Daily Archives

October 12, 2020

ଭୁବନେଶ୍ୱରରେ ସ୍ଥାପନ ହେବ ଆଉ ଦୁଇଟି ଶ୍ମଶାନ : ସୂଚନା ଦେଲେ ବିଏମସି କମିଶନର

କନକ ବ୍ୟୁରୋ : ଖୁବ୍‌ ଶୀଘ୍ର ରାଜଧାନୀରେ ଆଉ ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ କରାଯିବ ବୋଲି ଆଜି ଭୁବନେଶ୍ୱର ମହାନଗର ନିଗମ କମିସନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇଟି ଶ୍ମଶାନ ମଧ୍ୟରୁ ପଟିଆ ଅଞ୍ଚଳରେ ହେବାକୁ ଥିବା ଶ୍ମଶାନଟି ବାଷ୍ପ-ଭିତ୍ତିକ ଏବଂ…

ଭାଙ୍ଗୁଛି କୋଡିଡ୍ ନିୟମ । ନେତାଙ୍କ ବାଟରେ ଚାଲିଲେ ଜନତା : ଅଡଶପୁରରେ ପୋଲିସ ସହ ଜନତାଙ୍କ ଧସ୍ତାଧସ୍ତି

କନକ ବ୍ୟୁରୋ : କଟକ ଅଡ଼ସପୁର ବଜାରରେ ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ସୃଷ୍ଟି ହୋଇଥିଲା ଉତେଜନା । ପୁଲିସ ଓ ଜନତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଧସ୍ତାଧସ୍ତି । ଉତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ । ଏହି ଘଟଣାରେ ଏବେ ପୋଲିସ ତଦନ୍ତ…

ମୁଣ୍ଡ ଗଡେଇବା ପାଇଁ ନେଇଥିଲେ ୫୦ ହଜାର ଟଙ୍କା । ଭୁବନେଶ୍ୱର ମିଠା ଦୋକାନୀ ହତ୍ୟାକାଣ୍ଡରେ ୨ ସୁପାରି କିଲର,…

କନକ ବ୍ୟୁରୋ : ଭୁବନେଶ୍ୱର ସାମନ୍ତରାପୁରର ଏହି ଛାତିଥରା ହତ୍ୟାକାଣ୍ଡ ପଛରେ ଥିଲା ସୁପାରିକିଲିଂ । ସିସିଟିଭିରର ଚିତ୍ରରେ ଗାଡି ପଛପଟେ ବସି ଖଣ୍ଡା ଧରି ଗୋଡାଉଥିବା ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ସୁପାରିକିଲର ।  ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖଣ୍ଡା ଧରିଥିବା ସେହି ସୁପାରିକିଲର…

ବାଲେଶ୍ୱରରେ ବିଜେଡ଼ି ଆଣିଲା ନୂଆ ଚେହେରା । ସ୍ୱରୁପ କୁମାର ଦାସଙ୍କ ନାଁରେ ମୋହର : ସମ୍ବେଦନାର ଭୋଟ ପାଇଁ ବାଲେଶ୍ୱରରେ…

କନକ ବ୍ୟୁରୋ : ଅନେକ ନେତା ଓ ଏକାଧିକ ଆଶାୟୀଙ୍କ ଭିତରେ, କିଏ ହେବ ବିଜେଡିର ବାଲେଶ୍ୱର ଚେହେରା, ତାକୁ ନେଇ ଯେତେ ବଡ଼ ଜଟିଳତା ସୃଷ୍ଟି ହୋଇଥିଲା, ସମାଧାନର ସୂତ୍ର ବି ସେତେ ସରଳତାର ସହ ବାହାର କରିଛନ୍ତି ବିଜେଡି ସୁପ୍ରିମୋ । ଆଉ ଚିରାଚରିତ ଢ଼ଙ୍ଗରେ ସମସ୍ତଙ୍କୁ ଚମକାଇ ଦେଲା ଚେହେରାଙ୍କୁ…

ଅନୁକମ୍ପା ଭୋଟ ଉପରେ ଦଳର ଆଖି । ବାପାଙ୍କ ପରେ ପୁଅକୁ ଟିକେଟ୍ , ତିର୍ତୋଲ ଆସନରେ ଦିଂବଗତ ନେତା ବିଷ୍ଣୁ ଦାସଙ୍କ ପୁଅ…

କନକ ବ୍ୟୁରୋ : ରାଜାରାଜୁଡ଼ା ଶାସନ ଯାଇଛି, ହେଲେ କ୍ଷମତା ଅଳିନ୍ଦରେ ବଂଶବାଦ ରାଜନୀତି ଆଜି ବି ଦେଖିବାକୁ ମିଳୁଛି । ପୁଣି ଆସିଛି ଏହାର ସଦ୍ୟ ଉଦାହରଣ । ବାଲେଶ୍ୱରରେ ମଦନ ମୋହନ ଦତଙ୍କ ମୃତ୍ୟୁ ପରେ ପୁଅ ମାନସ କୁମାର ଦତଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି । ସେହିପରି ତିର୍ତୋଲରେ ବିଷ୍ଣୁ…

ଆଇପିଏଲ ଟକ୍କର : ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କୋଲକାତା । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେଣୁ ଏବେ ବୋଲିଂ କରିବ କୋଲକାତା ନାଇଟ ରାଇଡର୍ସ ଦଳ । ବାଙ୍ଗାଲୋରର ଦୁଇ ଓପନର ଏବେ…