Daily Archives

January 22, 2021

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର । ମାମଲା ଦାୟର କଲେ କଂଗ୍ରେସ ବିଧାୟକ ଇଂ.…

କନକ ବ୍ୟୁରୋ: ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର । ପରୀ ମାମଲାରେ ଅରୁଚିକର ଓ ଅଶାଳୀନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ କଂଗ୍ରେସ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ । ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି…

ଚାଷୀ-କେନ୍ଦ୍ର ଭିତରେ ବୈଠକ ଶେଷ । ଏଥର ବି ବାହାରିଲାନି ନିଷ୍କର୍ସ । ଜିଦରେ ଅଟଳ ଚାଷୀ

କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ଭିତରେ ୧୧ ତମ ବୈଠକ ଶେଷ । ଏଥର ବି ବାହାରିପାରିଲାନି ନିଷ୍କର୍ସ । ଚାଷୀମାନଙ୍କୁ ଶେଷ ଥର ପାଇଁ ଠିକ୍ ଭାବେ ଚିନ୍ତା କରିବାକୁ କହିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଶୁକ୍ରବାର ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଚାଷୀ ଓ…

ପୁରୀରେ ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତ ଅସନ୍ତୋଷ । ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏଁ ହୋଇଥିବା ବ୍ୟାରିକେଡକୁ ଛୋଟ…

କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ଚାଲିବାକୁ ପଡୁଛି ୨ କିଲୋମିଟର ରାସ୍ତା । ଗତକାଲିଠୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ତେବେ ଲମ୍ବା ବ୍ୟାରିକେଡକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାର୍କେଟ…

ମଣ୍ଡି ସମସ୍ୟା ନେଇ ଶେଷ ହେଲା ଆଲୋଚନା । ନିଷ୍ପତ୍ତି ପାଇଁ ଆରଡିସିଙ୍କୁୁ ୭୨ ଘଣ୍ଟାର ସମୟ ଦେଲା ବିଜେପି ।

କନକ ବ୍ୟୁରୋ : ମଣ୍ଡି ସମସ୍ୟାକୁ ନେଇ ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଏବଂ ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ତେବେ ମଣ୍ଡି ସମସ୍ୟାକୁ ନେଇ ନିଷ୍ପତ୍ତି ନେବା ପାଇଁ ଆରଡିସିଙ୍କୁ ୭୨…

ମମତା କ୍ୟାବିନେଟରୁ ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ । ବନ ବିଭାଗର ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଇସ୍ତଫା । ବିଜେପିରେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ତୃଣମୂଳ କଂଗ୍ରେସରୁ ନେତାମାନଙ୍କର ଇସ୍ତଫା ମଧ୍ୟ ସେତିକି ବଢି ବଢିଚାଲିଛି । ଯାହାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶୁକ୍ରବାର…

ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ଠାରୁ ଠକେଇ । ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କଲେ ସେହି ସେନାର ବରିଷ୍ଠ…

କନକ ବ୍ୟୁରୋ : ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କୁ ଠକେଇ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି, ସେହି ସେନାର ବରିଷ୍ଠ ଅଧିକାରୀ । ସୈନିକମାନଙ୍କୁ ୩୫ କୋଟି ଟଙ୍କାର ଚୁନ ଲଗାଇବା ପରେ ଏବେ କ୍ଷତିଗ୍ରସ୍ତ, କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ…