Daily Archives

March 11, 2021

କାଲିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଶିମିଳିପାଳ ନିଆଁ ପ୍ରସଙ୍ଗ ଉଠାଇବେ ବିରୋଧୀ ।

କନକ ବ୍ୟୁରୋ: ଆସନ୍ତାକାଲି ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ । ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ । କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ…

ଶିମିଳିପାଳ ପାଇଁ ବରଦାନ ପାଲଟିଲା ବର୍ଷା । ନାସା ସାଟେଲାଇଟ୍ ଚିତ୍ରରେ ନିଆଁ ଲିଭିଥିବାର ସଂକେତ, ହେଲେ ଅନ୍ୟ ଜଙ୍ଗଲରେ…

କନକ ବ୍ୟୁରୋ : ବର୍ଷା ଆଣିଲା ଆଶ୍ୱସ୍ତି । ଶିମିଳିପାଳରେ ଆୟତ୍ତକୁ ଆସିଛି ନିଆଁ । ବର୍ଷା କାରଣରୁ ଜଳୁଥିବା ଏହି ନିଆଁ କେତେକ ସ୍ଥାନରେ ଲିଭିଯାଇଛି । ନାସାର ସାଟେଲାଇଟ ଚିତ୍ର କହୁଛି ଅଭୟାରଣ୍ୟର ଉତର ଓ ଦକ୍ଷିଣ ଜୋନରେ କୌଣସି ସ୍ଥାନରେ ଆଉ ନିଆଁ ଜଳୁନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ…

ଦେଶରେ ଚିନ୍ତା ବଢାଉଛି ୬ ରାଜ୍ୟର କରୋନା ସଂକ୍ରମଣ । ସବୁଠୁ ଆଗରେ ମହାରାଷ୍ଟ୍ର…

କନକ ବ୍ୟୁରୋ: ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ – ଯେତେବେଳେ ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ କଥା ସାମ୍ନାକୁ ଆସୁଛି ସେତେବେଳେ ଏହି ରାଜ୍ୟର ସଂକ୍ରମଣ କଥା ଆଗକୁ ଆସୁଛି । ଗୁରୁବାର ସମଗ୍ର ଦେଶରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ମହାରାଷ୍ଟ୍ରକୁ ପୁଣି ଫେରିଲା ତାଲାବନ୍ଦ । ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ ଲକଡାଉନ୍ ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁର ସହରରେ ସଂପୂର୍ଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ  ୨୧ ତାରିଖ ଯାଏଁ ସେଠାରେ ସଂପୂର୍ଣ୍ଣ ଲକଡାଉନ୍ ହେବ । ଏହି ସମୟରେ କୌଣସି…

ହ୍ୱିଲ ଚେୟାରରେ ବସି ନିର୍ବାଚର ପ୍ରଚାର କରିବେ ମମତା ବାନାର୍ଜୀ । ହସ୍ପିଟାଲ ବେଡରୁ ଦଳୀୟ କର୍ମୀଙ୍କୁ ଶାନ୍ତି ବଜାୟ…

କନକ ବ୍ୟୁରୋ : ହ୍ୱିଲ ଚେୟାରରେ ବସି ପ୍ରଚାର କରିବେ ମମତା ବାନାର୍ଜୀ । ଆହତ କାରଣରୁ ତାଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାତିଲ ହେବ ନାହିଁ ହସ୍ପିଟାଲ ବେଡରୁ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଜାରି କରି ଏହା କହିଛନ୍ତି ମମତା ବାନାର୍ଜୀ । ସମର୍ଥକଙ୍କୁ ଅପିଲ କରି…

ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ୍, ଟୁଇଟ୍ କରି ଦେଲେ ସୂଚନା।

କନକ ବ୍ୟୁରୋ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏ ନେଇ ସୁନୀଲ ଛେତ୍ରୀ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି ଯେ - ମୁଁ କରୋନା ଆକ୍ରାନ୍ତ ହୋଇଛି। ହେଲେ, ମୁଁ ଏବେ ଭଲ ଅନୁଭବ କରୁଛି। ଏବେ ଧୀ‌ରେ ଧୀରେ…