Daily Archives

February 23, 2021

ନା ପଡିବ ପେଟ୍ରୋଲ ନା ଦରକାର ହେବ ଡିଜେଲ । ବିନା ତେଲରେ ମାଡିଯିବ ଗାଡି । ତେଲ ଦର ବୃଦ୍ଧି ଦେଖି ଏମିତି ଗାଡି ତିଆରି…

କନକ ବ୍ୟୁରୋ: ତେଲ ପାଇଁ ଟେନସନ ନାହିଁ । ବିନା ତେଲରେ ଚାଲୁଛି ଚାରି ଚକିଆ ଗାଡି । ଯେତେବେଳେ ପେଟ୍ରୋଲ, ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଆଉ ସାଧାରଣ ଲୋକଙ୍କ ପକେଟରେ ନିଆଁ ଲଗାଉଛି । ଠିକ ସେତିକି ବେଳେ ବିନା ତେଲରେ ଗାଡି ଚଳାଇବାର ସଉକ ପାଇଁ ବ୍ୟାଟେରୀ ଚାଳିତ ଗାଡି ନିର୍ମାଣ…

ନାବାଳିକାକୁ ବିବାହ କରି ଅଡୁଆରେ ପାକିସ୍ତାନୀ ସାଂସଦ । ୫୦ ବର୍ଷର ସାଂସଦ ବିବାହ କରିଛନ୍ତି ୧୪ ବର୍ଷର କନିଆଁ ।

କନକ ବ୍ୟୁରୋ : ସବୁବେଳେ କିଛି ନା କିଛି ବେଆଇନ କାର୍ଯ୍ୟକରି ଚର୍ଚ୍ଚାରେ ରହିଆସିଛି ପାକିସ୍ତାନ । କେତେବେଳେ ଆତଙ୍କବାଦୀଙ୍କୁ ସହାୟତା ତ କେତେବେଳେ କ୍ଷମତା ଦଖଲ ଲାଗି ସେନାର ଅପବ୍ୟବହାର । କିଛି ନା କିଛି ବିବାଦ ପାକିସ୍ତାନର ପିଛା ଛାଡୁନି । ହେଲେ ଏବେ ଯେଉଁ ବିବାଦ ପାଇଁ ପାକିସ୍ତାନର ଜଣେ…

ପର୍ଣ୍ଣ ଭିଡିଓ ଦେଖୁଥିବା ଲୋକଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର । ଇଣ୍ଟରନେଟରେ ସର୍ଚ୍ଚ କରିବା ମାତ୍ରେ ମେସେଜ ପଠାଇବ…

କନକ ବ୍ୟୁରୋ: ପର୍ଣ୍ଣ ଦେଖୁଥିଲେ ସାବଧାନ । ପୋଲିସ ପଠାଇବ ମେସେଜ । ଅନଲାଇନରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ଉପରେ ପୋଲିସ ରଖିଛି ତୀକ୍ଷ୍ଣ ନଜର । ଡାଟାର ଅପବ୍ୟବହାର କରି ଲୋକେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତା ଉପରେ କଡା ନଜର ରଖିଛି ପୋଲିସ । ଆଉ ଫୋନରେ ପର୍ଣ୍ଣର କୌଣସି ବି ଜିନିଷ ସର୍ଚ୍ଚ…

ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପ୍ରଶାସନ । କେବଳ ପୀଠରେ ପାଳନ ହେବ ରୀତିନୀତି । ଦୋକାନ, ବଜାର ଓ ସାଂସ୍କୃତିକ…

କନକ ବ୍ୟୁରୋ: କରୋନା ପାଇଁ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ କଲା ପ୍ରଶାସନ । ଚଳିତ ବର୍ଷ କରୋନା କାରଣରୁ ଏହାକୁ ବନ୍ଦ କରାଯାଇଛି । ମେଳା ମହୋତ୍ସବ ବନ୍ଦ ଥିବା ବେଳେ କେବଳ ସୀମିତ ସଂଖ୍ୟ ଭକ୍ତ ଠାକୁର ଦର୍ଶନ କରି ଗୁପ୍ତ ଗଙ୍ଗାର ଜଳ ସିଂଚନ କରି ପୂଣ୍ୟ ଅର୍ଜନ କରିଛନ୍ତି । ମନ୍ଦିରରେ…

କରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ସମ୍ବଲପୁରରେ କଡାକଡି ହେଲା ମାସ୍କ ଚେକିଂ । ଅମାନିଆଙ୍କୁ ସଚେତନ କଲା…

କନକ ବ୍ୟୁରୋ: କରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ଯଦିଓ ଆଜି ଦେଶରେ ସଂକ୍ରମଣ ସଂଖ୍ୟା କମିଛି ତଥାପି ଲୋକଙ୍କ ମନରେ ଭୟ ବଢିଛି । ଦେଶରେ ଦିନକରେ ୧୦ ହଜାର ୫ଶହ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି ।…

ଆଜି ବି ଏ ଆଖି ତୁମକ ଖୋଜୁଛି, ତମ ବିନା ମୁଁ ମରି ମରି ଜିଉଁଛି… ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ପୂରିଛି…

କନକ ବ୍ୟୁରୋ: ଆଜି ବି ଏ ଆଖି ତୁମକ ଖୋଜୁଛି... ଆଜି ବି ଏ ଛାତି ତୁମକୁ ଝୁରୁଛି । ତମକୁ ଭୁଲି ହେଉନି, ତୁମ ବିନା ବି ବଞ୍ଚି ହେଉନି । ଦିନ ଗଡୁଛି ସତ, ଦେହରୁ ଦାଗ ଲିଭିଛି ସତ । ହେଲେ ହୃଦୟରୁ ସେ ଦରଜ ଜମା ଯାଉନି । ନା ବଇଦ, ନା ବିଧାତା କେହି ବି କମେଇ ପାରିବେନି ମନ ତଳର ସେ ଅଦେଖା କଷ୍ଟ…