Daily Archives

February 1, 2021

କରୋନା ବେଳର ବଜେଟରେ ଚାଷୀ, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମୀ ଉପରେ ଫୋକସ । ଦେଖନ୍ତୁ ବଜେଟର ୧୦ଟି ବଡ଼ ଘୋଷଣା ।

କନକ ବ୍ୟୁରୋ : କରୋନା ସଙ୍କଟ ଭିତରେ ଆତ୍ମନିର୍ଭର ଭାରତ ଉପରେ ଜୋର ଦେଇ ମୋଦି ସରକାର ଆଜି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ବଢାଇ ଥିବା ବେଳେ ଆୟକର ସ୍ଲାବରେ କୌଣସି ପରିବର୍ତନ କରିନାହାନ୍ତି । ସେହିପରି ବିଦେଶ ପୁଞ୍ଜି…

ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ଦ୍ୱାରା କ୍ଷତି ସହିବ ଓଡିଶା । ୧୦,୮୪୦…

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କହିବାନୁସାରେ ଏହି ବଜେଟ୍ ଦ୍ବାରା ଓଡ଼ିଶା କ୍ଷତି ସହିବ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ ବୋଲି…

କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୯ ଜଣଙ୍କର ମୃତ୍ୟୁ ଘଟଣା । ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୋଦି

କନକ ବ୍ୟୁରୋ: କୋରାପୁଟ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହ ଏହି ଦୁର୍ଘଟଣାରେ ଆହତ…

ବଜେଟ୍ ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା

କନକ ବ୍ୟୁରୋ: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ଏହାଦ୍ୱାରା ବିଶେଷଭାବରେ ଉପକୃତ ହୋଇପାରିବେ ବୋଲି…

କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ । ପ୍ରଧାନମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ, ଦେଖନ୍ତୁ ବଜେଟକୁ ନେଇ କିଏ କ’ଣ କହିଲେ ।

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ କାଳରେ ଅର୍ଥମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଯାହାକି କରୋନା ଭାଇରସ୍‌…

ନଳକୂପକୁ ନେଇ ତାତିଲେ ଲୋକେ । ଗାଁରେ ନଳକୂପ ବସାଇବା ଲାଗି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ।

କନକ ବ୍ୟୁରୋ : ଗାଁରେ ନଳକୂପ ବସାଇବାକୁ ନେଇ ଗ୍ରାମବାସୀ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ପଂଚାୟତ ପୂର୍ବ ପାଟଣାସାହି ଲୋକେ ରାସ୍ତାରୋକ କରିଛନ୍ତି । ସେମାନେ ଗାଁରେ ଏକ ନଳକୂପ ବସାଇବାକୁ ଜିଦ ଧରିଛନ୍ତି । ସୂଚନା ଅନୁସାରେ…