Daily Archives

February 13, 2021

ବାଇ-ଲ ପ୍ରସଙ୍ଗକୁ ନେଇ ସାଂସଦ ଅପରାଜିତା ଓ ଅନୁଭବଙ୍କ ଟ୍ୱିଟ୍ ଯୁଦ୍ଧ । ଅନୁଭବ ମହାନ୍ତିଙ୍କୁ ଜବାବ ଦେଲେ ଭୁବନେଶ୍ୱର…

କନକ ବ୍ୟୁରୋ: ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଦେଖିବାକୁ ମିଳିଛି ଟ୍ୱିଟ ଯୁଦ୍ଧ । ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି । ଶନିବାର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ବିଜେଡି ସାଂସଦ ଅନୁଭବ…

ଦେଶ ପାଇଁ ବିଦେଶରେ ଗୌରବ ସାଉଣ୍ଟିଲେ କର୍ଣ୍ଣାଟକର ଝିଅ ରଶ୍ମୀ ସାମନ୍ତ । ଜିତିଲେ ଅକ୍ସଫୋର୍ଡ ଛାତ୍ର ସଂଘର ଅଧ୍ୟକ୍ଷ ପଦ

କନକ ବ୍ୟୁରୋ : ଏବେ ଦେଶର ମହିଳା ମାନେ ଆଉ ପଛରେ ନାହାନ୍ତି । ଯାହାର ପ୍ରମାଣ ଦୈନିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ଆମେରିକାର ଜୋ- ବାଇଡେନଙ୍କ ଟିମ୍ ରେ ସାମିଲ ହୋଇଛନ୍ତି ଅନେକ ଭାରତୀୟ ମହିଳା । ଏହା ସହ ଆମେରିକାର ଉପରାଷ୍ଟ୍ରପତି ଭାବେ ବି ଜଣେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ୍…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ରୋହିତଙ୍କ ଜଲୱା । ଟିମ୍ ଇଣ୍ଡିଆର ସ୍କୋର ୩୦୦/୬

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି ହିଟମ୍ୟାନ ରୋହିତ ଶର୍ମାଙ୍କ ଜଲୱା । ପ୍ରଥମ ଦିନରେ ରୋହିତ ଧୁଆଁଧାର ୧୬୧ ରନର ଇଂନିସ ଖେଳିବା ସହିତ ଟିମ୍ ଇଣ୍ଡିଆର ସ୍କୋର ୩୦୦ ଛୁଇଁଛି । ଅନ୍ୟପଟେ ଭାରତ ହାତରେ ଏବେ ବି ଆହୁରି ୪ଟି ୱିକେଟ୍ ବାକି ଥିବାରୁ…

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ।…

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ, ସଂସ୍କୃତି ଓ ନାଟକ ଏକାଡ଼େମୀ ଦ୍ୱାରା ଅୁନଷ୍ଠିତ ହୋଇଛି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ତଥା…

ବଲାଙ୍ଗୀର ଛତାପିପିଲିରେ ତାତିଲେ ଚାଷୀ । ମଣ୍ଡି ଭିତରେ ତହସିଲଦାର ଓ ଅଧିକାରୀଙ୍କୁ ପକାଇଲେ ତାଲା ।

କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠୁନଥିବା ଯୋଗୁଁ ତାତିଲେ ଚାଷୀ । ଟୋକନ ପାଇଁ ମଧ୍ୟ ମଣ୍ଡିରୁ ଧାନ ଉଠୁନଥିବାରୁ ବଲାଙ୍ଗୀର ଛତାପିପଲ ଚାଷୀମାନେ ମଣ୍ଡି ସମ୍ମୁଖରେ ପ୍ରତିବାଦ କରୁଥିଲେ । ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ…

ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ଅଧିକ ତଦନ୍ତ ପାଇଁ କରଂଜିଆରେ ଝରାଫୁଲଙ୍କ ଘରେ ପହଚିଂଲା କୁଆଖିଆ ପୁଲିସ ।

କନକ ବ୍ୟୁରୋ : ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ମାମଲାର ଅଧିକ ତଦନ୍ତ ପାଇଁ ଝରାଫୁଲଙ୍କ କରଂଜିଆର ବୃନ୍ଦେଇପୋଷୀସ୍ଥିତ ଘରେ ପହଚିଂଛି କୁଆଖିଆ ପୁଲିସ । ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ୬ଜଣିଆ ଟିମ ତଦନ୍ତ ପାଇଁ ଯାଇଛନ୍ତି । ଝରାଫୁଲ ବାପା ମା ଓ ଭାଇଙ୍କୁ ପଚରାଉଚରା…