Daily Archives

February 13, 2021

ଟ୍ରାକ୍ଟର ଚଲେଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ଦେଖିବାକୁ ମିଳିଲା ନୂଆ ଅବତାର

କନକ ବ୍ୟୁରୋ: ଟ୍ରାକ୍ଟର ଚଳାଇଲେ ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତ ବେଳେ ରାହୁଲଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀ ଆଜି ଅଜମେର ଓ ନାଗୋର ଦୁଇଟି ଜିଲ୍ଲା ଗସ୍ତ କରି ଟ୍ରାକ୍ଟର ଓ ଟ୍ରଲି ରାଲିରେ ଭାଗ ନେଇଥିଲେ । ଶତାଧିକ ଚାଷୀ ଟ୍ରାକ୍ଟର ସହ ରୁପନଗଡରେ ଆୟୋଜିତ ରାଲିରେ…

ଦୁଇ ଦିନିଆ କେରଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦୁଇଦିନିଆ କେରଳ ଗସ୍ତରେ ଯାଇଛନ୍ତି । ସେଠାରେ ଉଦଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା…

ଉତ୍ତରାଖଣ୍ଡ ଚମୋଲୀରେ ସୃଷ୍ଟି ହୋଇଛି ହ୍ରଦ । ୩୫୦ ମିଟର ଲମ୍ବା ଓ ୬୦ ମିଟର ଗଭୀର ହ୍ରଦରେ ଜମିଛି ୭୦କୋଟି ଲିଟର ପାଣି ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ଗତ ରବିବାରର ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦର ଆକାର ବଢିବାରେ ଲାଗିଛି । ତେବେ ଏହାର ଆକାର ବଢିଥିଲେ ମଧ୍ୟ ଆଶ୍ୱସ୍ତିକର କଥା ଏହା ଯେ ଏଥିରୁ ପାଣି ଝରିବା ଲାଗିଥିବାରୁ ବନ୍ୟା ଆଶଙ୍କା…

ଦର୍ଶକ ଆସିଲେ, ଖେଳ ଜମିଲା । ପୁଣି କମ୍ପିଲା ଷ୍ଟାଡିୟମ୍ । ଦର୍ଶକଙ୍କ ଉପସ୍ଥିତିରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ସହ…

କନକ ବ୍ୟୁରୋ : ଶେଷରେ ପ୍ରତିକ୍ଷାର ଅନ୍ତ ଘଟିଛି । ପାଖାପାଖି ୧ ବର୍ଷ ପରେ ପୁଣି ଥରେ କ୍ରିକେଟ୍ ପଡିଆକୁ ଫେରିଛନ୍ତି ଦର୍ଶକ । ଏଥର କରୋନା ପରେ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ ହୋଇଛି କ୍ରିକେଟ୍ ମ୍ୟାଚ । ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଚେପକ୍ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଅନୁମତି ପରେ…

ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତର ଜେମ୍ସ ବଣ୍ଡ । ୬ତାରିଖରେ ଗିରଫ ହୋଇଥିବା ଆତଙ୍କୀ ଦେଲା ସୂଚନା, ବଢିଲା…

କନକ ବ୍ୟୁରୋ : ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଜେମ୍ସ ବଣ୍ଡ । ଗତ ୬ତାରିଖରେ ଜମ୍ମୁକଶ୍ମୀରରୁ ଗିରଫ ହୋଇଥିବା ଜୈଶ ଆତଙ୍କୀ ଏନେଇ ସୂଚନା ଦେଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ରେକି କରିବା ସହ ଭିଡିଓଗ୍ରାଫି କରି ଜୈଶ-ଏ-ମହମ୍ମଦ ହେଣ୍ଡଲର…

ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, କେମିତି ମଦ ପିଇ କାଟିଥିଲେ ମୁଣ୍ଡ ? ଘଟଣା ସ୍ଥଳରେ ଡେମୋ ଦେଖାଇଲେ ୨…

କନକ ବ୍ୟୁରୋ : କଟାମୁଣ୍ଡ ପଛର ପୂରା ରହସ୍ୟ ଖୋଲିବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ କିପରି କରାଯାଇଥିଲା, ଅପରାଧର ପୂରା ଘଟଣାକ୍ରମକୁ ରିକ୍ରିଏଟ୍ କରାଇଛି ଭୁବନେଶ୍ୱରର ଚନ୍ଦକା ଥାନା ପୁଲିସ । ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ କିପରି ମୁଣ୍ଡ କାଟି ଫିଙ୍ଗି…