Daily Archives

February 13, 2021

ଝରାଫୁଲ ମୃତ୍ୟୁ ମାମଲାରେ ଏବେ ବି ଯାଜପୁର ପୋଲିସ ହାତରେ ଲାଗୁନି ତଥ୍ୟ । କହୁଛନ୍ତି , ତଦନ୍ତ ଚାଲିଛି …

କନକ ବ୍ୟୁରୋ: ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଓ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ନିକଟରେ ଏହି ଦୁଇଟି ଅପରାଧ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୋଟିଏ ପଟେ ମୁଣ୍ଡ ନଥିବା ଶରୀରକୁ ଚିହ୍ନଟ କରି ଅପରାଧୀକୁ ଧରିବା ବଡ ଚ୍ୟାଲେଂଜ ଥିଲା । ଆଉ ଗୋଟିଏ ପଟେ…

ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟାଇବାକୁ ଦାବି ଭିତରେ ବିବାଦ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ।…

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ପାଇଁ ଚାଲିଥିବା ଆନ୍ଦୋଳନ ଆଉ ରାଜନୈତିକ ଦଳ ଦେଖାଉଥିବା ଆଭିମୁଖ୍ୟ ଭିତରେ ବାସ୍ତବ କଥା କିଏ କହୁଛି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କୁ…

ଓଡ଼ିଶାରେ ଗାଁରେ ପଡୋଶୀ କଲା ନିର୍ବାଚନ । ସୁପ୍ରିମକୋର୍ଟରେ ମାମଲା, ହେଲେ ନିର୍ବାଚନ ପାଇଁ ଅଟଳ ରହିଲା ଆନ୍ଧ୍ର ।…

କନକ ବ୍ୟୁରୋ: କୋଟିଆର ନିର୍ବାଚନ କାହାଣୀ ସତେ ଯେମିତି କଟା ଘା’ରେ ଚୂନ ସଦୃଶ ସାମ୍ନାକୁ ଆସିଛି । ଷଢ଼େଇକଳା ଓ ଖରସୁଆଁର ଦୁଃଖ ମନରୁ ଲିଭି ନଥିବା ବେଳେ ପଡ଼ୋଶୀ ଆନ୍ଧ୍ର, ଓଡ଼ିଶା ମାଟିରେ କରିଛି ପଂଚାୟତ ନିର୍ବାଚନ । ଆନ୍ଧ୍ର ପ୍ରଦେଶ ଯୋଜନାର ବୁଢ଼ିଆଣୀ ଜାଲରେ ଓଡ଼ିଶାର ସୀମାନ୍ତ ଲୋକଙ୍କୁ…

ଗଂଜାମ ପାତ୍ରପୁର ବ୍ଲକର ୮ଟି ଗାଁରେ ଆନ୍ଧ୍ରର ଭୋଟ୍ । ତଥ୍ୟ ସଂଗ୍ରହ ବେଳେ କନକ ନ୍ୟୁଜ ପ୍ରତିନିଧିଙ୍କୁ ଆକ୍ରମଣ କଲେ…

କନକ ବ୍ୟୁରୋ: ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରିବା ପାଇଁ ସବୁସୀମା ଟପି ଯାଇଛି । କାହାକୁ ଖାତିର୍ ନକରି, ବଳପୂର୍ବକ ନିର୍ବାଚନ ପ୍ରକ୍ରିୟା ସାରିଦେବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୁଲିସ ଓ ପ୍ରଶାସନ । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହିଁ…

ଦରଦାମ ବୃଦ୍ଧିକୁ ନେଇ ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ପାଳିବ ଓଡିଶା…

କନକ ବ୍ୟୁରୋ : ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ । ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫…

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ଉଠାଇ ନେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଭାଙ୍ଗିବା ହେତୁ ଯେଉଁ ଲୋକଙ୍କ ଉପରେ ମାମଲା ଦାୟର ହୋଇଥିଲା ସେ ସବୁକୁ ଏବେ ଉଠାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । ଏହାଦ୍ୱାରା ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ କୋର୍ଟ କଚେରୀ ଚକ୍କର କାଟିବାରୁ ମୁକ୍ତିପାଇବେ…