Daily Archives

February 16, 2021

ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ଠକିନେଲା ଦଲାଲ । ୧୫ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ସୁନୀଲ ସାମନ୍ତରାୟକୁ…

କନକ ବ୍ୟୁରୋ : ମହଙ୍ଗା ପଡିଲା ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଠକେଇ କରିବା । ତେବେ ଏହାରି ଭିତରେ ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଛି । ଗାଡି ନମ୍ବର ୱାନ, ଠକେଇରେ ବି ବାବୁ ନମ୍ବର ୱାନ୍ । ତେବେ ଏହି ଭିଆଇପି ମାର୍କା ୪୦ ଲକ୍ଷ ଟଙ୍କାର ଭିଆଇପି ଗାଡିରେ ଅଏସ…

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡାଙ୍କ…

କନକ ବ୍ୟୁରୋ: ମଞ୍ଚ ଉପରୁ ରିମୋଟରେ ବଟନ ଟିପି ରାଉରକେଲା ବିପିୟୁଟି ପରିସରରେ ହେବାକୁ ଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମର ଝଲକ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୨୦୨୩ ହକି ବିଶ୍ୱକପରେ ରାଉରକେଲାର ଏହି ଷ୍ଟାଡିୟମ ଏକ ଭେନ୍ୟୁ ହେବ ବୋଲି କହିଛନ୍ତି ନବୀନ ।…

ପୁଣି ଫେରିବେ ବିବାଦୀୟ ସାରଥୀ ବାବା । ଜୁଲାଇ ୧ରୁ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କରିବାକୁ ହାଇକୋର୍ଟଙ୍କ…

କନକ ବ୍ୟୁରୋ : ସାରଥୀ ବାବା । ଓଡିଶା ଇତିହାସରେ ବୋଧହୁଏ କୌଣସି ବାବାଙ୍କୁ ନେଇ ଏଭଳି କାହାଣୀ ସୃଷ୍ଟି ହୋଇନଥିବ ଯାହା ସାରଥୀଙ୍କ କ୍ଷେତ୍ରରେ ହୋଇଥିଲା । ସାରଥୀ ଦାବି କରୁଥିଲେ ତାଙ୍କ ପାଖରେ ଭଗବାନଙ୍କ ଶକ୍ତି ଅଛି । ହାତରୁ ବିଭୁତି ବାହାର କରିବା, ପାଦରୁ ମହୁ ଝରିବା, ସିମେଂଟ ଗାଈରୁ…

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ । 

କନକ ବ୍ୟୁରୋ : ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ୩ଟି ଧଉରା କାଠକୁ ରାଜପୁରୋହିତ ପୂଜାର୍ଚ୍ଚନା କରିଛନ୍ତି। କାର୍ୟ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସନ,…

ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ : ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ଝୋବା, ଶ୍ରୀମୁଖ, ପଦ୍ମ ଆଦି ଅଳଙ୍କାର ପାଇଁ ଦାନ । ଜଣେ ଭକ୍ତ ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଶ୍ରୀଜୀଉଙ୍କୁ ଏହି ସବୁ ସୁନା ଅଳଙ୍କାର ଦାନ କରିଛନ୍ତି ।…

ଲାଏ ଡିଟେକ୍ସନ ବେଳେ ପରୀକୁ ହତ୍ୟା ସଂପର୍କରେ କହିଥିଲା ଅଭିଯୁକ୍ତ । ଅଡିଓ ଭିଜୁଆଲ ମାଧ୍ୟମରେ ରେକର୍ଡ ହୋଇ ରହିଛି…

କନକ ବ୍ୟୁରୋ : ସାରା ରାଜ୍ୟରେ ଚହଳ ପକାଇଥିବା, କୁନି ଝିଅ ପରୀ ହତ୍ୟା ଘଟଣାରେ କ୍ରାଇମବ୍ରାଂଚ ତଦନ୍ତର ନିର୍ଣ୍ଣାୟକ ମୋଡରେ ପହଂଚିଛି । ଏହି ନାବାଳକ ସରୋଜ ସେଠୀ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ନିଷ୍କର୍ସରେ ପହଂଚିଛି କ୍ରାଇମବ୍ରାଞ୍ଚ । କୋର୍ଟରେ ଚାର୍ଜସିଟ୍ ଦାଖଲ…