Daily Archives

February 22, 2021

ଗୋଟିଏ ଲିଟର ପେଟ୍ରୋଲ ପାଇଁ ଟିକସ ଦିଅନ୍ତି ୬୬ପ୍ରତିଶତ । ପାକିସ୍ତାନ, ଶ୍ରୀଲଙ୍କା ଓ ଆଫାଗନିସ୍ତାନରେ ଶସ୍ତାରେ ମିଳୁଛି…

କନକ ବ୍ୟୁରୋ: ଦେଶରେ ବଢୁଥିବା ତୈଳ ଦର ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି କାରଣ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଟପିଛି । ବର୍ତମାନ ଏହି ଦର ବୃ୍ଦ୍ଧିର କାରଣ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ଦ୍ୱାରା ଲଗାଯାଉଥିବା ମାତ୍ରାଧିକ ଏକ୍ସସାଇଜ ଓ ଅନ୍ୟାନ୍ୟ ଟିକସ । ଯେଉଥିଁପାଇଁ…

ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ପ୍ରାୟ ଏକ ମାସ ପରେ ଫେବ୍ରୁଆରୀ ୨୦ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଏହି ସଂଖ୍ୟା ୧୪ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୧୪ହଜାର ୧୯୯ ନୂଆ କରୋନା…

ଏସସିବିକୁ ‘ଏମ୍ସ ପ୍ଲସ’ କରିବା ପାଇଁ ୫୦୦ କୋଟିର ବ୍ୟୟବରାଦ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ…

ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର…

ତୈଳ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହେଲେ ରବର୍ଟ ଭଦ୍ରା । ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ ।

କନକ ବ୍ୟୁରୋ : ତୈଳ ଦର ବୃଦ୍ଧିକୁ ବିରୋଧ କରି ସବୁଆଡେ ପ୍ରତିବାଦ ଚାଲିଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା । ପେଟ୍ରୋଲ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ । ଦିଲ୍ଲୀ ଖାନ ମାର୍କେଟରୁ…

ରାଜ୍ୟ ବଜେଟରେ ଏଥର ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ । ୪୪ ହଜାର କୋଟି ଋଣ କରିବେ ସରକାର ।

କନକ ବ୍ୟୁରୋ : ଓଡ଼ିଶାର ଅର୍ଥମନ୍ତ୍ରୀ ଆଜି ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୫ ହଜାର ୬୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୪୪ ହଜାର ୪୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ…

ବଜେଟରେ ହକି ଷ୍ଟାଡିୟମ । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ ।

କନକ ବ୍ୟୁରୋ: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ।୨୦୨୧-୨୨ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା…