Daily Archives

February 20, 2021

ନୀତି ଆୟୋଗ ବୈଠକରେ କଡା ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଅପରାଧକୁ ରାଜନୈତିକ କରାଯାଉଥିବା ଅଭିଯୋଗ ଆଣି ଅସନ୍ତୋଷ…

କନକ ବ୍ୟୁରୋ: ନୀତି ଆୟୋଗ ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ…

କରୋନା ନିୟମକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ । କଟକ ଓ ଭୁବନେଶ୍ୱରରେ ସାମାଜିକ ଦୂରତା ଓ ମାସ୍କ ଯାଞ୍ଚକୁ…

କନକ ବ୍ୟୁରୋ: ପଡ଼ୋଶୀ ଛତିଶଗଡ଼ ସମେତ ଦେଶର ୫ଟି ରାଜ୍ୟରେ ବଢୁଥିବା ସଂକ୍ରମଣ ଏବଂ କରୋନର ନୂଆ ନୂଆ ରୂପ ସାମ୍ନାକୁ ଆସିବା ପରେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ…

ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିଲାନି ମନ୍ତ୍ରୀଙ୍କ ଉତ୍ତର । ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରି ବାଚସ୍ପତିଙ୍କ…

କନକ ବ୍ୟୁରୋ: ବିଧାନସଭାରେ ତୃତୀୟ ଦିନରେ ପୁଣି ଚାଷୀ ତାତି । ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ସରକାରଙ୍କୁ ଘେରି ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ପୋଡିୟମ ତଳେ ହୋହାଲ୍ଲା କରିଥିଲେ ବିଜେପି ଓ କଂଗ୍ରେସ ସଦସ୍ୟ । ବିଜେପି ସଦସ୍ୟମାନେ ଗାଉନ ପିନ୍ଧି ହାତରେ ପ୍ଲାକାର୍ଡ ଧରି ନାରାବାଜି…

ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି ୫ଟି ରାଜ୍ୟର ସଂକ୍ରମଣ…

କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟରେ ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣିଥରେ ଚିନ୍ତା ପଶିଛି । ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ହେଉଥିବାରୁ ଏହି ରାଜ୍ୟଗୁଡିକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ…

ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ

କନକ ବ୍ୟୁରୋ : ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। କୋଭିଡ…

ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଟାଟା ଗ୍ରୁପର ପ୍ରୟାସ । ଶୀଘ୍ର ଲଂଚ ହେବ ‘ସୁପର ଆପ୍’ । ଲୁଣ ଠାରୁ ବିମାନ ଟିକେଟ୍…

କନକ ବ୍ୟୁରୋ : ଇ-କମର୍ସ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭକରିଛି ଦେଶର ସବୁଠାରୁ ବଡ ଉଦ୍ୟୋଗ ଟାଟା ଗ୍ରୁପ   । ଏନେଇ ଖୁବ୍ ଶୀଘ୍ର ‘ସୁପର ଆପ୍’ ନାମରେ ଏକ ଆପ୍ ଲଂଚ କରିବା ଦିଗରେ କମ୍ପାନୀ ତରଫରୁ କାମ ଆରମ୍ଭ ହୋଇଛି   । ଏହି ଆପ୍ ଜରିଆରେ କୋଟି କୋଟି ଗ୍ରାହକ ସହଜରେ…