Daily Archives

February 23, 2021

ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ସମ୍ମୁଖ ଯୋଦ୍ଧା । ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ : ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ନେଇ ଚିଠି  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଳା କମିସନରଙ୍କୁ ଚିଠି ଲେଖିଛନ୍ତି।  ଟିକା ନେଇ ନଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ…

ବିଧାନସଭାରେ ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ପାରିତ। ଗଠନ ହେବ ମେରିଟାଇମ୍ ବୋର୍ଡ ।

କନକ ବ୍ୟୁରୋ: ବିଧାନସଭାରେ ଆଜି ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୦୨୦ ପାରିତ ହୋଇଛି। ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟ‌ରେ ମେରିଟାଇମ ବୋର୍ଡ ଗଠନ ହେବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ୧୨ ଜଣ ସଦସ୍ୟ ରହିବେ। ଏହାର ସଦସ୍ୟ ସଚିବ ରହିବେ ବାଣିଜ୍ୟ ଓ…

ଫେଲ୍ ମାରିଲା ସାଇବର ଲୁଟ୍ ତରିକା । ଅନଲାଇନ୍ ଲୁଟେରାଙ୍କ ଆକାଉଂଟ ବ୍ଲକ୍ କରି ଟଙ୍କା ଫେରାଇଲା ପୋଲିସ ।

କନକ ବ୍ୟୁରୋ: ଫେଲ୍ ମାରିଲା ସାଇବର ଲୁଟ୍ ତରିକା । ଆକାଉଂଟ ବ୍ଲକ କରି ୩ ଲକ୍ଷ ଟଙ୍କା ଫେରାଇଲା ପୋଲିସ । ଅନଲାଇନ୍ ଲୁଟେରାଙ୍କ ଆକାଉଂଟ ବ୍ଲକ୍ କରି ଟଙ୍କା ଫେରାଇଲା ପୋଲିସ । ମୋବାଇଲ୍ ଟାୱାର ନାଁରେ ଟଙ୍କା ଠକିଥିଲେ ସାଇବର ଠକ । ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ…

ରାଜ୍ୟର ୭ଟି ସହରରେ ନିର୍ଦ୍ଧାରଣ ମାନଠାରୁ ଅଧିକ ରହୁଛି ବାୟୁ ପ୍ରଦୂଷଣ । ବିଧାନସଭାରେ ଉତ୍ତର ରଖି ସୂଚନା ଦେଲେ ଜଙ୍ଗଲ…

କନକ ବ୍ୟୁରୋ: ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ନିର୍ଦ୍ଧାରଣମାନ ମଧ୍ୟରେ ରହୁନାହିଁ । ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍-ଆଟେନମେଂଟ୍ ସିଟିର ଆଖ୍ୟା…

ସୀମା ବିବାଦର ଅନ୍ତ କେବେ? ରାୟଗଡା ସୀମାକୁ ବି ମାଡି ଆସୁଛି ପଡୋଶୀ ରାଜ୍ୟ । ଓଡିଶା ଭିତରେ ତିଆରି କରୁଛି ରାସ୍ତା ।

କନକ ବ୍ୟୁରୋ: ପୁଣି ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି । ରାସ୍ତା ପାଇଁ ଓଡ଼ିଶା ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ଯୋଜନା ଚଳାଇଛି ଆନ୍ଧ୍ର । ନିଜ ଜମି ବୋଲି କହି ଆନ୍ଧ୍ର-ଓଡ଼ିଶାରେ ଥିବା ପାଲାମତୁଲଶୀଙ୍ଗାର ପ୍ରାୟ ଏକ କିଲୋମିଟରରୁ ଉଦ୍ଧ୍ୱର୍ ଚାଷ ଜମିରେ ଖୁଂଟ ପୋତି ନିଜ ଅକ୍ତିିଆରକୁ…

ଟୁଲକିଟ୍ ମାମଲା : ପଟିଆଲା ହାଉସ୍ କୋର୍ଟରୁ ଦିଶା ରବିଙ୍କୁ ଜାମିନ

କନକ ବ୍ୟୁରୋ : ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ପରିବେଶ କର୍ମୀ ଦିଶା ରବିଙ୍କୁ ପଟିଆଲା ହାଉସ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଆଜି କୋର୍ଟରେ ଶୁଣାଣି ବେଳେ ପୋଲିସ ଦିଶା ରବିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଅପିଲ…