ରାଉରକେଲାରେ ଜୋରଦାର ହୋଇଛି ବୁଲେଟ୍ ଧରପଗଡ । ବିକଟାଳ ଶବ୍ଦ କରି ଆସୁଥିବା ବୁଲେଟ୍ ଆରୋହିଙ୍କୁ ବିଭିନ୍ନ ସ୍ଥାନରେ ଅଟକାଉଛି ଟ୍ରାଫିକ ପୁଲିସ । ଆଉ ସେହିଠାରେ ହିଁ ମୋବାଇଲ ଗ୍ୟାରେଜ ଖୋଲାଯାଇଛି । ଗାଡିର ସାଇଲେନ୍ସର ବଦଳାଇବାକୁ କୁହାଯାଉଛି । ଯେଉଁମାନେ ବଦଳାଉଛନ୍ତି…

ଶିମିଳିପାଳରୁ ଜଣେ ଶିକାରୀ ଗିରଫ । ଦେଶୀ ବନ୍ଧୁକ, ଝିଙ୍କ ମାଂସ ସହ ଦିଆସିଲ୍ ଜବତ ।

କନକ ବ୍ୟୁରୋ: ଶିମିଳିପାଳରୁ ଶିକାରୀ ଗିରଫ । ଗତକାଲି ରାତିରେ ଶିମିଳିପାଳ ପୂର୍ବ ପାଦଦେଶର ପୋଡାଡିହା ରେଂଜ ଅଂଚଳରୁ ଜଣେ ଶିକାରୀକୁ ଗିରଫ କରିବା ସହ ଗୋଟିଏ ଦେଶୀ ବନ୍ଧୁକ ଓ ଝିଙ୍କ ମାଂସ ଜବତ କରିଛି ବନବିଭାଗ । ଗିରଫ ଶିକାରି ପୋଡାଡିହା ରେଂଜ ପଣ୍ଡେସାହି ଗାଁର ଅନ୍ତରା ସିଂ । ତେବେ…