Daily Archives

November 26, 2020

ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଗୁରୁତ୍ୱ । ପୁଣି କଂଗ୍ରେସକୁ…

କନକ ବ୍ୟୁରୋ : ଏକ ଦେଶ ଏକ ନିର୍ବାଚନ । ଏହା ଭାରତରେ ହେବା ଜରୁରୀ । ଏଭଳି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦ୍ୱାରା ସମୟ ଓ ଅର୍ଥ ଏକା ସଂଗେ ଏହାର ଅପଚୟ ରୋକାଯାଇ ପାରିବ । ସମ୍ବିଧାନ ଦିବସରେ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସେ…

ଭାରତ ବନ୍ଦ ଡାକରା ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ, କୁମ୍ଭୀର କାନ୍ଦଣା କାନ୍ଦିବା ସହ…

କନକ ବ୍ୟୁରୋ : ଭାରତ ବନ୍ଦ ଡ଼ାକରାରେ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି । ଏହାସହ ବିରୋଧ କରିବା ପାଇଁ ବିରୋଧ କରୁଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଭାରତ ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

କୃଷକ ଆନ୍ଦୋଳନକୁ କେଜ୍ରିୱାଲଙ୍କ ସମର୍ଥନ । କହିଲେ କେନ୍ଦ୍ର ଆଣିଥିବା ନୂତନ କୃଷି ବିଲ୍ କୃଷକ ବିରୋଧୀ ।…

କନକ ବ୍ୟୁରୋ : ନୂତନ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଲିଥିବା ଆନ୍ଦୋଳନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିୱାଲ ସମର୍ଥନ ଜଣାଇଛନ୍ତି । ସେ ଟ୍ୱିଟ୍ କରି କୃଷକ ମାନଙ୍କର ଦାବିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କି କେନ୍ଦ୍ରସରକାର ଯେଉଁ ନୂତନ କୃଷିବିଲ୍ ଆଣିଛନ୍ତି ତାହା…

ସୀମାରେ ଚୀନ ସେନାକୁ ନିର୍ଦ୍ଦେଶ ଦେଲେ ଜିନ୍ ପିଙ୍ଗ । କହିଲେ କୌଣସି ସମୟରେ ଭାରତ ସହ ହୋଇପାରେ ଯୁଦ୍ଧ । ସମସ୍ତ…

କନକ ବ୍ୟୁରୋ : ପୂର୍ବ ଲଦାଖ ଏଲଏସି ନିକଟରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଚୀନ ଭାରତ ସୀମା ଭିତରକୁ ପଶି ଜମି ଦଖଲ କରିଥିବା ଦାବି କରୁଥିବା ବେଳେ ଭାରତ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏହା ସହ ଭାରତର ୨୦ ଜଣ ଯବାନଙ୍କୁ ଚୀନ ସେନା ନିର୍ମମ ଭାବେ…

‘ପରୀ’ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ମାମଲା : ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି; ମୃତକଙ୍କ…

କନକ ବ୍ୟୁରୋ : ହାଇକୋର୍ଟରେ ପହଂଚିଲା ପରୀ ମୃତ୍ୟୁ ମାମଲା । ଜନସ୍ୱାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଆବେଦନରେ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଛି । ଏପରିକି ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆବେଦନରେ ଦର୍ଶାଯାଇଛି । ମାମଲାରେ…

ସାମ୍ନାକୁ ଆସିଲା ଆଏଫଏସ ଅଫିସର ଅଭୟ ପାଠକଙ୍କ ଆଲିସାନ ବଙ୍ଗଳା : ବେଶ ଅୟସ ଆରାମରେ ରହୁଥିଲେ ଅତିରିକ୍ତ ପିସିସିଏଫ

କନକ ବ୍ୟୁରୋ : ଗଲା ଦୁଇ ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଆଏଫଏସ ଅଫିସର ଅଭୟ ପାଠକ । ତାଙ୍କ ଅମାପ ସମ୍ପତିରୁ ସରୁନି ଆକଳନ । ସାମ୍ନାକୁ ଆସିଛି ଏହି ଆଇଏଫଏସ ଅଫିସରଙ୍କ ଅୟସର ଚିତ୍ର । ଅତିରିକ୍ତ ପିସିସିଏଫଙ୍କ ଆଲିସାନ ବଙ୍ଗଳାର ଚିତ୍ର ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଆଜି ଦ୍ୱିତୀୟ…