Daily Archives

March 2, 2021

ଯାଜପୁର ଧର୍ମଶାଳାରେ ଚାଲିଛି ମାଫିଆଙ୍କ ଲୁଟତରାଜ । ବେଆଇନ୍ ଭାବେ ଲିଜ ବାହାର ସ୍ଥାନରୁ ଖୋଳି ନେଉଛନ୍ତି ମୋରମ୍ ଓ କଳା…

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଧର୍ମଶାଳା ଓ ଦର୍ପଣ ତହସିଲରେ ମାଫିଆଙ୍କ ଲୁଟତରାଜ । ପ୍ରତିଦିନ ଲୁଟ ହେଉଛି କୋଟି କୋଟି ଟଙ୍କାର ମୋରମ, ବାଲି, କଳାପଥର । ଲିଜ ଏରିଆର ସୀମା ନିର୍ଦ୍ଧାରଣରେ ମିଥ୍ୟା ଖର୍ଚ ହୋଇଥିବା ନେଇ ସୂଚନା ଆଇନ ଖୋଲିଲା ଗୁମର । ଜିଲ୍ଳାପାଳଙ୍କ ରିପୋର୍ଟରେ ଅସନ୍ତୋଷ ପ୍ରକାଶ…

କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ମଣ୍ଡି ଦୁର୍ନୀତିର ଭିତିରି କଥା । ବିକ୍ରି ହୋଇନି ଚାଷୀ ଧାନ, କିନ୍ତୁ ଆକାଉଣ୍ଟକୁ…

କନକ ବ୍ୟୁରୋ: ଚାଷୀ ନିଜର ହକ ପାଇଁ ଦିର୍ଘନିନ ହେବେ ଲଢେଇ ଜାରି ରଖିଛି । ବାଦ ବିବାଦରେ କମ୍ପୁଛି ସାରା ରାଜ୍ୟ । କିନ୍ତୁ କେନ୍ଦ୍ରାପଡା ଜିଲ୍ଲରେ ଧାନ ନଦେଇ ଚାଷୀ ପାଇଛନ୍ତି ନ୍ତି ଟଙ୍କା । ସମବାୟ ସଂସ୍ଥା କର୍ମଚାରୀମାନେ ଅର୍ଥ ହଡପ କରିବା ପାଇଁ ଚାଷୀଙ୍କୁ ମୋହରା ବନେଇଛନ୍ତି । ଟୋକନ…

ଦେଶରେ ଥିବା ବିଭିନ୍ନ ବନ୍ଦରର ବିକାଶ ପାଇଁ ସରକାର ଖର୍ଚ୍ଚ କରିବେ ୮୨୦ କୋଟି ଡଲାର । ସୂଚନା ଦେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ କୁ ଭିଡିଓକନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି   । ସିମିଟ୍ କୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି ସାମୁଦ୍ରିକ ଅର୍ଥବ୍ୟବସ୍ଥାର ବିକାଶ ହୋଇପାରିଲେ ଦେଶରେ ବିକାଶର ଗତି ଦ୍ରୁତ ହେବ । ଏହି…

ମାଡ଼ି ଆସୁଛି ପ୍ରଚଣ୍ଡ ତାତି: ମାର୍ଚ୍ଚରୁ ମେ ଯାଏଁ ସନ୍ତୁଳି ହେବ ଓଡ଼ିଶା, ସ୍ୱାଭାବିକ ତାପମାତ୍ରା ଠାରୁ ଢ଼େର ଉପରେ ରହିବ…

କନକ ବ୍ୟୁରୋ: ମାଡ଼ି ଆସୁଛି ପ୍ରଚଣ୍ଡ ତାତି । ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ଲହରି ପ୍ରଭାବରେ ସନ୍ତୁଳିତ ହେବ ଓଡ଼ିଶା । ପ୍ରଚଣ୍ଡ ତାତି ପାଇଁ ସତର୍କ କଲା ପାଣିପାଗ ବିଭାଗ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଅଧିକା ରହିବ । ଏହି ତିନି ମାସରେ…

ହୋମନିଆଁକୁ ସାକ୍ଷୀ ରଖି ସ୍ୱାମୀ-ସ୍ତ୍ରୀ ସାଜିଲେ ସରୋଜ- ପ୍ରମୋଦିନୀ । ଏସିଡ ଆକ୍ରମଣର ୧୨ ବର୍ଷ ପରେ ପ୍ରମୋଦିନୀଙ୍କ…

କନକ ବ୍ୟୁରୋ: ଏ ହସ ହୃଦୟର ହସ, ଏ ହସ ହଜାରେ ହରାଇବା ପରେ ଲକ୍ଷେ ପାଇବାର ହସ, ହାରି ହାରି ଜିତିବାର ହସ... କେଉଁ ହାଟରେ ଖୋଜିଲେ ବି ମିଳିବନି ଏ ହସ, ଯାହା ପ୍ରମୋଦିନୀଙ୍କ ମୁହଁରେ ପସରା ମେଲାଇଛି । ହଁ ଆଜି ସରୋଜଙ୍କୁ ପାଇ ବେଶ ଖୁସି ଅଛନ୍ତି ପ୍ରମୋଦିନୀ । ଏସିଡ ଆକ୍ରମଣ ପରେ ଯନ୍ତ୍ରଣାର…

କଳା ପାଇଁ କାଲିମେଳାରୁ କାଳିଆଧାମ । ସ୍ୱାଭିମାନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସି ଗାଈ ଚରାଳିରୁ ସଫଳ ବାଲୁକା ଶିଳ୍ପୀ ବନିଲେ…

କନକ ବ୍ୟୁରୋ: ମୁଁ ବନ୍ଧୁକ ଧରିବିନି, ମାଓବାଦୀ ହେବନି... ଭୋକରେ ମିରିଯିବି ପଛେ, ମାଓ ସଙ୍ଗଠନରେ ମିଶିବିନି, ଗରିବ ହୋଇ ରହିବି ପଛେ ସ୍ୱାଭିମାନକୁ ହରାଇବିନି... ଏମିତି କିଛି ଝୁଙ୍କ ନେଇ ଗାଈ ଚରାଳିରୁ ପ୍ରସିଦ୍ଧ ବାଲୁକାଶିଳ୍ପୀ ବନିପାରିଛନ୍ତି ସ୍ୱାଭିମାନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସିଥିବା…