Daily Archives

February 20, 2021

ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ମାଲକାନଗିରିରୁ ଉଡିବ ଏୟାର ହେଲଥ ସର୍ଭିସ । ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସହ ଡାକ୍ତର ମଧ୍ୟ ଏୟାର ଆମ୍ବୁଲାନ୍ସରେ ଯାଇ ରୋଗୀ ଚିକିତ୍ସା କରିବେ ବୋଲି ଜଣାପଡିଛି । ଏନେଇ…

ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ କମ ।

କନକ ବ୍ୟୁରୋ: ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଯେଉଁଥିରେ ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ ହାର କମ ରହିଥିବା ଆକଳନ କରାଯାଇଛି । ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୪.୯୨ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ମାଇନସ ୭.୭…

ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ନାବାଳିକା ଥିବାରୁ ବିବାହ ଅଟକାଇଲା ଚାଇଲଡ ଲାଇନ ।

କନକ ବ୍ୟୁରୋ: ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା, ବେଦୀ ବନ୍ଧା, ସାଜସଜ୍ଜା ସହ ଭୋଜିଭାତର ଆୟୋଜନ ବି ଚାଲିଥିଲା । ହେଲେ ବର ଆସିବା ଆଗରୁ ନାବାଳିକାକୁ ପରିବାର ଲୋକେ ବିବାହ କରାଉଥିବା ଖବର ପାଇ ଗାଁରେ ପହଂଚି ବିବାହ ବନ୍ଦ…

ପୁଣି ଲେଉଟିବ କି ଲକଡାଉନ୍? ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଡିଏମଇଟି କହିଲେ, ଆବଶ୍ୟକ ପଡିଲେ ହୋଇପାରେ…

କନକ ବ୍ୟୁରୋ: ପୁଣି ଦେଶରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଗତ ୨୭ ଦିନ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପାଖାପାଖି ୧୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୧୩ ହଜାର ୯୯୩ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି…

ଓଡିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।…

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମି ନଥିବା ବେଳେ ଏହାକୁ ନେଇ ଏବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ…

ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ ।…

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ସତ୍ୱେ ଗୃହରେ ଧାନ ସଂଗ୍ରହକୁ ନେଇ ଉତ୍ତର ରଖିଛନ୍ତି ସମବାୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଯାଏ ୨୧ ପ୍ରତିଶ୍ରତ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ…