Daily Archives

February 15, 2021

ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର । ସୋମବାରଠୁ ଲାଗୁ ହେଲା ନୂଆ ଦର । ଦର ବୃଦ୍ଧି ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ।

କନକ ବ୍ୟୁରୋ: ଦେଶରେ ଏବେ ମହଙ୍ଗା ଦର ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ତେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ବଢିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର । ୧୪.୨ କେଜି ଓଜନ ସିଲିଣ୍ଡରର ଦାମ ୫୦ଟଙ୍କା ବୃଦ୍ଧି ପାଇଛି । ଏହାସହ ରୋଷେଇ ଗ୍ୟାସ ସିଲିଣ୍ଡର…

ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । କହିଲେ…

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ । ସାଂସଦ ବିମାନବନ୍ଦରରୁ ଆସି ସିଧା ପ୍ରେସମିଟରେ ଉତର ରଖିବାକୁ ନିନ୍ଦା କରିଛି ସେବାୟତ ସଂଘ । ଏକାମ୍ର କ୍ଷେତ୍ରକୁ ନେଇ…

ଜାନୁଆରୀ ୨୬ ହିଂସା ପଛରେ ଦିଶା, ନିକିତା ଓ ଶାନ୍ତନୁ । ଦିଶା ରବିଙ୍କୁ ଗିରଫ କରି ଅନ୍ୟ ୨ଜଣଙ୍କ ନାଁରେ ଜାମିନ ବିହୀନ…

କନକ ବ୍ୟୁରୋ: ୨୨ ବର୍ଷୀୟ ଦିଶା ରବିଙ୍କୁ ଗ୍ରେଟା ଥନବର୍ଗ ଟୁଲ କିଟ ମାମଲାର ଗିରଫ କରିଛି ପୋଲିସ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବାଙ୍ଗାଲୁରର ୨୨ ବର୍ଷୀୟ ପରିବେଶବିତ ଦିଶା ରବି ଗିରଫ ହେବା ପରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଖୋଜାଚାଲିଛି । ଦିଶା ରବିଙ୍କୁ ପୋଲିସ ୫ଦିନିଆ ରିମାଣ୍ଡରେ ନେଇଥିବା…

ଥମୁନି ଅପରାଜିତା-ଅନୁଭବଙ୍କ ଟ୍ୱିଟ ଯୁଦ୍ଧ । ଅପରାଜିତା ଷଡଙ୍ଗୀଙ୍କୁ ଟ୍ୱିଟରରେ ଅନୁଭବ ମହାନ୍ତିଙ୍କ ପ୍ରଶ୍ନ ।

କନକ ବ୍ୟୁରୋ: ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ପୁଣି ଟୁଇଟ୍ ୱାର । ଦୁଇ ଦିନ ପୂର୍ବ ଅପରାଜିତାଙ୍କ ଟ୍ୱିଟର ଉତ୍ତରରେ ଅନୁଭବ ଲେଖିଛନ୍ତି ପ୍ରଥମେ ଆପଣ ଜଗନ୍ନାଥ ମନ୍ଦିର ପାଇଁ ଏନଏମଏ ବାଇ ଲ ଆଣି କାହିଁକି ପ୍ରତ୍ୟାହାର କରାଗଲା ତାର କାରଣ…

ଯାଜପୁର ପୋଲିସର ପାରିଲା ପଣ ଉପରେ ଉଠିଲା ପ୍ରଶ୍ନ ।  ପିହୁ ନିଖୋଜ ଓ ଝରାଫୁଲ ମୃତ୍ୟୁ ମାମଲାର ଖୋଲିପାରୁନି ରହସ୍ୟ । 

କନକ ବ୍ୟୁରୋ: ଯାଜପୁର ପୁଲିସ ପାରିବାପଣିଆ ପଣିଆ ଉପରେ ପ୍ରଶ୍ନ ଉଠାଇଛି ଦୁଇ ସମ୍ବେଦନଶୀଳ ମାମଲା । ପିହୁ ଅପହରଣରୁ ୬ ମାସରୁ ଅଧିକ ସମୟ ବିତିଗଲାଣି ନା ନିଖୋଜ ଝିଅର ପତ୍ତା ପୁଲିସ ପାଇପାରୁଛି ନା ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହେଉଛି । ଗଣମାଧ୍ୟମକୁ ତଦନ୍ତ ଚାଲୁଛି…

ହାତୀମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । କହିଲେ, ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ…

କନକ ବ୍ୟୁରୋ: ହାତୀ ମୃତ୍ୟୁକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି କର୍ଲାପାଟ ହାତୀମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେଇ ହାତୀମୃତ୍ୟୁ ରୋକାଯାଉ । ଏହାସହ ଜଙ୍ଗଲ, ପରିବେଶ, ପଶୁ ସମ୍ପଦ ବିଭାଗ…