Daily Archives

September 27, 2020

ରାଜଧାନୀରେ ମାତିଛନ୍ତିି ଜିଗୋଲୋ ରାକେଟ । ଅନଲାଇନରେ ପ୍ଲେ ବୟ ଚାକିରି କରେଇ ଦେବାକୁ କହି ଠକେଇ କରୁଥିବା ଅଭିଯୋଗ ।…

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତିି ଜିଗୋଲୋ ରାକେଟ । ଅନଲାଇନରେ ପ୍ଲେ ବୟ ଚାକିରି କରେଇ ଦେବାକୁ କହି ଫସାଉଛନ୍ତି ବେକାର ଯୁବକମାନଙ୍କୁ । ଗୋଟେ ରାତି ସୁନ୍ଦରୀ ମହିଳାମାନଙ୍କ ସହିତ କାଟାଇଲେ ପାରିଶ୍ରମିକ ବାବଦରେ ୩୦ ହଜାର ଟଙ୍କା ରୋଜଗାର ପାଇଁ ଅଫର ମଧ୍ୟ କରାଯାଉଛି । ଏମିତି କିଛି…

ଯୁବ-ଛାତ୍ର ବିଜେଡିରେ ନବ କଳେବର । ଦୁଇ ଯୁବ ବିଧାୟକଙ୍କୁ ବିଜେଡି ସୁପ୍ରିମୋ ଦେଲେ ବଡ଼ ଦାୟିତ୍ୱ । ବ୍ୟୋମକେଶ ହେଲେ ଯୁବ…

କନକ ବ୍ୟୁରୋ : ବହୁଦିନର ଛକାପଞ୍ଝା ପରେ ଶେଷରେ ଯୁବ ଏବଂ ଛାତ୍ର ସଂଗଠନରେ ନବ କଳେବର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇ ଯୁବ ବିଧାୟକଙ୍କ ହାତରେ ଦେଇଛନ୍ତି ଦଳର ଯୁବ-ଛାତ୍ର ବାହିନୀର ଦାୟିତ୍ୱ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ୱ…

ସମାଜସେବା ପାଇଁ କାହିଁକି ଆଗେଇ ଆସିଲେ ଓଲିଉଡ କୁଇନ୍ ? ସିନେ ପରଦାରୁ ଲୋକଙ୍କ ସମସ୍ୟା ବୁଝି ଦେଉଛନ୍ତି କି ବଡ…

କନକ ବ୍ୟୁରୋ: ବର୍ଷା-ଅନୁଭବଙ୍କ ପାରିବାରିବ ବିବାଦ ଟିକେ ଥମିଥିବା ବେଳେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ । କୋର୍ଟର କାଠଗଡାକୁ ସମ୍ପର୍କର କଳି ଯାଇଥିବା ବେଳେ କୁହାଯାଉଛି ସମାଜ ସାମ୍ନାକୁ ଆସିବାକୁ ନୂଆ ନୂଆ ଆଭିମୁଖ୍ୟ ଆପଣାଉଛନ୍ତି ଓଲିଉଡ କୁଇନ ।…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ କିଙ୍ଗସ୍ ଇଲେଭେନ ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ ଦୁଇ ଓପନ ବ୍ୟାଟିଂ କରିବାକୁ ମୈଦାନକୁ ଆସିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ…

କୃଷି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ବିଲ । ପୂର୍ବରୁ…

କନକ ବ୍ୟୁରୋ : ୩ କୃଷି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । ପୂର୍ବରୁ ଏହି ବିଲ୍ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା । ବର୍ତ୍ତମାନ ଏହି ବିଲକୁ ବିରୋଧ କରି ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଲାଗି ରହିଛି ।…

“ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ”ର ଭର୍ଚୁଆଲ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ । କହିଲେ,…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରିବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପେଟ୍ରୋଲିୟମ ବିଭାଗ ସହ…